ସୁଦଶା ବ୍ରତ 5ଟି ରାଶିରେ ବିରାଟ ପରିବର୍ତ୍ତନ ଖୋଲିବ ଭାଗ୍ୟର ଚାବି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗତ କାଲି ମାନେ 16 ସେପ୍ଟେମ୍ବର କୁ ସୁଦଶା ବ୍ରତ ରହିଛି ଏହି ବ୍ରତ୍ତ ରେ ମାଆ ଲକ୍ଷ୍ମୀ ଙ୍କ ପୂଜା ଆରଧନା କରା ଜାଇଥାଏ ପ୍ରତି ବର୍ଷ ଶୁକ୍ଲ ପକ୍ଷ୍ୟ ଦଶମୀ ତିଥି ଓ ଗୁରୁବାର ପଡିଲେ ତାହାକୁ ସୁଦଶା ବ୍ରତ ବୋଲି କୁହାଯାଏ। ଏହି ସୁଦଶା ବ୍ରତ ରେ ଗ୍ରହ ରେ ବନୁଛି ମହାସଂଯୋଗ ଏହି ଠାରେ ମାଆ ଲକ୍ଷ୍ମୀ ଙ୍କର କୃପା ଦୃଷ୍ଟି ପଡୁଛି ।

ସେମିତି ରେ ଏହି ସଂସାର ରେ ସବୁ ଚାହାଁନ୍ତି କି ସେମାନେ ଖୁସୀ ରେ ରୁହନ୍ତି ବୋଲି ସେହିଥି ପାଇଁ ସେମାନେ ଭଗବାନ ଙ୍କ ପୂଜା ଆରଧନା କରିଥାନ୍ତି , ଜାହା ଦ୍ୱାରା ସେମାନଙ୍କ କଷ୍ଟ ଦୂର ହୁଏ । ସେମିତି ରେ ଏହି ସୁଦଶା ବ୍ରତ ରେ ମାଆ ଲକ୍ଷ୍ମୀ ପ୍ରଶନ୍ନ ହୋଇଛନ୍ତି ଜାହା କାରଣ ରୁ ମାଆ ଲକ୍ଷ୍ମୀ ଏହି ପାଞ୍ଚଟି ରାଶି ଉପରେ ପ୍ରଶନ୍ନ ରହିଛନ୍ତି ।

mata Lakshmi

ତେବେ ଆସନ୍ତୁ ସେହି ରାଶି ବିଷୟ ରେ ଜାଣି ନେବା ବନ୍ଧୁଗଣ ଏହି ରାଶି ର ଲୋକ ମାନଙ୍କ ଉପରେ ମାଆ ଲକ୍ଷ୍ମୀ ଙ୍କ କୃପା ରହିଥିବା ବେଳେ ଏହି ଦିନ ରେ ଏମାନେ ହେଲେ ଧନବାନ ଏବଂ ଏମାନଙ୍କ ଜିବନ ରେ ଆସୁଥିବା ସବୁ ଦୁଃଖ ଦୂର ହେବ । ସେମିତି ରେ ଏହି କଥା ତ ସଂମ୍ପର୍ଣ୍ଣ ଭାବେ ସତ୍ୟ କି ଯିଏ ବି ମାଆ ଙ୍କ ସଠିକ୍ ଭାବେ ପୂଜା କରେ ସେ ତାଙ୍କ ଉପରେ ପ୍ରଶନ୍ନ ହୋଇ ଥାନ୍ତି ,ହେଲେ ଏହି ଦିନ ରେ ଏହି ରାଶି ମାନଙ୍କ ଉପରେ ପ୍ରଶନ୍ନ ହୋଇ ଥିବା ହେତୁ ଏମାନଙ୍କର ସବୁ ଦୁଖଃ ଏବଂ ସମସ୍ୟା ସଂମ୍ପର୍ଣ୍ଣ ଭାବେ ଦୂର ହେବ ।

ଆପଣ ମାନେ ଏହି ଦିନ ରେ ନିଶ୍ଚିତ ଭାବେ ବ୍ୟବସାୟ କ୍ଷେତ୍ର ରେ ଲାଭ ଏବଂ ନିଜର କର୍ମ କ୍ଷେତ୍ର ରେ ଉହ୍ଲାସ ଦେଖିବା ପାଇଁ ପାଇବେ । ତେବେ ବଡ ବ୍ୟକ୍ତି ଙ୍କ ପାଖରୁ ଆପଣ ମାନଙ୍କୁ ସାହାଯ୍ୟ ମିଳିବା ସହିତ ଆପଣ ମାନେ ଏହି ଦିନ ରେ ଆପଣ ମାନେ କାୈଣସି ବି କାର୍ଯ୍ୟ ର ଶୁଭାରମ୍ଭ କରି ପାରିବେ ।

Astrology

ତେବେ ସେମିତି ରେ ଆମେ ଆପଣ ମାନଙ୍କୁ ଯେଉଁ ଚାରୋଟି ରାଶି ମାନଙ୍କ ବିଷୟରେ କହୁଛୁ ସେମାନେ ହେଲେ ବୃଷ ରାଶି , ସିହଂ ରାଶି , କନ୍ୟା ରାଶି , ମକର ରାଶି , କୁମ୍ଭ ରାଶି ର ବ୍ୟକ୍ତି ବିଷେଶ ମାନେ ଯେଉଁ ମାନଙ୍କ ଉପରେ ଏହି ସୁଦଶା ବ୍ରତ ଦିନ ଠାରୁ ମାଆ ଲକ୍ଷ୍ମୀ ଙ୍କ ଆଷିଶ ମିଳିବା ପାଇଁ ଜାଉଛି ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *