ସିବିଆଇକୁ ସବୁ ସତ କହିଦେଲେ ବିଦ୍ୟା ଭାରତୀ – ଏ ହେଉଛି ପ୍ରକୃତ ଦୋଷୀ

ଆଜି ଆଉ ଏକ ବଡ଼ ଖବର ଆସିଯାଇଛି। ସୌମ୍ୟଙ୍କର ମୃତ୍ୟୁ ଉପରୁ ହଟୁନି ପରଦା। ହତ୍ୟା ଆତ୍ମହତ୍ୟା ନା ଆକସ୍ମିକ ମୃତ୍ୟୁ? ଏହି ପ୍ରକାରର ଅନେକ ପ୍ରଶ୍ନ ଉଙ୍କି ମାରୁଛି ପୋଲିସର ମନରେ। ତେବେ ଏହା ବାବଦରେ ଦାୟୀ କିଏ? ଏହାର ପଛରେ କାହାର ହାତ ଅଛି।

ତେବେ ଏହି ପ୍ରକାରର ପ୍ରଶ୍ନ ମାନଙ୍କର ଉତ୍ତର ଜାଣିବା ପାଇଁ ପୋଲିସ ପୁଣି ଚାରି ଘଣ୍ଟାର ମାରାଥନ ଜେରା କରିଛି ବିଦ୍ୟା ଭାରତୀଙ୍କୁ। ପ୍ରାୟ ଚାରି ଘଣ୍ଟାର ମାରାଥନ ଜେରା ପରେ ପୋଲିସ ନିଜର ପ୍ରଶ୍ନ ମାନଙ୍କର ଉତ୍ତର ପାଇବାରେ ସକ୍ଷମ ହେଇଛି। ତେବେ ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ଖବର ନେଇକି ଆସିଛୁ। ତେବେ ଆଜିର ବଡ଼ ଖବର ଆପଣ ମାନଙ୍କର ଜାଣିବା ନିହାତି ଦରକାର। ଆଜି ଆମେ ଆପଣଙ୍କୁ ପାରଳାଖେମୁଣ୍ଡିରେ ହେଇଥିବା ମୃତ୍ୟୁ ଫରେଷ୍ଟ ଅଫିସର ସୋମ୍ୟଙ୍କର ମୃତ୍ୟୁ ଉପରେ ପୁଣି ଏକ ବଡ଼ ଅପଡେଟ ନେଇକି ଆସିଛୁ।

vidya

ଏବେ ଯାହା ଖବର ଆସୁଛି କି ସୌମ୍ୟଙ୍କ ମୃତ୍ୟୁ ଉପରେ ଅଧିକ ଜେରା କରିବା ପାଇଁ ସିବିଆଇକୁ ତଦନ୍ତ ପାଇଁ ନିର୍ଦ୍ଧେଶ ଦିଆ ଯାଇଛି।ଏହା ବବଦରେ କଣ ରହିଛି ବଡ଼ ଖବର ତାହା ବାବଦରେ ଜାଣିବା ଆଜି ଆମେ। ତେବେ ଏହା ବାବଦରେ ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଆଉ ଆପଣ ଆମ ମାନଙ୍କ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ ଏହା ବାବଦରେ ଅଧିକ ଜାଣିବା ପାଇଁ। ଚାଲନ୍ତୁ ଆରମ୍ଭ କରିବା।

ପାରଳାଖେମୁଣ୍ଡି ପୋଲିସ ବିଦ୍ୟା ଭାରତୀଙ୍କୁ ଅନେକ କିଛି ଜେରା କରିଥିଲା। ତେବେ ଏହା ବାବଦରେ ଅନେକ ପ୍ରକାରର ବଡ଼ ବଡ଼ ପ୍ରଶ୍ନ ପଚାରାଯାଇଛି ବିଦ୍ୟାଙ୍କୁ। ତେବେ ପ୍ରଶ୍ନ ମାନଙ୍କ ଭିତରେ ଅନେକ କିଛି ଅଛି। କଣ ରହିଛି ସୋମ୍ୟଙ୍କ ପିଡ଼ି ହେଇଯିବା ପଛର ରହସ୍ୟ? ଏହା ପାଇଁ ଦାୟୀ କିଏ? କଣ ସୋମ୍ୟ ଆତ୍ମହତ୍ୟା କଲେ? ଯଦି ବି ସେ ଆତ୍ମା ହତ୍ୟା କଲେ ତାହେଲେ ଏହାର କାରଣ କଣ ଥାଇପାରେ? ବିଦ୍ୟାଙ୍କର ଅନ୍ୟ ଲୋକ ମାନଙ୍କ ସହ ସମ୍ପର୍କ କଣ? ଯେତେବେଳେ ସୋମ୍ୟ ଘରେ ନଥିଲେ ସେତେବେଳେ ବିଦ୍ୟାଙ୍କୁ ପାଖରେ କିଏ କିଏ ଆସୁଥିଲେ ଆଉ ସେମାନଙ୍କର ୟାଙ୍କ ସହ ସମ୍ପର୍କ କଣ?

samya

ମୋବାଇଲରୁ ମିଳିଥିବା ଭାଇରାଲ ଅଡିଓ କଣ ସତ ଅଟେ? କଣ ସୋମ୍ୟଙ୍କର ଅନ୍ୟ ଝିଅଙ୍କ ସହ ସମ୍ପର୍କ ଥିଲା? କଣ ସୋମ୍ୟ କଣ କରୁଥିଲେ ଏହା ବାବଦରେ ବିଦ୍ୟାଙ୍କୁ କିଛି ଧାରଣା ଥିଲା? ଏହି ସମସ୍ତ ପ୍ରକାର ପ୍ରଶ୍ନ ପଚାରିଥିଲେ ମଧ୍ୟ ତାଙ୍କ ପାଖରୁ କିଛି ବି ଉତ୍ତର ଆସି ନଥିଲା। ତେବେ ଏବେ ସିବିଆଇର ଉତ୍ତର ଶୁଣିବାକୁ ମିଳୁଛି କି ତାଙ୍କ ଉପରେ ସିବିଆଇର ଜେରା ହେବାକୁ ଯାଉଛି।

କ୍ରାଇମ ବ୍ରାଞ୍ଚର ଡିଜି ସଞ୍ଜୀବ ପଣ୍ଡାଙ୍କର କଥା ଅନୁସାରେ ତାଙ୍କ କ୍ରାଇମ ବ୍ରାଞ୍ଚ ଟିମ ସେହି ସବୁ ପ୍ରକାର ଡକୁମେଣ୍ଟ ସଂଗ୍ରହ କରିସାରିଛି ଆଉ ତାଙ୍କ ପାଖରେ ଏବେ ଜେରା କରିବା ପାଇଁ ଯାଉଛି। ତେବେ ଏହା ବାବଦରେ କଣ କହିବା କଥା ତାହା ତାଙ୍କ ଉପରେ ଜେରା କରିବା ପରେ ହିଁ ଜଣା ପଡିବ।

Leave a Reply

Your email address will not be published. Required fields are marked *