ହେ ଭଗବାନ – ଆଉ ଏ ଦୁନିଆରେ ନାହାଁନ୍ତି ଏହି ଅଭିନେତ୍ରୀ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜନ୍ମ ହୋଇଛି ମାନେ ମୃତ୍ୟୁ ସୁନିଶ୍ଚିତ ଜନ୍ମ ହେଉଛି ଭଗବାନ ଙ୍କ ଦାନ ଏବଂ ମୃତ୍ୟୁ ପରେ ଭଗବାନଙ୍କର ହିଁ ଅଧିକାର ଥାଏ ଆମ ଉପରେ ହେଲେ ବର୍ତମାନ ଏମିତି ସମୟ ଆସୁଛି ମଣିଷ ଲଢିବା ଅପେକ୍ଷା ହାରିବାକୁ ପସନ୍ଦ କରୁଛନ୍ତି । ଏବଂ ଶେଷ ରେ ଆତ୍ମହତ୍ୟା କୁ ସବୁ କିଛି ସମାଧାନ ର ବାଟ ରୂପେ ବାଛି ନେଉଛନ୍ତି ।

ଜୀବନ ରେ ସବୁ କିଛି ରେ ହାରି ଜାଇ ଆତ୍ମହତ୍ୟା କରିବା ସବୁର ସମାଧାନ ନୁହେଁ , ହେଲେ ପ୍ରତିଦିନ ଆପଣ ମାନେ ସୋସିଆଲ ମିଡିଆ ହେଉ କିମ୍ବା ନ୍ୟୁଜ୍ ପେପର ରେ ଦେଖିବେ ଏହି ପରି ଭାବେ ଆତ୍ମହତ୍ୟା କରୁଥିବା ଲୋକ ମାନେ ବହୁତ ମିଳିବେ । ଆପଣ ମାନେ ବି ମଧ୍ୟ ଗୋଟିଏ ବର୍ଷ ତଳେ ଆପଣ ମାନଙ୍କ ବଲିଉଡ ର ପ୍ରିୟ ଅଭିନେତା ସୁଶାନ୍ତ ସିହଂ ରାଜପୁତ୍ ଙ୍କୁ ଆତ୍ମହତ୍ୟା କରିଥିବାର ସୁଣିଥିବେ ।

priya a

ହେଲେ ବର୍ତମାନ ସମୟ ରେ ପୁଣି ଏକ ଦୁଖଃଦ ଖବର ବଲିଉଡ ରେ ଦେଖିବାକୁ ମିଳିଛି । ବଲିଉଡ ର ଆପଣ ମାନଙ୍କ ପ୍ରିୟ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି । ନିଜର 14 ମହଲା ଉପର ଫ୍ଲାଟ୍ ରୁ ଡେଇଁ ସେ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁସାରେ ମୁମ୍ବାଇ ରେ ମୋଡେଲ ଭାବେ କାମ କରୁଥିଲେ ପ୍ରିୟା ଏବଂ ବହୁତ ଚଳଚିତ୍ର ରେ ମଧ୍ୟ କାମ କରିଛନ୍ତି ସୂଚନା ମୁତାବକ ଗତ ରବିବାର ଦିନ ସେ ନିଜର ଭଉଣୀ ଘରକୁ ଆସିଥିଲେ ।

ଏବଂ ସେଠାରେ ଅଧ ରାତ୍ରୀ ଯାଏ ସେ ପାର୍ଟି ରେ ନାଚ ଗୀତ କରିଥିଲେ । ଏବଂ ଅଧିକ ବୀଳମ୍ବିତ ରାତ୍ରୀ ଯାଏ ପାର୍ଟି କରୁଥିବାରୁ ତାଙ୍କର ମାଆ ଆସି ତାଙ୍କୁ ଗାଳି ମଧ୍ୟ କରିଥିଲେ । ହେଲେ ମାତ୍ର ଏତିକି ଟିକିଏ କଥା ରେ ସେ କାହାରି କଥା ନସୁଣି ଆତ୍ମହତ୍ୟା କରିଥିବାର ସୂଚନା ରହିଛି । ତେବେ ପୋଲିସ୍ ର ତଦନ୍ତ ବର୍ତମାନ ସମୟ ରେ ଏହି ଖବର ମିଳିପାରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *