ଓଡିଆ ଅଭିନେତା ଅଶ୍ୱନୀଙ୍କ ବିଷୟରେ ଆସିଲା ବଡ ଦୁଃଖ ଖବର ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଡିଆ ଆଲବମ୍ ଦୁନିଆଁ ର ଲୋକପ୍ରିୟ ଅଭିନେତା ହେଲା ଅଶ୍ୱୀନି କୁମାର ତେବେ ତାଙ୍କର ଅନେକ ଗୁଡିଏ ଆଲବମ୍ ଏବଂ ଫିଲ୍ମ ରେ ଅଭିନୟ କରିସାରିଛନ୍ତି । ଅଶ୍ୱୀନି କୁମାର ଙ୍କ ଅଭିନୟ ଦେଖିବା ପାଇଁ ସାରା ଓଡିଶା ବାସୀ ବହୁତ ମାତ୍ରା ରେ ପସନ୍ଦ କରୁଛନ୍ତି । ହେଲେ ଆଜି ସକାଳୁ ଅଶ୍ୱୀନି ଙ୍କୁ ଭୁବନେଶ୍ୱର ରେ ଏକ ଘୋରଇ ହସ୍ପିଟାଲ ରେ ଭର୍ତ୍ତି କରାଜାଇଛି ।

Aswin

ତେବେ ବନ୍ଧୁଗଣ ଆପଣ ମାନେ ଏଠାରେ ଜାଣିବା ପାଇଁ ପାଉଥିବେ କି କଣ ପାଇଁ ଅଶ୍ୱୀନି କୁମାର ଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଜାଇଛି । ଯଦି ବନ୍ଧୁଗଣ ଆପଣ ମାନେ ଜାଣିବା ପାଇଁ ଚାହୁଁଥାନ୍ତି ତେବେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ ପାଖାପାଖି 15 ବର୍ଷ ଧରି ଓଡିଆ ଇଣ୍ଡଷ୍ରୀ ରେ ଅଭିନୟ କରୁଥିବା ଅଶ୍ୱୀନି କୁମାର ତ୍ରୀପାଠୀ ବହୁତ ଫିଲ୍ମ ରେ ଡାଇରେକ୍ଟର ଏବଂ ଲେଖକ ମଧ୍ୟ ରହିଛନ୍ତି ।

ହେଲେ ଏହି ଦିନ ରେ ଅଶ୍ୱନୀ ତ୍ରୀପାଠୀ ଙ୍କ ପତ୍ନୀ ପ୍ରେରଣା ତ୍ରୀପାଠୀ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ସୂଚନା ପ୍ରଦାନ କରିଛନ୍ତି । ଯେଉଁଥିରେ ଅଶ୍ୱନୀ ତ୍ରୀପାଠୀ ମେଡିକାଲ ବେଡ୍ ରହିଥିବାର ଏକ ଫୋଟ କୁ ସେ ସେୟାର କରିଛନ୍ତି । ବର୍ତମାନ ହସ୍ପିଟାଲ ବେଡ୍ ରେ ଅଶ୍ୱନୀ ତ୍ରୀପାଠୀ ଏବଂ ତାଙ୍କର ଚିକିତ୍ସା ଜାରି ରହିଛି ତେବେ ବନ୍ଧୁଗଣ ଅଶ୍ୱନୀ ତ୍ରୀପାଠୀ ଙ୍କ ଛାତିରେ ଏକ ସର୍ଜରୀ ହୋଇଥିବାର ସୂଚନା ସୋସିଆଲ ମିଡିଆ ଜାରି ହୋଇଛି ।

Ashwini

ଏବଂ ସେ ବର୍ତମାନ ସମୟ ରେ ସୁସ୍ଥ ରହିଛନ୍ତି ବୋଲି ସୂଚନା ପ୍ରଦାନ କରିଛନ୍ତି । ତେବେ ଅଶ୍ୱନୀ ନିଜର ଏକ ଗୀତ ସୁଟିଂ ସମୟ ରେ ତାଙ୍କର ଦେହ ଖରାପ ହୋଇଥିଲା ଏବଂ ପରେ ଭୁବନେଶ୍ୱର ର ଏକ ହସ୍ପିଟାଲ ରେ ଭର୍ତ୍ତି ହେଲା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ରେ ସୁଧାର ଆସିଛି । ଏବଂ ସେ ବହୁତ ଜଲ୍ଦି ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *