ସରକାରଙ୍କ ବଡ ଯୋଜନା – ଏହି କାମ କଲେ ଏବେ ସମସ୍ତଙ୍କୁ ମିଳିବ ଟଙ୍କା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏହି କିଛି ଦିନ ତଳେ ଆମର ପ୍ରଧାନ ମନ୍ତ୍ରୀ e-Shram Card ଯୋଜନା ଆରମ୍ଭ କରିଛନ୍ତି । ତେବେ ଏହି e-Shram Card କେନ୍ଦ୍ର ସରକାର ଙ୍କ ତରଫ ରୁ ଥିବା ବେଳେ ଲେବର କାର୍ଡ ଓଡିଶା ସରକାର ଙ୍କ ତରଫରୁ ତେବେ ଦୁଇଟି ଜାକ ଅଲଗା ଅଲଗା , ଏଣିତି ରେ ଆମେ ଆଜି ଆପଣ ମାନଙ୍କୁ ଜଣେଇବାକୁ ଚାହିଁବୁ କି ଏହି ଶ୍ରମ କାର୍ଡ କେଉଁ ମାନେ ବନେଇ ପାରିବେ ଏମିତି କି ଏହା ବନେଇଲେ କଣ କଣ ଲାଭ ମିଳୁଛି । ଛାତ୍ରଛାତ୍ରୀ ଏହାକୁ ବନେଇ ପାରିବେ କି ଏମିତି କି ଏହାକୁ ଆପ୍ଲାୟ କରିବା ପରେ ଆମକୁ କୈଣସି ଫିଜିକାଲ କାର୍ଡ ବା ପ୍ଲାଷ୍ଟିକ୍ କାର୍ଡ ମିଳିବ କି ଆସନ୍ତୁ ଏହି ସବୁ ବିଷୟ ରେ ସଂମ୍ପର୍ଣ୍ଣ ତଥ୍ୟ ଜାଣିନେବା ।
ଇ-ଶ୍ରମ ଦ୍ୱାରା କଣ ସୁବିଧା ପାଇବେ ?

shram card

ଇ-ଶ୍ରମରେ ରେଜିଷ୍ଟ୍ରେସନ କରିବା ଦ୍ଵାରା ଶ୍ରମିକମାନେ ୧ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମାର ଲାଭ ପାଇପାରିବେ । ( ସମ୍ପୂର୍ଣ୍ଣ ବିକଳାଙ୍ଗ ଓ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୨ ଲକ୍ଷ ଏବଂ ଆଂଶିକ ବିକଳାଙ୍ଗ କ୍ଷେତ୍ରରେ ୧ ଲକ୍ଷ ଟଙ୍କାର ସୁବିଧା ପାଇପାରିବେ ।)ଏହା ଦ୍ୱାରା ସରକାର ଦାଦନ ଶ୍ରମିକମାନଙ୍କୁ ଯୋଗାଯୋଗରେ ରହି ପାରିବେ ଓ ସେମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରି ପାରିବେ । ସମସ୍ତ ପ୍ରକାର ଜରୁରୀକାଳୀନ ପରିସ୍ଥିତି ଏବଂ ଜାତୀୟ ମହାମାରୀ ଭଳି ପରିସ୍ଥିତି ସମୟରେ ସୁବିଧା ପାଇପାରିବେ ।

କେଉଁ ମାନେ ଏଥିରେ ଆବେଦନ କରିବେ ?
ଯେଉଁମାନେ ଅସଂଗଠିତ ଶ୍ରମିକ ଅର୍ଥାତ୍ ଯେଉଁମାନେ କୌଣସି ସଂସ୍ଥା ସହିତ ଜଡ଼ିତ ନୁହଁନ୍ତି ସେହିମାନେ ଆବେଦନ କରିପାରିବେ। ସେମାନଙ୍କର ବସୟ ୧୮ ରୁ ୫୯ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

Card

ତେବେ ଏଠାରେ କଥା ଉଠୁଛି ଏଥିରେ ଆପ୍ଲାୟ କରିଲେ କେତେ ଟଙ୍କା ମିଳିବ କେବଳ ଜାଣି ରଖନ୍ତୁ ଏହି ଦିନ ରେ ଏହି ଯୋଜନା ଆରମ୍ଭ ହୋଇଛି ତେବେ ସରକାର ଯେତେବେଳେ ଏଥି ସହିତ ଯୋଡିତ ସବୁ ଡାଟା ପାଇ ସାରିବେ ଏବଂ ଯେତେ ବେଳେ କୌଣସି ସହାୟତା ଘୋଷଣା କରିବେ ସେତେ ବେଳେ ଆପଣ ମାନେ ଏହାର ବେନିଫିଟ୍ ପାଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *