ପୁଣି ମାଡି ଆସୁଛି ବଡ଼ ବର୍ଷା ହେବ ବନ୍ୟା |

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ମାଡି ଆସୁଛି ବଡ ବର୍ଷା ସତର୍କ ରହିବା ପାଇଁ ସୂଚନା ଦେଇଛନ୍ତି SRC । ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗର ଏବଂ କେନ୍ଦ୍ରିୟ ବଙ୍ଗୋପସାଗର ରେ ଘୂର୍ଣ୍ଣିଂ ବଳୟ ସୃଷ୍ଟି ହେବ । ପୁଣି ଲଘୁଚାପ ଜନିତ ବର୍ଷା ପାଇଁ ଜିଲ୍ଲାପାଳ ମାନଙ୍କୁ SRC ଚିଠି କରିବା ସହିତ କିଛି ସ୍ଥାନ ରେ ସତର୍କ ରହିବା ନେଇ ଚିଠି କରିଛନ୍ତି ।

ତେବେ 18 ବେଳକୁ ଉତ୍ତର ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗର ରେ ଘୂର୍ଣ୍ଣିଂବଳୟ କେନ୍ଦ୍ରିଭୂତ ହେବ । ଏହାର ପ୍ରଭାବରେ 19 ତାରିଖ ରୁ 21 ତାରିଖ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିନେବା କେଉଁ ଦିନରେ କେଉଁ ଆଲର୍ଟ ଜାରି ହୋଇଛି । ଆସନ୍ତା 19 ତାରିଖ ଦିନ ବାଲେଶ୍ୱର , ଭଦ୍ରକ ,ମୟୁରଭଞୀ ରେ ୟୋଲ ଆଲର୍ଟ ଜାରି ହୋଇଛି ।

rains

ସେହି ପରି 20 ତାରିଖ ଦିନରେ ବାଲେଶ୍ୱର ଭଦ୍ରକ ଜାଜପୁର , କେନ୍ଦ୍ରାପଡା , କଟକ , ଜଗତସିହଂ ପୁର , ପୁରୀ ଖୋର୍ଦ୍ଧା , ସୁନ୍ଦରଗଡ , କେଉଁଝର ,ମୟୁରଭଞୀ ଆଉ ଢେଙ୍କାନାଳ ଜିଲ୍ଲାରେ ୟୋଲ ଆର୍ଲଟ୍ ଜାରି ହୋଇଛି । ଏହା ସହିତ 21 ତାରିଖ ଦିନରେ ସୁନ୍ଦରଗଡ , ଝାଡସୁଗୁଡା ,ବରଗଡ ଏହି ଜିଲ୍ଲା ମାନଙ୍କୁ ୟୋଲ ଆର୍ଲଟ୍ ଜାରି ହୋଇଛି ।

ତେବେ IMD ଡିଜି ମୃତ୍ୟୁଞୟ ମହାପାତ୍ର ଏହି ଜିଲ୍ଲାକୁ ୟୋଲୱାର୍ଣ୍ଣିଂ ଜାରି ହୋଇଛି । ସେହି ପରି 20 ତାରିଖ ଦିନରେ ବାଲେଶ୍ୱର , ଭଦ୍ରକ , କେନ୍ଦ୍ରାପଡା , କଟକ, ଜଗତସିହଂପୁର , ପୁରୀ, ଖୋର୍ଦ୍ଧା , କେଉଁଝର ଆଜି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ରହିଛି । ଏହା ସହିତ 21 ତାରିଖ ଦିନ ଝାଡସୁଗୁଡା , ସୁନ୍ଦରଗଡ , ଓ ଦେଓଗଡ ଜିଲ୍ଲାକୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି ।

rain

ତେବେ ତେବେ IMD ଡିଜି ମୃତ୍ୟୁଞୟ ମହାପାତ୍ର କହିବା ଅନୁସାରେ ଏହି ଘୂର୍ଣ୍ଣିଂ ବଳୟ ବିଶେଷ ପରିମାଣ ରେ କ୍ଷେତିଗ୍ରସ୍ଥ କରିବାର ନାହିଁ । ଅତି ବେଶୀ ରେ ଏହା ଲଗୁଚାପ ରେ ପରିଣତ ହୋଇପାରେ । ଏହାର ପ୍ରଭାବରେ 18 ତାରିଖ ସଂନ୍ଧ୍ୟା ପରେ ବର୍ଷା ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *