ସୂର୍ଯ୍ୟାସ୍ତ ପରେ ଭୁଲରେ ବି କାରନ୍ତୁନି ଏହି ସବୁ କାମ….

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ସୂର୍ଯ୍ୟାସ୍ତ ପରେ ଭୁଲରେ ବି କାରନ୍ତୁନି ଏହି ସବୁ କାମ ପ୍ରତ୍ୟେକ ଦିନ ଆମର ଜାଣନ୍ତ ଏବଂ ଅଜାଣନ୍ତ ରେ କିଛି ନା କିଛି ଭୁଲ ହୋଇ ଜାଇଥାଏ । ଜାହାର ପ୍ରଭାବ ଆମର ଘର ଉପରେ ପଡେ ସେମିତି ରେ ବାସ୍ତୁ ଶାସ୍ତ୍ର ଅନୁସାରେ ଆମର ଘରେ ବସ୍ତୁ ରଖିବାର ସ୍ଥାନ ନିର୍ଧାରିତ ହୋଇଥାଏ କିନ୍ତୁ ଏହି ସବୁ ବିଷୟ ରେ ଆମର ଜ୍ଞ୍ୟାନ ନ ଥାଏ । ଏବଂ ଏମିତି କିଛି ଭୁଲ ଆମେ ମାନେ ଝାଡୁ ନେଇ ମଧ୍ୟ କରି ଥାନ୍ତି ।

ତେବେ ଆସନ୍ତୁ ଜାଣି ନେବା ସେହି ସବୁ ଭୁଲ ବିଷୟ ରେ ଜାହାକୁ କେବେ ବି ସୂର୍ଯ୍ୟାସ୍ତ ପରେ ଝାଡୁ ସହିତ କରିବା କଥା ନୁହେଁ ନହେଲେ ପରେ ପସ୍ତେଇବା ପାଇଁ ପଡିପାରେ । ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ଭାବେ ଜଣିବା ପାଇଁ ଆମ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ।

Broom

ପ୍ରଥମେ ହେଲେ କେବେ ବି ଝାଡୁ କୁ ଘର ବାହାରେ ରଖିିବା ଉଚିତ୍ ନୁହେଁ । ଏହାର ମାତା ଲକ୍ଷ୍ମୀ ଙ୍କର ପ୍ରତିକ ହୋଇ ଥାଏ । ଏହା ଘର ବାହାରେ ରଖିଲେ ବହୁତ ଦଖଃ ର ଶୀକାର ଆପଣ ମାନେ ହୋଇ ପାରନ୍ତି ତେବେ ସବୁ ବେଳେ ଝାଡୁ କୁ ଘର ମଧ୍ୟ ରେ ହିଁ ରଖନ୍ତୁ ଏହା ସହିତ ଝାଡୁ କୁ କେବେ ବି କୈଣସି ବ୍ୟକ୍ତି ଙ୍କ ସାମ୍ନା ରେ ରଖିବା ଉଚିତ୍ ନୁହେଁ ।

ସେହି ପରି ଏହି ଝାଡୁ କୁ ସୂର୍ଯ୍ୟାସ୍ତ ପରେ କେବେ ବି ଠିଆ କରି ରଖିବା ଉଚିତ୍ ନୁହେଁ । କାରଣ ଯେତେ ବେଳେ ଝାଡୁ ଠିଆ ହୁଏ ଆମ ଘର ର ସଦସ୍ୟ ମାନେ ଅସୁସ୍ଥ ହୁଅନ୍ତି ଏବଂ ଧନ ହାନୀ ହୋଇ ଥାଏ ଝାଡୁ ଯଯଦି ଆପଣ ମାନଙ୍କର ଭଙ୍ଗି ଜାଇଛି ତେବେ ସେହି ଝାଡୁ କୁ କେବେ ବି ବ୍ୟବହାର କରିିବା କଥା ନୁହେଁ । ଏମିତି ହୋଇ ଥାଏ । କି ଏହି ପ୍ରକାରର ଝାଡୁ ଧନ ହାନୀ ର ମୂଖ୍ୟ କାରଣ ହୋଇ ଥାଏ ।

jadu

ଯେବେ ବି ଆପଣ ମାନେ ଗୋଟିଏ ନୂତନ ଝାଡୁ କୁ କିଣୁଛନ୍ତି ତେବେ ଆପଣ ମାନେ ସେହି ଝାଡୁ ର ବ୍ୟବହାର ଆରମ୍ଭ ଶନିବାର ଠାରୁ ହିଁ ଆରମ୍ଭ କରନ୍ତୁ ରାତ୍ରୀ ସମୟ ରେ ଭୁଲ ରେ ବି ଆପଣ ମାନେ ଝାଡୁ କରନ୍ତୁ ନାହିଁ ଏମିତି କୁହା ଯାଏ କୁ ସୂର୍ଯ୍ୟସ୍ତ ପରେ ଝାଡୁ କରିବା ଦ୍ୱାରା ଝାଡୁ ର ଅପମାନ ହୋଇ ଥାଏ । ଏହା ସହିତ ଝାଡୁ କୁ କେବେ ବି ଗୋଡ ଲଗେଇବା କଥା ନୁହେଁ ଏମିତି କଲେ ଆପଣ ମାନେ ନିଜର ଦାରିଦ୍ରତା କୁ ହିଁ ଆମନ୍ତ୍ରଣ କରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *