ମାଡ଼ି ଆସୁଛି ଘୁର୍ଣ୍ଣି ଝଡ଼ ଏଥର ପ୍ରବଳ ବର୍ଷା ହେବ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 21 ଟି ଜିଲ୍ଲାକୁ ରାଜ୍ୟର ବର୍ଷା ପବନ ଏବଂ ବଜ୍ରପାତ ସହିତ ଘୂର୍ଣ୍ଣି ଝଡ ହେବାର ସମ୍ଭାବନା ରହିଛି । ଆଉ ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ତରଫ ରୁ ଏହି ସବୁ ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ସେହି ଜିଲ୍ଲା ଗୁଡିକ କଣ ରହିଛି କଣ ରହିଛି ପାଣି ପାଗ ବିଭାଗ ର ସଂମ୍ପର୍ଣ୍ଣ ସୂଚନା ଆସନ୍ତୁ ଜାଣିନେବା ।

rain

ଏହା ସହିତ ଆସନ୍ତା 6 ତାରିଖ ରେ ଉତ୍ତର ଏବଂ ସଲଗ୍ନ କେନ୍ଦ୍ରିୟ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହି ୟୋଲ ୱାର୍ଣ୍ଣିଂ ଜାରି ଥିବା ଜିଲ୍ଲା ଗୁଡିକ ହେଲା ପୁରୀ , ଖୋର୍ଦ୍ଧା ନୟାଗଡ ,କେଉଁଝର ,ମୟୁରଭଞୀ , ବାଲେଶ୍ୱର , ଜାଜପୁର , କେନ୍ଦ୍ରାପଡା , ଏବଂ ସୁନ୍ଦରଗଡ ଜିଲ୍ଲାର ଅଧିକାଶଂ ସ୍ଥାନରେ ବର୍ଷା ସହିତ ଘୂର୍ଣ୍ଣିଂ ଝଡ ହେବ ବୋଲି ଆକଳନ କରାଜାଇଛି । ସେହି ପରି ଆସନ୍ତା 6 ତାରିଖ ରେ ଉତ୍ତର ଏବଂ ପଶ୍ଚିମ ସଂଲଗ୍ନ କେନ୍ଦ୍ରିୟ ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଶଂ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଆସନ୍ତା କାଲିଠାରୁ ବର୍ଷା ପରିମାଣ ବୃଦ୍ଧିପାଇବ ବୋଲି ପାଣିପାଗ ବିଭାଗ ଆକଳନ ହୋଇଛି । ଏହା ସହିତ ଉତ୍ତର କେନ୍ଦ୍ରିୟ ବଙ୍ଗୋପସାଗର ରେ ସୃଷ୍ଟି ଲଘୁଚାପ ବିଷୟ ରେ ଆଜି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।

rain

ଏହା ସହିତ 6 ତାରିଖ ଏବଂ 7 ତାରିଖ ରେ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି IMD ଆକଳନ କରିଛି । ତେବେ IMD ପକ୍ଷ୍ୟ ରୁ ଆଜି ଜାରି ସ୍ୱତନ୍ତ୍ର ବୁଲେଟିନ୍ ରେ 6 ତାରିଖ ଏବଂ 7 ତାରିଖ ରେ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି କୁହାଜାଇଛି । ତେବେ ଏହି ସବୁ ଜିଲ୍ଲା ମଧ୍ୟରୁ ଆପଣ ମାନଙ୍କ ଜିଲ୍ଲା କେଉଁଠୀ ନିଶ୍ଚିତ ଜଣେଇଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *