ଦାନା ବାନ୍ଧୁଛି ଲଘୁଚାପ, ଭୟଙ୍କର ବର୍ଷା ହେବ । ଏହି ଜିଲ୍ଲାକୁ ରହିଛି ସବୁଠୁ ଆଧିକ ବିପଦ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଡିଆସୁଛି ଆଉ ଏକ ବ଼ଡ ଲଘୁଚାପ ଏହି ନେଇ ପାଣିପାଗ ବିଭାଗ ପକ୍ଷରୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ଏହି ମଧ୍ୟରେ ଏବେ ଏକ ଲଘୁଚାପ ପ୍ରଭାବ କମିଜାଇଛି । ଆଊଉ ବଡ ବର୍ଷା ର ସମ୍ଭାବନା ନାହିଁ ତେବେ ବୁଧବାର ତଥା ଆଜି ଠାରୁ ପ୍ରକୋପ ମଧ୍ୟ ଆହୁରୀ କମିଯିବ । ତେବେ ଲଗାଣ ବର୍ଷା ବା ପ୍ରବଳ ବର୍ଷା ହେବ ନାହିଁ ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପ ମାତ୍ରା ରେ ବର୍ଷା ହେବାର ସମ୍ଭାବନା ରହିଛି ।

rains

ଆଉ ଦୁଇ ତିନି ଦିନ ଏମିତି ପାଗ ରହିବ ହେଲେ ଆସନ୍ତା 3 ତାରିଖ ରୁ ବର୍ଷା ପୁଣି ସାମାନ୍ୟ ବଢିବ । 3 ରୁ 4 ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ କେଉଁଝର, ଗଜପତି , ମୟୁରଭଞୀ , ଏବଂ କୋରାପୁଟ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି କରିଛି ପାଣି ପାଗ ଭିଭାଗ ।

ଏହି ସମୟ ରେ ଆକାଶ ମେଘୁଆ ରହିବା ସହିତ କିଛି କିଛି ସ୍ଥାନରେ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି । ତେବେ ଏହି ସମୟ ରେ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ 33 ଡୀଗ୍ରୀ ସେଣ୍ଟିଗ୍ରେଟ ବା 25 ଡୀଗ୍ରି ସେଣ୍ଟିଗ୍ରେଟ ରହିବ ବୋଲି ଆକଳନୁ କରାଜାଇଛି । ଏହା ସହିତ 24 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଏବଂ 6 ଜିଲ୍ଲାରେ ସ୍ୱଭାବିକ ରାଜ୍ୟରେ ମାତ୍ର 6 ଜିଲ୍ଲାରେ ହୋଇଛି ସ୍ୱଭାବିକ ବର୍ଷା ଅନ୍ୟ 24 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି ।

rains

ତେବେ ମାଲକାନାଗିରି, କୋରାପୁଟ , ନୂଆପଡା , କଟକ ଖୋର୍ଦ୍ଧା ଓ ଜଗତସିହଂ ପୁର ରେ ସ୍ୱଭାବିକ ବର୍ଷା ହୋଇଛି । ଅପର ପକ୍ଷ୍ୟରେ ରାଜ୍ୟରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଏହି ମଧ୍ୟରୁ ଆପଣ ମାନଙ୍କ କେଉଁ ଜିଲ୍ଲା ନିଶ୍ଚିତ ଜଣେଇଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *