( ଚିନି ) ଆପଣଙ୍କୁ କରିବ ଧନୀ | କରନ୍ତୁ ଏହି ଚମତ୍କାର ଉପାୟ |

Sugar

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଏକ ଗୁରୁତ୍ୱ ପୂର୍ଣ୍ଣ ବିଷୟ ବସ୍ତୁ ଉପରେ କଥା ହେବା ବହୁତ ପ୍ରୋୟଗ ହେଉ ଥିବା ସାଧାରଣ ଚିନି କେମିତି ଆପଣ ମାନଙ୍କ ଜିବନ କୁ ଅସାଧାରଣ କରି ଦେବ ଏହା କେବଳ ଖାଦ୍ୟ କୁ ସ୍ୱାଦିଷ୍ଟ କେର ନାହିଁ ବରଂ ଏହା ମଣିଷ ର ଭାଗ୍ୟକୁ ମଧ୍ୟ ପରିବର୍ତନ କରେ ଏହି ଚିନି ଆମର ଆୟୁସ ବି ବଢେଇ ଥାଏ ସେମିତି ରେ ଏହି ଚିନି ର ଉପଯୋଗ ଆପଣ ମାନେ ଠିକ୍ ଭାବେ କରିଲେ ଆପଣ ମାନଙ୍କ ପାଇଁ ବହୁତ ଭଲ ହୋଇଥାଏ ।

ସେମିତି ରେ ଚିନି ର ଉପଯୋଗ କରିବା ବହୁତ କମ୍ ଲୋକ ମାନେ ଜାଣିଛନ୍ତି ସେମିତି ରେ ଆମେ ଆପଣ ମାନଙ୍କୁ ଆଜି ଏହି ଚିନି ର ସଠିକ୍ ଉପଯୋଗ ବିଷୟ ରେ କହିବା ପାଇଁ ଚାହିଁବୁ ତେବେ ଆସନ୍ତୁ ଜାଣି ନେବା । ପ୍ରଥମେ ଆମେ କହିବୁ ଚିନି ସଂମ୍ପର୍କିତ ଧନ ସମନ୍ଧିୟ ବିଷୟ ରେ ଏହା ପାଇଁ କିଛି ଚିନି ନିଅନ୍ତୁ ଏବଂ ଗୋଟିଏ ଲାଲ୍ କପଡା ରେ ଏହି ଚିନି କୁ ବାନ୍ଧି ଦିଅନ୍ତୁ ।

chine

ଏହା ପରେ ଆପଣ ମାନେ ସେହି ଲାଲ୍ କପଡା କୁ ଘର ର ମୂଖ୍ୟ କବାଟ ରେ ବାନ୍ଧି ନିଅନ୍ତୁ, ଏହା କରିବା ଦ୍ୱାରା ଘରେ ନାକାରାତ୍ମ ଏବଂ ଖରାପ ଶକ୍ତି ପ୍ରବେଶ କରି ପାରିବେ ନାହିଁ । ଏବଂ ଘର ଉପରେ କାହାର ନଜର ବି ଲାଗି ନ ଥାଏ, ସେହି ପରି ଏହି ଲାଲ୍ କପଡା କୁ ଆପଣ ମାନେ ଯଦି ଧନ ରଖିବା ସ୍ଥାନ ଯେମିତି ଟ୍ରେଜେରୀ ବା ବାକ୍ସ ଉପରେ ଟାଙ୍ଗି ଦିଅନ୍ତି ।

ତେବେ ତାହା ଦ୍ୱାରା ମଧ୍ୟ ଆପଣ ମାନଙ୍କ ଧନ ର ଦୁଇ ଗୁଣା ଉନ୍ନତି ହୋଇଥାଏ । ସେହି ପରି ଆପଣ ମାନେ ଗୋଟିଏ କାଚ ଜାର୍ ରେ କିଛି ଚିନି କୁ ନେଇ ନିଜର ବାଥରୁମ୍ ରେ ରଖି ଦେଇଥାନ୍ତି ତେବେ ଘର ର ବାସ୍ତୁ ଦୋଷ ସଂମ୍ପର୍ଣ୍ଣ ଭାବେ ଦୂର ହୋଇ ଜାଇ ଥାଏ । ଏହା ସହିତ ଘରେ ସୁଖ ଶାନ୍ତି ବଢିଥାଏ ।

chini

ହେଲେ ଆପଣ ମାନେ ବ୍ୟବହାର କରୁ ଥିବା ଚିନି କୁ କୈଣସି ଷ୍ଟିଲ୍ ବା ଲୁହା ଜିନିଷ ରେ ରଖୁଛନ୍ତି ତେବେ ଏହା ବହୁତ ଖରାପ୍ ହୋଇଥାଏ କାରଣ ଚିନି ଚନ୍ଦ୍ରମା ହେବା ହେତୁ ଚନ୍ଦ୍ର ଏହା ଆପଣ ମାନଙ୍କ ଉପରେ ବିଶେଷ ପ୍ରଭାବ ପକେଇ ଥାଏ ସେମିତି ରେ ଆର୍ଥିକ ସମସ୍ୟା ପାଇଁ ଆପଣ ମାନେ ଧଳା ଡବା ରେ ମେଥି ପରିମାଣ ରେ ଚିନି କୁ ନିଜର ଆଲମାରୀରେ ରଖନ୍ତୁ ଦେଖିବେ କିଛି ଦିନ ରେ ଧନ ବୃଦ୍ଦି ହେବ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *