ଆଜିଠୁ ଏହି ଜିଲ୍ଲାକୁ ବଡ଼ ବର୍ଷା ହେବ 3 ଦିନ ଲାଗିରହିବ |

ଆପଣ ସମସ୍ତଙ୍କୁ ଆମ ପୋର୍ଟଲ କୁ ସ୍ୱାଗତ କରୁଛୁ । ଆସୁଛି ପ୍ରବଳ ବର୍ଷା ରାଜ୍ୟର ବିଭିନ୍ନ ଜିଲ୍ଲା ରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ସାଙ୍ଗକୁ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ୍ୟ ରୁ ସୂଚନା ଦିଆଜାଇଛି । ତେବେ ସେହି ଜିଲ୍ଲା ଗୁଡିକ କଣ ରହିଛି କଣ ରହିଛି ପାଣିପାଗ ବିଭାଗ ର ସଂମ୍ପର୍ଣ୍ଣ ଆପଡେଟ ଆସନ୍ତୁ ଜାଣିନେବା । ତେବେ କେନ୍ଦ୍ରିୟ ବଙ୍ଗୋପସାଗର ରେ ଲଘୁଚାପ ସାଙ୍ଗକୁ ଘୂର୍ଣ୍ଣିଂ ବଳୟ ସୃଷ୍ଟି ହୋଇଛି ।

heavy rain

ତେବେ ଏଙି ଘୂର୍ଣ୍ଣିଂ ବଳୟ ଧିରେ ଧିରେ ଶକ୍ରିୟ ହେଉଛି ଏହି ନେଇ ଭୁବନେଶ୍ୱର ପକ୍ଷ ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର ପକ୍ଷ୍ୟ ରୁ ସୂଚନା ପ୍ରଦାନ କରାଜାଇଛି । ଆଉ ଏହାର ପ୍ରଭାବ ରେ ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନ ରେ ପ୍ରବଳ ବର୍ଷା ଜାରି ରହିବ । ଏହା ସହିତ ଉପକୂଳ ଏବଂ ଦକ୍ଷିଣ ଓଡିଶା ରେ ଏହାର ପ୍ରଭାବ ମଧ୍ୟ ଅଧିକ ରହିବ । ତେବେ 26 ରୁ 28 ତାରିଖ ଯାଏ ଅଧିକାଶଂ ସ୍ଥାନ ରେ ବର୍ଷା ହେବାର ସମ୍ଭାବନା ରହିଛ । ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ ।

ତେବେ 28 ତାରିଖ ରେ ଆଭ୍ୟନ୍ତରଣିୟ ଓଡିଶା ରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ସେହି ସମୟ ରେ ଉପକୂଳ ଓଡିଶା ରେ ବର୍ଷା ର ପରିମାଣ ଧିରେ ଧିରେ କମିବାରେ ଲାଗିଛି । ତେବେ ଆଜି ପାଇଁ ସତର୍କ ସୂଚନା ଜାରି ହୋଇଥିବା ଜିଲ୍ଲା ଗୁଡିକ ହେଉଛି । ମୟୁରଭଞୀ , କେଉଁଝର , ଗଞାମ୍ , ଗଜପତି , କନ୍ଧମାଳ , ରାୟଗଡା ,କୋରାପୁଟ, ମାଲକାନା ଗିରି , ପୁରୀ , ଖୋର୍ଦ୍ଧା , ନୟାଗଡ , କଟକ ଏବଂ ସୁନ୍ଦରଗଡ ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି ।

rain

ସେହି ପରି ଆସନ୍ତା କାସି ଅର୍ଥାତ 26 ତାରିଖ ରେ ରାଜ୍ୟର ବାଲେଶ୍ୱର , ଭଦ୍ରକ , ଜାଜପୁର , କେନ୍ଦ୍ରାପଡା , କଟକ , ଜଗତସିହଂପୁର , ପୁରୀ , ଖୋର୍ଦ୍ଧା, ନୟାଗଡ , ଗଞାମ୍ , ଗଜପତି , ମୁୟୁରଭଞୀ , କେଉଁଢର , ମାଲକାନାଗିରି , କୋରାପୁଟ , ଓ ରାୟଗଡା ଜିଲ୍ଲା ରେ ବର୍ଷାର ପରିମାଣ ରେ ବୃଦ୍ଧି ପାଇଛି । ତେବେ 28 ତାରିଖ ରେ ରାଜ୍ୟର ବିଭିନ୍ନ ଜିଲ୍ଲା ରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷ୍ୟ ରୁ କୁହାଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *