ଗରିବ ହେବାର ମୁଖ୍ୟ କାରଣ ଏହି 3ଟି ଭୁଲ, ଭୟଙ୍କର ଦରିଦ୍ରତା ଆସିବ

Poor

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ଦରିଦ୍ର ହେବାର 3ଟି ମୁଖ୍ୟ କାରଣ ବିଷୟରେ । ତେବେ ଘରେ ହେଉଥିବା ଛଟ ଛଟ ଘଟଣାର ଅନେକ ସଙ୍କେତ ଲୁଚି ରହିଥାଏ ଏହି ସଙ୍କେତକୁ ଯଦି ବୁଝି ନିଆଯାଏ ତେବେ ଆମେ ଜାଣି ପାରିବା ଯେ ଭବିସ୍ୱତ କୁ ଆସୁଥିବା ସମୟ କେମିତି ରହିବ , ସମସ୍ୟା ରୁ ମଧ୍ୟ ବଞ୍ଚି ରହିବା ।

ତେବେ ଆଜି ଆମେ ଜାଣିବା ଗରିବ ହେବାର କଣ କଣ ଥାଏ ସବୁ ସଙ୍କେତ ଯଦି ଘରେ କିଛି ସମସ୍ୟା ଆସିବାକୁ ଥାଏ ତେବେ ତାହାର ପ୍ରଭାବ ସବୁଠାରୁ ପ୍ରଥମେ ଘରେ ଥିବା ତୁଳସୀ ଗଛ ଉପରେ ପଡିଥାଏ ଏବଂ ତୁଳସୀ ଗଛ ସୁଖିଯାଇଥାଏ ଯାହା ଦ୍ୱାରା ଘରକୁ ଦାରିଦ୍ରତା ବା ସମସ୍ୟା ଆସିବାର ସଙ୍କେତ ନେଇ ଆସିଥାଏ ।

tulasi

ଯଦି ଆପଣଙ୍କ ଘରେ ଲାଗିଥିବା ବୃକ୍ଷଲତା ପତ୍ର ସୁଖଯାଇଥାଏ ତେବେ ତାକୁ ତରନ୍ତ କାଟି ଦିଅନ୍ତୁ ଘରେ ଲାଗିଥିବା ଗୃକ୍ଷଲତା ସର୍ବଦା ହରା ଭରା ରହିବା ଦରକାର , ଘରେ ବୃକ୍ଷଲତା ପତ୍ର ନସଖିବା ଉଚିତ୍ ଏହା ଦ୍ୱାରା ବୁଧ ଗ୍ରହ ଖରାପ ହୋଇଥାନ୍ତି ଏହା ଦ୍ୱାରା ଆପଣଙ୍କ ଉପରେ କରଜ ବଢିଥାଏ , ବୃକ୍ଷଲତା ସବୁବେଳେ ପାଣି ଦିଅନ୍ତୁ ନେଚେତ ଏହା ସୁଖିଯିବ ।

ଘରେ ଝାଡୁ ଲକ୍ଷ୍ମୀଙ୍କ ପତିକ ହୋଇଥାଏ କାରଣ ଝାଡୁ ଦାରିଦ୍ରତା କୁ ଘରୁ ବାହାର କରିଥାଏ ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ଧନ ଦଉଲତ ଆସିଥାଏ , ଝାଡୁ ଉପରେ ଗୋଡ ରଖିବା କିମ୍ବା ଝାଡୁରେ ଗୋଡ ନବଜେଇବା ଉଚିତ୍ ଏହା ଦ୍ୱାରା ମା ଲକ୍ଷ୍ମୀ ଅପମାନ ହୋଇଥାନ୍ତି ଘରେ ଯଦି ଛଟପିଲା ଅଚନାକ ଝାଡୁ ଲଗାଇବା କୁ ଲାଗିଥାଏ ତେବେ ତାକୁ ଘରେ କୌଣସି ଅତିଥି ଆସିବାର ସଙ୍କେତ ମାନାଯାଇଥାଏ । ଏବଂ ସୂର୍ଯ୍ୟ ଅସ୍ତ ପରେ ଝାଡୁ ଘରେ ନଲଗାଇବା ଉଚିତ୍ କାହିକି ନା ଏହା ବ୍ୟକ୍ତିର ଦୃଭାଗ୍ୟ କୁ ଆମନ୍ତରିତ କରିଥାଏ ।

Broom

ଯେଉଁ ଘରେ କ୍ଷୀର ଉତୁରି ତଳେ ପଡିଯାଏ ସେଠାରେ ଅଚାନକ ଖର୍ଚ୍ଚ ବୃଦ୍ଧି ହୋଇଥାଏ ଏବଂ ଘରର ଲୋକ ରୋଗରେ ପଡିଥାନ୍ତି ବହୁତ ଲୋକ କହିଥାନ୍ତି କି କ୍ଷୀର ଉତୁରି ପଡିବା ଶୁଭ କିନ୍ତୁ ଯଦି ସବୁବେଳେ କ୍ଷୀର ଉତୁରି ପଡେ ତେବେ ଏହା ଅଶୁଭ ହୋଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *