ହୃଦ୍ଘାତ କଣ। ଏହି ସବୁ ଲକ୍ଷଣ ଦେଖା ଦେଉଥିଲେ ହୋଇଯାଆନ୍ତୁ ସାବଧାନ ।।

Heart attack

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଜାଣିବା ନିହାତି ଦରକାର। ଆଜି ଆମେ ଆପଣଙ୍କ ପାଖରେ ଆପଣଙ୍କ ସ୍ୱାସ୍ଥ୍ୟ ବାବଦରେ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ନିହାତି ଦରକାରୀ ହେଇପାରେ। ଆମେ ଆଜି ଆଉ ଏକ ନୂଆ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ। ଆଜି ଆମେ ଆପଣଙ୍କ ପାଖରେ ଦୈନନ୍ଦିନ ଜୀବନର ଏକ ବହୁତ ସାଧାରଣ ତଥାପି ବହୁତ ଅଧିକ ଦରକାରୀ ବିଷୟରେ କଥା ହେବାକୁ ଯାଉଛୁ ଯାହା କି ଅଧିକାଂଶ ଲୋକଙ୍କ ପାଖରେ ନଜର ରଖିବା ନିହାତି ଦରକାର।

ତେବେ ଆଜି ଆମେ ଆପଣଙ୍କ ପାଖରେ କହିବୁ ଆପଣଙ୍କ ହୃଦୟ ବାବଦରେ ଯାହାର ସ୍ୱାସ୍ଥ୍ୟ ସଠିକ ଭାବରେ ରହିବା ନିହାତି ଜରୁରୀ ଅଟେ କାରଣ ଏହା ଆମ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ ଯାହାର ପରିଚାଳନା ସମଗ୍ର ଶରୀରକୁ ଦୌଡେଇ ଥାଏ।

heartt

ଆପଣ ଜାଣନ୍ତି କି ହୃଦ୍ଘାତ ଆଜି କାଲି ବହୁତ ସାରା ଲୋକ ମାନଙ୍କର ଜୀବନ ନେଇ ଯାଉଛି ଯାହା କି ଆମ ଆଖି ସାମ୍ନାରେ ହି ଘଟି ଯାଉଛି। ଆପଣ ଜାଣିଥିବେ କି ଏହି କିଛି ଦିନ ତଳେ ହିଁ ବିଗ ବସର ବିଜେତା ତଥା ହ୍ୟାଣ୍ଡସମ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ହୃଦ୍ଘାତ ଦ୍ୱାରା ହିଁ ମୃତ୍ୟୁ ହେଇ ଯାଇଛି। ତାଙ୍କର ଉଚ୍ଚ ରକ୍ତ ଚାପ ନଥିଲା କି ତାଙ୍କର ଶରୀର ମଧ୍ୟ ଅସୁସ୍ଥ ନଥିଲା ତଥାପି ତାଙ୍କର ଅଚାନକ ମୃତ୍ୟୁ ହେଇଗଲା ଯାହା କି ଆମ ସଭିଙ୍କ ପାଇଁ ବହୁତ ଅଧିକ ଆଶ୍ଚର୍ଯ୍ୟକର ଘଟଣା ଅଟେ। ତେବେ ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହା ବାବଦରେ।

ତେବେ ଛାତିରେ ଦରଜ ହେବା ବହୁତ ସାଧାରଣ କଥା ମାତ୍ର ଭିନ୍ନ ଭିନ୍ନ ଲୋକଙ୍କ କ୍ଷେତ୍ରରେ ଏହି ଦରଜ ଭିନ୍ନ ଭିନ୍ନ ପ୍ରକାରର ହେଇଥାଏ। ତେବେ ଆପଣ ଜାଣନ୍ତି କି ହୃଦ୍ଘାତ ହେବା ଆଗରୁ କିଛି ଲୋକଙ୍କର ଛାତିରେ କିଛି ଫୋଡି ହେଇଯିବା ଭଳି ଲାଗିଥାଏ ଆଉ ତାହା ଜମା ବି ଠିକ ଲକ୍ଷଣ ନୁହଁ। କାରଣ ଏହା ହେବା ଦ୍ୱାରା ଆମକୁ ହୃଦ୍ଘାତ ହେବାର ଲକ୍ଷଣ ଦେଖା ଦେଉଥାଏ।

Heart attack

ମାନସିକ ଦୁଶ୍ଚିନ୍ତାରେ ରହିବା ଦ୍ୱାରା ରକ୍ତଚାପ ବଢିଯାଏ ଆଉ ଏହାଦ୍ୱାରା ହି ହୃଦ୍ଘାତ ହେବାର ସମ୍ଭାବନା ବୃଦ୍ଧି ହେଇଯାଏ। ତେବେ ଆପଣଙ୍କୁ ଜାଣିବା ଦରକାର କି ବୈଜ୍ଞାନିକ ତଥା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ମତାନୁସାରେ ଦେଶରେ ଏହି କିଛି ବର୍ଷ ହେବ ହୃଦ୍ଘାତ ଜନିତ ମୃତ୍ୟୁ ସଂଖ୍ୟା ବହୁତ ଜଲଦି ବଢ଼ିବାରେ ଲାଗିଛି। ଏହା ୨୦୧୪ ମସିହାରେ ୧୮,୩୪୦ ଥିବା ସମୟରେ ୨୦୨୦ରେ ଏହା ୨୮୦୦୫ ଜଣଙ୍କର ମୃତ୍ୟୁ ହୃଦ୍ଘାତ ଯୋଗୁଁ ହି ହେଇ ଯାଇଥିଲା। ଏହା ସମାୟାନୁସାରେ ବଢ଼ିବାରେ ଲାଗିଛି ଆଉ ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ହି ଲାଗିଛି।

ତେବେ ଏହା ଭିତରୁ ରକ୍ଷା ପାଇବାର ସବୁଠୁ ବଡ ଉପାୟ କି ଆପଣ ନିଜର ଶାରୀରିକ ତଥା ମାନସିକ ଯନ୍ତ୍ରଣା ଦୂର କରନ୍ତୁ। ଆଉଅ ନିଜର ଯତ୍ନ ନିଅନ୍ତୁ।

Leave a Reply

Your email address will not be published. Required fields are marked *