କଣ ରହିଛି ଆଜି ବାତ୍ୟା ପ୍ରଭାବ – ଆଜିିହିଁ ଦେଖନ୍ତୁ ।

ଆପଣ ସମସ୍ତଙ୍କୁ ଆମ ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତୁ ନଜର ପକେଇବା ବାତ୍ୟା ଗୁଲାବ ର ଅପଡେଟ ଉପରେ । ଜାହାକି ଆଜି ମଧ୍ୟ କେଉଁ କେଉଁ ଜିଲ୍ଲା କୁ ବାତ୍ୟାର ପ୍ରଭାବ ରହିଛି କଣ ରହିଛି ପାଣିପାଗ ବିଭାଗର ରିପୋର୍ଟ । ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶା ଉପକୂଳ ଏବଂ କଳିଙ୍ଗପାଟନାମ୍ ରେ ସ୍ଥଳଭାଗ ସ୍ପର୍ଷ କରିଛି ବାତ୍ୟା ଗୁଲାବ ।

ପଶ୍ଚିମ କଳିଙ୍ଗପାଟନାମ୍ ଠାରୁ 30 କିଲୋମିଟର ଦୂରରେ ସନ୍ଥଗଡା ଠାରେ ଏହା ଲେଣ୍ଡଫଲ କରିଥିବାର ଜଣା ପଡିଛି । ତେବେ SRC ଙ୍କ କହିବା ମୁତାବକ ସଂନ୍ଧ୍ୟା 7.00 ରୁ ପ୍ରବେଶ କରି ରାତି ମଧ୍ୟରେ ଏହି ବାତ୍ୟା ଉପକୂଳ ଅତିକ୍ରମ କରିଛି । ତେବେ ସ୍ଥଳଭାଗ ଛୁଇଁବା ସମୟ ରେ ଘଣ୍ଟା ପ୍ରତି 94 କିଲୋମିଟର ପବନ । ବହିବା ରେକର୍ଡ ହୋଇଛି ।

rain

ତେବେ ବର୍ତମାନ ବାତ୍ୟା ଓଡିଶା ମୁହାଁ ହୋଇଛି । ସ୍ରିକାକୁଲମ୍ ଠାରେ 70 କିଲୋମିଟର ଉପରେ ପବନ ବହୁଥିବା ବେଳେ ପଶ୍ଚିମ ଦିଗ ରେ ଏହା ଗତି କରିଛି । ବାତ୍ୟାର ଛୁଇଁବାର 6 ଘଣ୍ଟା ପରେ ଏହା ଦୂର୍ବଳ ମଧ୍ୟ ହୋଇଜାଇଛି । ତେବେ SRC ଙ୍କ ସୂଚନା ଅନୁସାରେ ଏହା ଉତ୍ତର ଆନ୍ଧ୍ର ଏବଂ ଏହା ଛତିସଗଡ ଜାଇଛି ।

ତେବେ ଏହା ସ୍ରୀକାକୁଲମ୍ ରୁ କୋରାପୁଟ ଯିବ ବାତ୍ୟା । ଏହାର ପ୍ରଭାବ ରେ ଗଜପତି , ରାୟଗଡା ଓ କୋରାପୁଟ ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେବେ ଏହି ବାତ୍ୟା ଗୁଲାବ ର ପ୍ରଭାବ ରେ ଆଜି ମଧ୍ୟ ଅଧିକାଶଂ ଅଞ୍ଚଳରେ ଘଡଘଡି ସହିତ ବର୍ଷା ଲାଗି ରହିବ ବୋଲି । ଭାରତୀୟ ପାଣିପାଗ ବିଭାଗ ପକ୍ଷ୍ୟ ରୁ ସୂଚନା ଦିଆଜାଇଛି ।

rain

ତେବେ ପାଣିପାଗ ପକ୍ଷ୍ୟ ରୁ ଜରୁରୀ ବୁଲେଟିନ୍ ରେ କୁହାଜାଇଛି ଯେ ରାଜ୍ୟରେ ଗଞାମ୍ ଗଜପତି , କୋରାପୁଟ , କନ୍ଧମାଳ ରାୟଗଡା , ନୟାଗଡ , ନବରଙ୍ଗପୁର , ଏବଂ ମାଲକାନା ଗିରି ଜିଲ୍ଲା ରେ ଅଳ୍ପ କେତେକ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *