ଆଜିର ବଡ ଖବର – ବହୁତ ବଡ ନିଶ୍ପତି ନେଇଗଲେ ସରକାର

news

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ,

ତେବେ ପ୍ରଥମ ବଡ ଖବର ଟି ହେଲା ଆଜି 104 ଟି ଜିଲ୍ଲା ସାବଧାନ ୟୋଲ ୱାର୍ଣ୍ଣିଂ ଜାରି ହେଲା ପ୍ରବଳ ବର୍ଷା ସହିତ ବଜ୍ରପାତ ର ବି ସମ୍ଭାବନା । ବର୍ତମାନ ସମୟ ରେ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣ ରୁ ରାଜ୍ୟ ଲଗାଣ ବର୍ଷା ଲାଗି ରହିଛି । କିଛି ମାତ୍ର ପ୍ରଭାବ ବର୍ତମାନ ସମୟ ରେ ସକ୍ରିୟ ରହିଛି । ଆସନ୍ତା 48 ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଛତିସଗଡ ଏବଂ ମଧ୍ୟପ୍ରଦେଶ ମୁହାଁ ହେବ । ଏବଂ ପରବର୍ତି 6 ଘଣ୍ଟା ରେ ଏହା ଦୂର୍ବଳ ହୋଇ ଅବପାତ ରେ ପରିଣତ ହେବ।

rain

ସେହି ପରି ପରବର୍ତି ଖବରଟି ହେଲା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଆପଣ ମାନଙ୍କୁ ମିଳିପାରେ ଏହି ସବୁ ସୁବିଧା ଶୀଘ୍ର ଉଠାନ୍ତୁ ଲାଭ । ଉଦ୍ୟୋଗ ସଂଙ୍ଗଠନ IIC ସରକାର ଙ୍କ ନିକଟ ରେ ନିବେଦନ କରିଛନ୍ତି ଯେ ପୁନର୍ବାର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କୁ ଲଞ୍ଚ କରିବା ପାଇଁ । ଏବଂ ଏହିଥିରେ ଲାଇଫ୍ ଇନ୍ସୁରାନ୍ସ କୁ ଅନିର୍ବାଜ୍ୟ କରାଯାଉ ।

ସେହି ପରି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ PMAY ରେ ଲୋନ୍ ନେଇ ଥିବା ଲାଭାର୍ଥି ମାନଙ୍କ ପାଇଁ ଅନିର୍ବାଜ୍ୟ ପାଇଁ ଇନ୍ସୁରାନ୍ସ ସୁବିଧା ଦେବା ପାଇଁ ଦାବୀ ରଖାଜାଇଛି । ସରକାର ଙ୍କ ପ୍ରଧୀନ ମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ରେ ଭାରତ ର ସମସ୍ତ ଉପଭୋକ୍ତା ଏହାର କେମିତି ଲାଭ ଉଠେଇ ସେଥି ପ୍ରତି ଧ୍ୟନ ମଧ୍ୟ ଦିଆଜାଉଛି ବୋଲି ସେ କହିଛନ୍ତି ।

hoe

ଏହାର ଅନୁସାରେ ଆଧାର କର୍ତ୍ତା ଙ୍କର ମୃତ୍ୟୁ ହୋଇଗଲେ କିମ୍ବା ସେ ବିକଳାଙ୍ଗ ହୋଇଜାଆନ୍ତି ତେବେ ତାଙ୍କର ସ୍ୱପ୍ନ କୁ ପୂରଣ କରିବା ପାଇଁ ଏହି ଇନ୍ସୁରାନ୍ସ ସୁବିଧା ପ୍ରଦାନ କରାଜାଉଛି । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା PMAY କେନ୍ଦ୍ରସରକାର ଙ୍କର ପ୍ରମୁଖ ଯୋଜନା ମାନଙ୍କ ମଧ୍ୟରୁ ଗୋଟିଏ ଏହି ଯୋଜନା ରେ କେନ୍ଦ୍ରସରକାର 2022 ସୁଧା ସମସ୍ତ ହୀତାଧିକାରୀ ମାନଙ୍କୁ ଘର ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *