ବଲାଙ୍ଗୀରରେ ଚାଞ୍ଚଲ୍ୟକର ଘଟଣା | ମଳଦ୍ୱାରରେ ଜବରଦସ୍ତି ପୁରାଇ ଦେଲେ ଷ୍ଟିଲ୍ ଗ୍ଲାସ୍ !!

Steel glass

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅସ୍ତ୍ର ପ୍ରଚାର ପରେ ମଳଦୂର ରୁ ବାହାରିଲା ଷ୍ଟିଲ ଗ୍ଲାସ୍ ବଲାଙ୍ଗିର ଜିଲ୍ଲା ରେ ଘଟିଥିବା ଏମିତି ଏକ ଘଟଣା ବର୍ତମାନ ସମୟ ରେ ସାରା ରାଜ୍ୟ ରେ ଚର୍ଚ୍ଚାର ବିଷୟ ହୋଇରହିଛି । ତେବେ ଆସନ୍ତୁ ଜାଣନେବା ସଂମ୍ପର୍ଣ୍ଣ ଘଟଣା ତେବେ ବୁର୍ଲା ଭିମ୍ଷା ର ସର୍ଜରୀ ବିଭାଗ ର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗତ କାଲି କୋରନା ଭୋଇ ନାମକ ଏକ ବ୍ୟକ୍ତିଙ୍କର ଅସ୍ତ୍ର ପ୍ରଚାର କରି ମଳ ଦ୍ୱାରରୁ ଏକ ଷ୍ଟିଲ୍ ଗ୍ଲାସ୍ ବାହାର କରିଛନ୍ତି ।

ka

ତେବେ ଘଟଣା ଅନୁସାରେ ବୁଧବାର ସଂନ୍ଧ୍ୟାରେ ରାମଚନ୍ଦ୍ର ପୁର ଗ୍ରାମର କରୁଣାକର ନାମକ ଜଣେ ବ୍ୟକ୍ତି ରାସ୍ତା ପାର୍ଶ୍ୱ କୁ ସୈଚ୍ଛ ପାଇଁ ଜାଇଥିଲେ । ସେହି ସମୟ ରେ ତିନି ଜଣ ମଦ୍ୟପ ବସି ମଦ ପିଉଥିଲେ । ପରେ ମଦ୍ୟପ ମାନେ ବନ୍ଧୁକ ଦେଖେଇ ତାଙ୍କୁ ଥଟ୍ଟା ମଜା କରିଥିଲେ । ଏବଂ ପରେ ମଦ୍ୟପ ମାନେ ଜୋରଜବର୍ଦୋସ୍ତି 19 ବର୍ଷିୟ କୋରୁଣା ଭୋଇୀ ଙ୍କ ମଳ ଦ୍ୱାରରେ ଷ୍ଟିଲ ଗ୍ଲାସ୍ ଭରି ଦେଇଥିଲେ । ଏବଂ ପରେ ଷ୍ଟିଲ ଗ୍ଲାସ୍ ଟି ମଳଦ୍ୱାର ମଧ୍ୟରେ ରହିଥିବାରୁ ଯନ୍ତ୍ରଣା ରେ ଛଟପଟ ହୋଇ କରୁଣାକର ଘରକୁ ଫେରି ଆସିଥିଲେ ।

ଏବଂ ପର ଦିନ ପରିବାର ଲୋକ ମାନେ କରୁଣାକର ଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ର ସର୍ଜୋରୀ ୱାର୍ଡ ରେ ଭର୍ତ୍ତି କରେଇଥିଲେ । ଡାକ୍ତର ବହୁ ଚେଷ୍ଟା ପରେ ବି ମଳଦ୍ୱାର ରୁ ଗ୍ଲାସ୍ ବାହାର କରିପାରି ଥିଲେ । ଜାହାଫଳ ରେ ଗୁୁରୁବାର ଦିନ ବୁର୍ଲା ଭୀମସାର କୁ ସ୍ଥାନାନ୍ତରିତ କରାଜାଇଥିଲା ।

karunakar

ଗତ କାଲି ଭୀମସାର ର ସର୍ଜରୀ ବିଭାଗ ର ଏକ ସ୍ୱତନ୍ତ୍ର ବିଭାଗ ଅସ୍ତ୍ର ପ୍ରଚାର କରି କରୁଣାକର ଙ୍କ ମଳଦ୍ୱାର ରୁ ଷ୍ଟିଲ ଗ୍ଲାସ୍ ଟି କୁ ବାହାର କରିଥିବାର ଦେଖିବା ପାଇଁ ମିଳିଛି । ଏବଂ ବର୍ତମାନ ସମୟ ରେ ସେ ସୁସ୍ଥ ରହିଛନ୍ତି ବୋଲି ଡାକ୍ତରୀ ଟିମ୍ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *