ଆସିଲା ବଡ ଦୁଖଃର ଖବର ଗୋଆ ରୁ ଫେରିବା ସମୟ ରେ ଅକସ୍ମାତ ହୋଇଗଲା ଦୂର୍ଘଟଣା ଏହି ଅଭିନେତ୍ରୀ ଙ୍କର ହେଲା ଦେହାନ୍ତ । କିଛି ସମୟ ରେ ଖେଳିଗଲା ଶୋକର ଛାୟା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଭିନେତ୍ରୀ ଇସ୍ୱରୀ ଦେଶପାଣ୍ଡେ ଙ୍କ ଏବଂ ତାଙ୍କର ବନ୍ଧୁ ଶୁଭମ୍ ଙ୍କର ମୃତ୍ୟୁ ହୋଇଜାଇଛି । ତେବେ ମିଳିଥିବା ସୂଚନା ଅନୁସାରେ ଏହି ଅଭିନେତ୍ରୀ ନିକଟ ରେ ଗୋଆ ଏକ ଭେକେସନ ଟ୍ରିପ୍ ରେ ଜାଇଥିଲେ । ଏବଂ ସେଠାରେ ନିଜର ବନ୍ଧୁଙ୍କ ସହିତ ଭେକେସନ ଟ୍ରିପ୍ ରେ ଜାଇଥିଲେ ତେବେ ସେହିଠାରୁ ଫେରିବା ସମୟ ରେ ତାଙ୍କର ଏକ ରୋଡ ଏକ୍ସିଡେଣ୍ଟ ରେ ମୃତ୍ୟୁ ହୋଇଜାଇଛି ।

Film actor Iswari

ତେବେ ଏହି ଅଭିନେତ୍ରୀ ଜଣଙ୍କ ହିନ୍ଧୀ ଏବଂ ମରାଠୀ ଫିଲ୍ମ ମାନଙ୍କରେ କାର୍ଯ୍ୟ କରିଥିବା ବେଳେ ବିଭିନ୍ନ ମରାଠୀ ସିରିଏଲ ମାନଙ୍କରେ କାମ କରିଥିବାର ଦେଖିବା ପାଇଁ ମିଳୁଥିଲେ । ଏହା ସହିତ ସେ ଦେଖିବା ପାଇଁ ବହୁତ ସୁନ୍ଦର ମଧ୍ୟ ଅଟନ୍ତି । ଗୋଆ ଭେକେସନ୍ ରୁ ଫେରିବା ସମୟ ରେ ଗାଡି ଚାଳକ ପୋଲ ଉପରେ ନିଜର ଭାରସ୍ୟାମ ହରେଇ ବସିଥିଲେ । ଯେଉଁଥି ପାଇଁ ଗାଡିଟି ପୋଲ ତଳକୁ ଖସି ପଡିଥିଲା ।

ଏମିତି ସହିତ ଗାଡିର ଲକ୍ ସଂମ୍ପର୍ଣ୍ଣ ରହିଥିବା ବେଳେ ସେମାନେ ବାହାର କୁ ବାହାରି ପାରି ନଥିଲେ ଜାହା ଫଳ ରେ ସେମାନେ ସେହିଠାରେ ମୃତ୍ୟୁ ବରଣ କରିଥିଲେ । ଈଶ୍ୱରୀ ଦେଶପାଣ୍ଡେ ଙ୍କ ବୟସ ମାତ୍ର 25 ବର୍ଷ ହୋଇଥିବା ବେଳେ ଶୁଭମ୍ ଙ୍କ ବୟସ 28 ହୋଇଥିଲା ।

car

ସେମାନେ ଗତ ବୁଧବାର ଦିନ ପୁନେ ରୁ ଗୋଆ ଜାଇଥିଲେ । ଏବଂ ସକାଳ ପ୍ରାୟ ପାଞ୍ଚଟା ବେଳେ ସଂକିର୍ଣ୍ଣ ରାସ୍ତାରେ ନିୟନ୍ତ୍ରଣ ହରେଇବାରୁ କାରଟି ବ୍ରଚ୍ ତଳକୁ ଖସିପଡିଥିଲା । ଫଳରେ ଗାଡିଟି ଚୁନା ହୋଇଥିଲା ।

 

ଗାଡିଟି ଲକ୍ ରହିଥିବାରୁ ଦୂର୍ଘଟଣା ପରେ ବି ସେମାନେ ଉହ୍ଲେଇ ପାରି ନଥିଲେ । ଅଭିନେତ୍ରୀ ଜଣଙ୍କ ହୀନ୍ଧି ଏବଂ ମରାଠୀ ରେ ଭଲ ଅଭିନୟ କରିଥିବାର ଦେଖିବା ପାଇଁ ମିଳିଥିଲେ । ଏବଂ ଏହା ସହିତ ସେ କିଛି ଚଳଚିତ୍ର ରେ ନଜର ଆସିଥିଲେ । ସେ ଛୁଟି କାଟେଇବା ପାଇଁ ସେପ୍ଟେମ୍ବର 15 ରେ ଗୋଆ ଜାଇଥିଲେ ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *