ବଡ ଅଫର – ମାତ୍ର 101 ଟଙ୍କାରେ ମିଳୁଛି ଭିଭୋର ଏହି ବଡ ଫୋନ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ Vivo ମୋବାଇଲ କିଣିବା ପାଇଁ ଚାହୁଁଥିବେ ତେବେ ଆପଣ ମାନଙ୍କ ପାଇଁ ବଡ ସୁନାର ମୈକା କାହିଁକି ନା ଆପଣ ମାନେ ଜାଣିଛନ୍ତି ଏବେ କେଉଁପରି ଭାବେ ଫେଷ୍ଟିଭାଲ ସିଜନ ଚାଲୁରହିଛି । ଜାହାକି ନବରାତ୍ରୀ ଏବଂ ଦଶହରା ପାଇଁ ସମସ୍ତେ ଫ୍ଲିପ୍କାର୍ଟ ହେଉ କିମ୍ବା ଆମାଜନ ହେଉ ଏମିତି କି ବିଭିନ୍ନ ଜିନିଷ ଉପରେ ଡିସକାଉଣ୍ଟ ରହିଛି ।

vivo

ଠିକ୍ ସେମିତି Vivo ଫୋନ୍ ଆପଣ ମାନେ ନେବାକୁ ଚାହୁଁଥିବେ ତେବେ ମାତ୍ର 101 ଟଙ୍କାରେ ନେଇ ପାରିବେ । ତେବେ କଣ ରହିଛି ଏହାର ଅଫର ଆମେ ଜାଣିବା ଶେଷ ଯାଏ ପଢନ୍ତୁ । ଜଣେଇଦେବୁ କି Vivo ର ସବୁ ଫୋନ୍ ନୁହେଁ କେବଳ Vivo X70,X60,ଏବଂ Y71,Y21, Y33s ମୋଡେଲ ଯଦି ଆପଣ ମାନେ ଏହି ମୋବାଇଲ ଫୋନ୍ ନେବାକୁ ଚାହୁଁଥିବେ ତେବେ ଏହି ଫୋନ୍ କୁ ଆପଣ ମାନେ କେବଳ 101 ଟଙ୍କା ବୁକିଂ କରି ନେଇ ପାରିବେ ।

ତେବେ ଏହା ପାଇଁ ଆପଣ ମାନଙ୍କ ପାଖରେ bajaj finserv card ରହିଛି ତେବେ କେବଳ ଆପଣ 101 ଟଙ୍କା ପେମେଣ୍ଟ କରି ଏହି ଫୋନ୍ କୁ ଆପଣ ମାନେ ନେଇ ପାରିବେ । ଏହା ସହିତ ଆପଣ ମାନେ ଏଠାରେ 10 ପ୍ରତିଶତ ଡିସକାଉଣ୍ଟ ବି ଦେଖିବା ପାଇଁ ପାଇପାରିବେ । ତେବେ ବର୍ତମାନ ସମୟ ରେ ଏହି ଫେଷ୍ଟିଭାଲ ସିଜନ ରେ ଆପଣ ମାନେ ନିଶ୍ଚତ ଭାବେ ଏହି କାର୍ଡ ପାଇପାରିବେ ।

Vivo 60

ତେବେ ନିଶ୍ଚିତ ଭାବେ ଆପଣ ମାନେ କେଉଁ ଫୋନ୍ ବ୍ୟବହାର କରୁଛନ୍ତି ଜଣେଇ ଦେବେ । ଏହା ସହିତ ଏହି ଫୋନ୍ କିଣିବା ପାଇଁ ଚାହୁଁଥିଲେ ବି ଆପଣ ମାନେ କିଣିପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *