ଦୁଃଖ ଖବର – ତେଲୁଗୁ ହିରୋ ସାଇ ଙ୍କୁ ନେଇ ଆସିଲା ଏକ ଦୁଃଖ ଖବର, ଜାଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ !!

sai

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ର ବଡ ଦୁଖଃ ଖବର ତେଲୁଗୁ ହିରୋ ସାଇ ଙ୍କୁ ନେଇ ଆସିଲା ଏକ ଦୁଃଖ ଖବର କାନ୍ଦି କାନ୍ଦି ନୟାନ୍ତ ହେଲେ ଚିରଞୀବି ଏବଂ ପବନ କଲ୍ୟାଣ,ତେବେ ବନ୍ଧୁଗଣ ଆମେ ଏହି ପୋଷ୍ଟ ରେ ସାଉଥ୍ ଫିଲ୍ମ ବିଷୟ ରେ କିଛି ତଥ୍ୟ ଜାଣିବା । ତେବେ ଆପଣ ମାନେ ସାଉଥ୍ ଫିଲ୍ମ ଦେଖୁଥିବେ ଆଉ ବର୍ତମାନ ସମୟ ରେ ସାଉଥ୍ ଫିଲ୍ମ ଲୋକ ମାନେ ଅଧିକ ପରିମାଣ ରେ ପସନ୍ଦ କରୁଛନ୍ତି ।

ସେହିଥିରେ ଥିବା ଦମଦାର କାହାଣୀ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ଦମଦାର ଅଭିନୟ ବହୁତ ପରିମାଣ ରେ ପସନ୍ଦ ମଧ୍ୟ ଆସୁଛି । ଏମିତି ଅନେକ ଅଭିନେତା ଅଭିନେତ୍ରୀ ମାନେ ରହିଛନ୍ତି ଯେଉଁ ମାନେ ନିଜର ସୁନ୍ଦର ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ମନରେ ଘର କରିଦେଇଛନ୍ତି । ତେବେ ଆମେ ସେହି ସାଉଥ୍ ଫିଲ୍ମ ରେ ଏକ ଦମ୍ ଦାର୍ ଅଭିନେତା ଙ୍କ ବିଷୟ ରେ କିଛି ଜଣେଇବୁ ।

Hero Sai

ଏହା ଏକ ଅତ୍ୟନ୍ତ ଦୁଖଃ ଖବର ଚିରଞୀବି ଏବଂ ପବନ କଲ୍ୟାଣ ଭଣଜା ବର୍ତମାନ ସମୟ ରେ ଏକ ସଡକ ଦୂର୍ଘଟଣା ର ଶୀକାର ହୋଇଛନ୍ତି । ତାଙ୍କର ଦୂର୍ଘଟଣା ଶୁକ୍ରବାର 8.30 ରେ ହୋଇଥିଲା । ଯେତେବେଳେ ଏହି ଘଟଣା ପରିବାର ଲୋକ ମାନେ ଜାଣିଲେ ଯେତେବେଳେ ଏହି ଘଟଣା ବିଷୟ ଜାଣିଲେ ତେବେ ଚିରଞୀବି ଏବଂ ପବନ କଲ୍ୟାଣ ଙ୍କ ପରିବାର ଲୋକ ମାନେ ତୁରନ୍ତ ହସ୍ପିଟାଲ ରେ ପହଁଚିଥିଲେ ।

ଏହି ଘଟଣା ର ସିସିଟିଭି ଫିଟେଜ୍ ସାମ୍ନା କୁ ଆସିଥିବା ବେଳେ ସେହି ଘଟଣା ଦେଖିଲେ ଜଣା ପଡୁଛି କି ସାଇ ଅଧିକ ଜୋର ରେ ଗାଡି ଚଲାଉନଥିଲେ । ହେଲେ ବାଇକ୍ ଚଳେଇବା ପରେ ତାଙ୍କର ବାଲାନ୍ସ ବିଗିଡି ଜାଇଥିଲା । ଏବଂ ସେ ରାସ୍ତାରେ ଘସି ହୋଇ ପଡିଜାଇଥିଲେ । ତାଙ୍କର ଦୂର୍ଘଟଣା ପରେ ତାଙ୍କର ଫେନ୍ ସାଇ କେମିତି ସୁସ୍ଥ୍ୟ ହୋଇଯିବେ ପାର୍ଥନା କରୁଛନ୍ତି ।

sai

ରିପୋର୍ଟ ଅନୁସାରେ ସାଈ ହେଲେମେଣ୍ଟ ପିନ୍ଧିଥିଲେ ଜାହା ଦ୍ୱାରା ତାଙ୍କ ମୁଣ୍ଡ ରେ କ୍ଷେତି ହୋଇନଥିଲା ହେଲେ ଶରୀର ରେ କ୍ଷେତି ହେବା କାରଣ ରୁ ତାଙ୍କୁ ଡାକ୍ତର ଖାନା ନିଆଜାଇଥିଲା । ଏବଂ ସଠିକ୍ ଚିକିତ୍ସା ପାଇଁ ଅନ୍ୟ ଏକ ହସ୍ପିଟାଲ କୁ ସ୍ଥାନାନ୍ତର ମଧ୍ୟ କରାଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *