ପୁଣି ଆଜି,ବଡ଼ ଦୁଃଖ ଖବର – ଆଉ ନାହାଁନ୍ତି ଏହି ବଡ ଅଭିନେତ୍ରୀ ।

Serial Actress Soujanya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ବଡ ଦୁଖଃଦାୟକ ଖବର ରହିଛି । ଜାହା ବର୍ତମାନ ସମୟ ରେ ଚଳଚିତ୍ର ଏବଂ ସିରିଏଲ ଜଗତ ରୁ ସାମ୍ନା କୁ ଆସୁଛି । ଆତ୍ମହତ୍ୟା କରି ଦେଲେ ସିନେମା ଜଗତ ଜଣେ ବଡ ଅଭିନେତ୍ରୀ । ସେ ବହୁତ ଚଳଚିତ୍ର ସହିତ ବହୁତ ସିନେମା ରେ ମଧ୍ୟ କାମ କରିସାରିଥିଲେ । ହେଲେ ମାତ୍ର 25 ବର୍ଷ ବୟସ ରେ ସେ ଏହି ଦୁନିଆଁ ରୁ ଅଲବିଦା କହିଦେଇଛନ୍ତି ।

Soujanya

ଯେମିତି କି ଆପଣ ମାନେ ଜାଣିଥିବେ ଆମ ଦେଶ ହେଉଛି କଳା ସଂସ୍କୃିତି ର ଦେଶ ଅଟେ । କିନ୍ତୁ ଏହି ଆମ ଦେଶ ରେ ଏମିତି କେବଳ ଅଳ୍ପ କିଛି ବୟସ ରେ ନିଜର ଜିବନ କୁ ହରେଇ ଦେବା ଆତ୍ମହତ୍ୟା କରିବା ବର୍ତମାନ ସମୟ ରେ ବଡ ଦୁଖଃଦ ଖବର ଅଟେ । ମାତ୍ର 25 ବର୍ଷ ବୟସ ରେ ସୈଜନ୍ୟା ଏହି ଦୁନିଆଁ ଛାଡି ଚାଲିଜାଇଛନ୍ତି । ସେ ନିଜେ ନିଜର ରୁମ୍ ରେ ଆତ୍ମହତ୍ୟା କରିଛନ୍ତି ।

ସୂଚନା ମୁତାବକ ଗୁରୁବାର ଦିନ ତାଙ୍କର ରୁମ୍ ରୁ ତାଙ୍କର ମୃତ ଦେହ ଉଦ୍ଧାର କରାଜାଇଥିଲା । ବର୍ତମାନ ସମୟ ରେ ତାଙ୍କର ମୃତ ଶରୀର କୁ ପୋଲିସ ଜବଦ କରିଛନ୍ତି । ବେଙ୍ଗାଲୋର ରେ ରହିଥିବା ତାଙ୍କର ଘରେ ସେ ଆତ୍ମହତ୍ୟା କରିଛନ୍ତି ସୈଜନ୍ୟା । ତାଙ୍କର ଘରୁ ମଧ୍ୟ ଏକ ସୁସାଇଟ୍ ନୋଟ୍ ମିଳିଛି । ଏଥିରେ ତାଙ୍କର ସ୍ୱାସ୍ଥ୍ୟ ଗତ ସମସ୍ୟା କୁ ନେଇ ଏକ ସୁସାଇଟ ନୋଟ ମିଳିଛି ।

Actress Soujanya

ଯେଉଁଥିରେ ସେ ନିଜର ସ୍ୱାସ୍ଥ୍ୟ ଗତ ସମସ୍ୟା କୁ ନେଇ ଭାରାକ୍ରାନ୍ତ ରହିଥିବା ସୂଚନା ରହିଛି । ଏବଂ ସେ ଆତ୍ମହତ୍ୟା କରିଥିବାକୁ ତାଙ୍କର ବାପା ମାଆ ଙ୍କୁ କ୍ଷେମା ମାଗିଛନ୍ତି । ବର୍ତମାନ ସମୟ ରେ ତାଙ୍କର ମୃତ ଶରୀର କୁ ପୋଲିସ ଜବଦ୍ କରିଛନ୍ତି । ଏହାର ତଦନ୍ତ ପାଇଁ ଏକ ମାମଲା ରୁଜୁ କରାଜାଇଥିବା ବେଳେ ଏହାର ତଦନ୍ତ ବର୍ତମାନ ସମୟ ରେ ଆରମ୍ଭ ହୋଇଛି । ସୈଜନ୍ୟା ଙ୍କ ମୃତ୍ୟୁ ଖବର କୁ ନେଇ ସଂମ୍ପର୍ଣ୍ଣ କାନାଡା ଜଗତ ରେ ଶୋକ ର ଛାୟା ଖେଳିଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *