ଓଡ଼ିଶାରେ ୫ ବର୍ଷ କମିବ ଲୋକଙ୍କ ଆୟୁଷ, ଗବେଷଣାରୁ ଆସିଲା ସାଙ୍ଘାତିକ ତଥ୍ୟ !!

odisha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଓଡିଶା ରେ ସାଇଲେଣ୍ଟ କିଲର ସମୟ ଆଗରୁ ଅଟକି ଯିବ ଲୋକଙ୍କ ନିଶ୍ୱାସ ଓଡିଶା ରେ ଲୋକଙ୍କ ଆୟୁଷ ପାଖାପାଖି 5 ବର୍ଷ କମିବ ଏମିତି ଏକ ଗବେଷଣା ରୁ ଖବର ଆସିଛି ଜାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଗବେଷଣା ଟି କଣ ହୋଇଛି ଏବଂ ଏହାର ପ୍ରଭାବ ଓଡିଶା ର କେଉଁ କେଉଁ ଜିଲ୍ଲା ଉପରେ ଅଧିକ ପରିମାଣ ରେ ପ୍ରଭାବ ପକେଇବ ଆସନ୍ତୁ ଜାଣିନେବା ।

ତେବେ ସମୟ ଆଗରୁ ବାନ୍ଧିନେବ ଜମ ଦୈଡି ବିପଦ ସଂମ୍ପର୍କ ରେ ଅବଗତ ରହିଲେ ବି ମୁକ୍ତିର ବାଟ ନାହିଁ ଯ। ବଞ୍ଚିବାର ମାର୍ଗ ବି ନାହିଁ । ଏମିତି ଏକ ଚାଞ୍ଚଲ୍ୟକର ଗବେଷଣା ରୁ ଖବର ଆସିଛି । ଯେଉଁ ପବନ କୁ ବିଶ୍ୱାସ କରି ଆପଣ ମାନେ ନିଶ୍ୱାସ ନେଉଛନ୍ତି ସେଥିରେ ଭରିଗଲାଣୀ ବିଷ । ଅର୍ଥାତ୍ ମାତ୍ରାଧିକ ଭାବେ ବାୟୁ ପ୍ରଦ୍ୟୁଷଣ ପାଇଁ ରାଜ୍ୟ ରେ ଲୋକଙ୍କ ଆୟୁଷ 5 ବର୍ଷ କମିଯିବ ।

bau

ଏୟାର ଲାଇଫ୍ ଇଣ୍ଡେକ୍ସ କୁ ନେଇ ଆମେରିକାର ସିକାଗୋ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଜାଇଥିବା ଗବେଷଣା ରୁ ଜଣା ପଡିଛି । ଓଡିଶାରେ ବାୟୁ ପ୍ରଦ୍ୟୁଷଣ ଏବେ ସର୍ବାଧିକ ସ୍ଥର ରେ ପହଁଚିଥିବାର ଜଣା ପଡିଛି । ଏହାର ସିଧାସଳଖ ପ୍ରଭବ ଶରୀର ଉପରେ ପଡୁଛି । ସବୁଠୁ ଆଶ୍ଚର୍ଯ୍ୟ କର କଥା ହେଲା ଉତ୍କଠ ବାୟୁ ପ୍ରଦ୍ୟଷଣ ରେ ଦିଲ୍ଲୀ ଏକ ନମ୍ବର ରେ ରହି ଥିବା ବେଳେ ଓଡିଶା ତାର ପାଖା ପାଖି ପହଁଚି ଜାଇଛି ।

ମୂଖ୍ୟତଃ ବାୟୁରେ ପାର୍ଟିକ୍ୟୁଲେଟ ମେଟର ର ଅଧିକ ପରିମାଣ ରେ ଉପସ୍ଥିତ ଲୋକ ମାନଙ୍କ ମରଣ ଯନ୍ତା ର ସହିତ କାର୍ଯ୍ୟ କରିବ । ଏବଂ ଏମିତି କହିବାକୁ ଗଲେ ଏହା ସିଧା ସଳଖ ଫୁସଫୁସ କୁ ପ୍ରଭାବିତ କରେ ଏହାର ଅଧିକ ପରିମାଣ ରେ ପ୍ରଥମେ ଦିଲ୍ଲୀ ରହିଥିବା ବେଳେ ଓଡିଶା ମଧ୍ୟ ଏହାର ପାଖାପାଖି ପହଁଚି ଗଲାଣୀ । ଏହିଥି ପାଇଁ ଅନେକ ଲୋକ ମାନେ ମୃତ୍ୟୁ ମୂଖ ରେ ପଡୁଛନ୍ତି ।

dili

ଭାରତ ର ରାଜଧାନୀ ଦିଲ୍ଲୀ ହେଲେ ସବୁଠୁ ଅଧିକ ପ୍ରଦ୍ୟୁଷିତ ସହର ମଧ୍ୟରୁ ଅନ୍ୟତମ । ଏୟାର ଲାଇଫ୍ ଇଣ୍ଡେକ୍ସ କୁ ନେଇ ଆମେରିକାର ସିକାଗୋ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଜାଇଥିବା ଗବେଷଣା ରୁ ଜଣା ପଡିଛି । ଓଡ଼ିଶାରେ ବାୟୁ ପ୍ରଦୂଷଣମାତ୍ରାକୁ ନେଇ ଯେଉଁ ବିକଳ ଚିତ୍ର ଆସିଛି ସେଥୁରେ ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା | କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ ଏବଂ କଟକ ଆଦି ଜିଲ୍ଲା ରହିଛି।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *