ଓଡିଶା କୁ ପୁଣି ପ୍ରବଳ ବର୍ଷା ଓଡିଶାର ମେରୁଦଣ୍ଡ ସାଜି ଥିବା ହୀରା କୁଦ ଡ୍ୟମ୍ ଭାଙ୍ଗିଲେ କଣ ହେବ ଓଡିଶାର ଭାଗ୍ୟ ଏହା ଜାଣି ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଦେଖୁ ଥିବେ ବର୍ତମାନ ସମୟ ରେ ଓଡିଶା ରେ କେଉଁ ପରି ଭାବେ ବର୍ଷା ପରିମାଣ ବଢିବାରେ ଲାଗିଛି ଜାହା ଫଳ ରେ ଓଡିଶାରେ ବନ୍ୟାର ସମ୍ବାବନା ବଢିବାରେ ଲାଗିଛି । ସେମିତି ବେଳେ ହୀରାକୁଦ୍ ର ଡ୍ୟମ୍ ରୁ ପାଣି ଛଡା ଯିବା ଆହୁରୀ ମଧ୍ୟ ଓଡିଶା ବାସୀ ଙ୍କୁ ଡରେଇ ଦେଉଛି । ତେବେ ଆପଣ ମାନଙ୍କ ମନରେ ସବୁ ବେଳେ ପ୍ରଶ୍ନ ଅସେ ଯଦି ହୀରାକୁଦ ଡ୍ୟମ୍ ଭାଙ୍ଗିଯାଏ ତେବେ କଣ ହେବ ।

ସାଧାରଣତଃ ବର୍ଷା ଦିନରେ ଅଧିକ ବର୍ଷା ହେବା କାରଣ ରୁ ନଦୀ ମାନଙ୍କରେ ଜଳସ୍ଥର ବଢିଯାଏ । ଆଉ ସେହି ସମୟ ରେ ବନ୍ୟା ଆସେ ଏବଂ ସେହି ସମୟ ରେ ହୀରାକୁଦ ର ଡ୍ୟମ୍ ରେ ପାଣି ସ୍ତଗିତ ଥାଏ ସେହି ସମୟ ରେ ହୀରାକୁଦ୍ ବନ୍ଧ ଭାଙ୍ଗିଲେ କଣ ହେବ ।

Hirakud

ତେବେ ପ୍ରଥମେ ହୀରାକୁଦ ର ଡ୍ୟମ୍ ବିଷୟ ରେ ଜାଣିବା ଏହା ଭାରତ ର ତୃତୀୟ ବୃହତମ ବନ୍ଧ ଏହା ସମ୍ବଲପୁର ରେ ଅବସ୍ଥିତ ଏଥିରେ 5.818 କ୍ୟୁବିକ୍ ମିଟର ଜଳ ସ୍ଥର ରହିପାରିବ । ହେଲେ ଏହାଠାରୁ ଅଧିକ ରହିଲେ ଏହି ହୀରାକୁଦ ର ଡ୍ୟମ୍ ଭାଙ୍ଗିବାର ଅଧିକ ଚାନ୍ସ ଥାଏ । ଆପଣ ମାନେ ଜାଣନ୍ତି ଏହା ମହାନଦୀ ରେ ଅବସ୍ଥିତ ତେଣୁ ଏହା ଭାଙ୍ଗିଲେ ମହାନଦୀ ଏବଂ ଏହାର ସାକ୍ଷା ନଦୀ ମାନଙ୍କରେ ଯେଉଁ ଜିଲ୍ଲା ମାନଙ୍କ ଦେଇ ଏହା ଜାଇଛି ସବୁ ବୁଡିଯିବ ।

ସେହି ଜିଲ୍ଲା ଗୁଡିକ ହେଲା ସମ୍ବଲପୁର , ଭୁବନେଶ୍ୱର , କଟକ , ଏହି ସବୁ ଜିଲ୍ଲା ଜଳ ମଗ୍ନ ହେବ ଏହା ସହିତ କେତେ ଯେ ଧନ ଜିବନ ନଷ୍ଟ ହେବ ତାହାର ପରିକଳ୍ପନା କରିହେବ ନାହିଁ । କାରଣ ଏହି ସବୁ ସହର ରେ ଅତ୍ୟାଧିକ ପାଣି ର ପ୍ରଭାବ ପଡିବ । ବହୁତ ପରିମାଣ ରେ ପାଣି ହେବାରୁ ସବୁ ଭାସିଯିବ ମଣିଷ ମାନେ ବି ବଞ୍ଚିବାର ରାହା ବି ପାଇବେ ନାହିଁ ।

Hirakud d

ହେଲେ ବନ୍ଧୁଗଣ ଏମିତି କେବେ ବି ହେବ ନାହିଁ କି ହୀରାକୁଦ ର ଡ୍ୟମ୍ ଭାଙ୍ଗିବ ନାହିଁ ଏହାର କାରଣ ଆପଣ ଦେଖନ୍ତି ଏହିଥିରେ ଯେତେ ଜଳ ସ୍ଥର ବଢେ ଏହାର କର୍ମଚାରୀ ମାନେ ଏହାର ଜଳସ୍ଥର କୁ କମେଇ ଦିଅନ୍ତି । ହେଲେ ଏମିତି କିଛି ହୋଇ ଯଦି କେବେ ହୀରାକୁଦ ର ଡ୍ୟମ୍ ଭାଙ୍ଗେ ତେବେ ଏହି ସବୁ ଦୂର୍ଘଟଣା ସାମ୍ନା କରିବାକୁ ପଡିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *