ଆଜିଠୁ ବଢିବ ବର୍ଷା ଲଘୁଚାପ ପ୍ରଭାବ | ଏହି ଜିଲ୍ଲା ବର୍ଷା ରେ ଭାଷିବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ବର୍ଷା ହେବ ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗର ରେ ଓ ଉତ୍ତର ପୂର୍ବ ବଙ୍ଗୋପସାଗର ରେ ଏକ ଘୂର୍ଣ୍ଣିଂ ବଳୟ ରହିଛି । ଏହାର ପ୍ରଭାବ ରେ ଅଧିକାଶଂ ସ୍ଥାନ ରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆଜି 19 ତାରିଖ ରୁ 21 ତାରିଖ ପର୍ଯ୍ୟନ୍ତ ପୁଣି ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷ୍ୟ ରୁ ସୂଚନା ରହିଛି ।

rains

ପାଣିପାଗ ବିଭାଗର ସଂମ୍ପର୍ଣ୍ଣ ରିପୋର୍ଟ 18 ତାରିଖ ଅର୍ଥାତ ଆଜି ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଏକ ଘୂର୍ଣ୍ଣିଂ ବଳୟ ଲଘୁଚାପ ରେ ପରିଣତ ହେବାକୁ ଯାଉଛି । ଏହାର ପ୍ରଭାବ ରେ 18 ତାରିଖ ଅର୍ଥାକ୍ ଆଜି ଠାରୁ ବର୍ଷାର ପରିମାଣ ବଢିବା ସହିତ 3 ଦିନ ଅଧା ଓଡିଶା ଭିଜାଇଭ ବୋଲି ପୂର୍ବାନୁମାନ କରାଜାଇଛି । ତେବେ ପାଣିପାଗ ପକ୍ଷ୍ୟ ରୁ ସୂଚନା ଦିଆଜାଉଛି ଯେ ଚଳିତ ମାସ 18 ତାରିଖ ରେ ମୟୁରଭଞୀ, କଟକ , ଭଦ୍ରକ ଓ ବାଲେଶ୍ୱର ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହି ପରି 19 ତାରିଖ ପାଇଁ 12 ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ , କେଉଁଝର , ମୟୁରଭଞୀ ,ଭଦ୍ରକ , ବାଲେଶ୍ୱର , ଢେଙ୍କାନାଳ , ଯାଜପୁର ,କେନ୍ଦ୍ରାପଡା ,ଜଗତସିହଂପୁର , କଟକ , ପୁରୀ , ଖୋର୍ଦ୍ଦା ସେହି ପରି 20 ତାରିଖ ରେ 5 ଟି ଜିଲ୍ଲା କୁ ଅଧିକ ବର୍ଷା ହେବ । ସୁନ୍ଦରଗଡ ଏବଂ ଝାଡସୁଗୁଡା କୁ ଅଧିକ ପରିମାଣ ରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର ପକ୍ଷ୍ୟ ରୁ ରିପୋର୍ଟ ଜାରି କରାଜାଇଛି ।

raining

ଏହି ନେଇ IMD DG କହିଛନ୍ତି କି 20 ତାରିଖ ଏବଂ 21 ତାରିଖ ରେ ରାଜ୍ୟର କେତେକ ସ୍ଥାନ ରେ ପ୍ରବଳ ରୁ ଅଥି ପ୍ରବଳ ବର୍ଷା ହେବାର ସମ୍ଭୀବନା ରହିଛି । ତେବେ ଏମିତି ରେ ଆପଣ ମାନଙ୍କର ଏହି ଜିଲ୍ଲା ମାନଙ୍କ ମଧ୍ୟ ରୁ କେଉଁ ଜିଲ୍ଲା ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *