( ଧନ ପ୍ରାପ୍ତିର ଉପାୟ ) ନିଶ୍ଚୟ କରନ୍ତୁ ଏହି ୪ଟି କାମ | ଧନର ବର୍ଷା ହେବ |

money

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁ ସମୟ ରେ ଛୋଟ ବଡ ବସ୍ତୁ ମାନଙ୍କର ଆମ ଜିବନ ରେ ବହୁତ ମହତ୍ୱ ରହିଛି । ଏହା ଆମ ଜିବନ ରେ ଛୋଟ ହୋଇପାରେ ହେଲେ ଏହା ଜିବନ ରେ ଧନ ବୃଦ୍ଧି କରିବାରେ ସହାଯ୍ୟ କରେ । ଘରେ ଏହି ସବୁ ଛୋଟ ଛୋଟ ବସ୍ତୁ ରଖିବା ଦ୍ୱାରା ଆପଣ ମାନଙ୍କ ଘରକୁ ଧନ ଆସିବାକୁ ଲାଗେ ଆପଣ ମାନେ ବି ଯଦି ଧନବାନ ହେବାକୁ ଚାହାଁନ୍ତି ତେବେ ଘରେ ଏହି ସବୁ ବସ୍ତୁ କୁ ନିଶ୍ଚିତ ରଖନ୍ତୁ ।

ତେବେ ଆସନ୍ତୁ ଜାଣିନେବା ସେହି ଛୋଟ ବସ୍ତୁ ଗୁଡିକ କଣ ଅଟେ । ପ୍ରଥମେ ହେଲା ନେଉଳ ର ମୃତି ଏହା ଏମିତି ଏକ ଜିବ ଜାହା ଧନ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଧନ ର ଅଧିକାରୀ କୁବେର ଦେବ ବି ନେଉଳ କୁ ପାଖରେ ରଖିଥିଲେ । ଏଣୁ ନେଉଳ ର ମୃତି କୁ ପାଖରେ ରଖିଲେ ଘରେ ଧନର ବୃଦ୍ଧି ହୁଏ ।

naula

ସେହି ପରି ଦ୍ୱତୀୟ ବସ୍ତୁ ଟି ହେଲା ହନୁମାନଙ୍କର ପିନ୍ଧା ବସ୍ତ୍ର । ଯେଉଁ ମାନେ ଅଧିକ ଗରିବ ଅଟନ୍ତି ସେମାନଙ୍କ ପାଖକୁ ଧନ ଆସିବାର ମାର୍ଗ ବନ୍ଧ ହୋଇଯାଏ ସେମାନେ ଏହାକୁ ପାଖରେ ରଖିଲେ ସେମାନଙ୍କ ଘରକୁ ଧନ ର ଆଗମନ ହୋଇଥାଏ ।

ତିନିରେ ଯଦି କାହାକୁ ଧନର ଆବଶ୍ୟକତା ପଡେ ତେବେ ଅସତ୍ୱ ଗଛ , ବର ଗଛ , ସମୀ ଗଛ , ବେଲ ଗଛ ଏବଂ ଅଅଁଳା ଗଛ ମୂଳେ ଆପଣ ମାନେ ଚାରିମୂଖୀ ଦୀପ ଜାଳନ୍ତୁ ଦେଖିବେ ଆପଣ ମାନଙ୍କ ଘରେ ଧନର କେବେବି ଅଭାବ ହେବ ନାହିଁ ।

tree

ସେହି ପରି ବନ୍ଧୁଗଣ ଧନବାନ ହେବା ପାଇଁ ଆପଣ ମାନେ ଆପଣ ମାନଙ୍କ ଘରେ ଧନର ମୃତି ଅବଶ୍ୟ ରଖନ୍ତୁ । ଛୋଟ ବଡ ଜାହାବି ହେଲେ ଚଳିବ ହେଲେ ଆପଣ ମାନେ ଏହାକୁ ଘରର କୈଣସି ସ୍ଥାନରେ ବି ସ୍ଥାପନା କରିଲେ ଆପଣ ମାନେ ଦେଖିବେ କି ଆପଣ ମାନଙ୍କର ଧନ ବୃଦ୍ଧିରେ ବହୁତ ସହାୟକ ହେବ । ତେବେ ଆପଣ ମାନେ ମନେ କରି ଏହି 4 ଟି କାମ କରି ଦିଅନ୍ତୁ ଦେଖିବେ ଆପଣ ମାନଙ୍କର ସବୁ ଦୁଖଃ ଦୂର ହୋଇଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *