ବଡ଼ ଖବର:-ବର୍ଷା ପ୍ରୀୟଦର୍ଶନୀ ଦେଲେ ଖୁସି ଖବର ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ବର୍ଷା ପ୍ରୀୟଦର୍ଶନୀ ଙ୍କୁ ଜାଣିଥିବେ ବନ୍ଧୁଗଣ ସେମିତି ରେ ଆପଣ ମାନେ ଜାଣି ଥିବେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କ ମଧ୍ୟ ରେ ବିବାଦ ଲାଗି ରହିଛି ଏହି ଝଗଡା ଏତେ ମାତ୍ରା ରେ ବର୍ତମାନ ସମୟ ରେ ବଢି ଜାଇଛି ସେମାନେ ବର୍ତମାନ ସମୟ ରେ କୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି ।

brasha

ଜାହାର ସୁଣାଣି କୋର୍ଟ ରେ ରହି ଅଛି ବର୍ତମାନ ସମୟ ରେ ଏମାନେ ଗୋଟିଏ ଘରେ ରହିଲେ ବି ଏମାନେ ଅଲଗା ଅଲଗା ରହୁଛନ୍ତି ,ଗତ କାଲି ସଂନ୍ଧ୍ୟା ରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ନିଜର ସୁଟିଂ ସେଟ୍ ରେ ଏକ ପିଲା ଙ୍କ ସହିତ ଖେଳୁ ଥିବାର ଦେଖିବା ପାଇଁ ମିଳିଛନ୍ତି ।

ଜାହାକୁ ଦେଖି ବର୍ଷା ଙ୍କ ଫେନ୍ ମାନେ ବହୁତ ପ୍ରଶଂସା ସହିତ ବିଭିନ୍ନ ପ୍ରକାରର କମେଣ୍ଟ କରିଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ସୂଚନା ଅନୁସାରେ 2021 ମହିସା ରେ ଦୂର୍ଗା ପୂଜା ରେ ଆସିବା ପାଇଁ ଯାଉଛି ବର୍ଷା ପ୍ରୀୟଦର୍ଶନୀ ଙ୍କ ନୂଆ ଓଡିଆ ଫିଲ୍ମ ବଜୟିନୀ ଯେଉଁ ଥିରେ ବର୍ଷା ପ୍ରୀୟଦର୍ଶନୀ ନିଜର ଲିଡ୍ କେରେକ୍ଟର ରେ ଦେଖିବା ପାଇଁ ମିଳିଛନ୍ତି ।

brasha p

ତେବେ ସେହି ଫିଲ୍ମ ର ବର୍ତମାନ ସମୟ ରେ ଡଭିଂ ଚାଲିଥିବା ବେଳେ ସେହି ସେଟ୍ ରେ ବର୍ଷା ପ୍ରୀୟଦର୍ଶନୀ ଏକ ଛୋଟ ପିଲା ଙ୍କ ସହିତ ଖେଳୁ ଥିବାର ଦେଖିବା ପାଇଁ ମିଳିଥିଲେ । ମିଳିଥିବା ସୂଚନା ଅନୁସାରେ ପିଲାଟି ପ୍ରଡ୍ୟୁସର ଙ୍କର ବୋଲି ଜଣା ପଡିଛି। ଯେଉଁଠାରେ ବର୍ଷା ପ୍ରୀୟଦର୍ଶନୀ ତାଙ୍କ ସହିତ ମଜା କରୁଥିବାର ଦେଖିବା ପାଇଁ ମିଳିଥିଲେ । ଜାହା ଭିଡ଼ିଓ ଆପଣ ମାନେ ଏଠାରେ ଦେଖିବା ପାଇଁ ପାଇବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *