ତରଙ୍ଗ ସିରିଏଲ ର ସବୁଠାରୁ ଧନୀ ହିରୋଇନ ||

heroin

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତରଙ୍ଗ ଚେନ୍ନାଲ ରେ ଅଭିନୟ କରୁଥିବା ପ୍ରତୋକ ହିରୋଇନ ମାନଙ୍କୁ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ । ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣନ୍ତି କି ଏହି ହିରୋଇନ୍ ମାନଙ୍କ ମଧ୍ୟରୁ ସବୁଠୁ ଧନୀ କିଏ ବୋଲି । ଏବଂ କାହା ପାଖରେ ସବୁଠୁ ଅଧିକ ପଇସା ରହିଛି । ଯଦି ଜାଣିନାହାଁନ୍ତି ତେବେ ଏହି ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ତେବେ ବନ୍ଧୁଗଣ 6 ନମ୍ବର ରେ ଆସୁଛନ୍ତି ଇତି ଆପଣ ମାନେ ବହୁତ ଭଲ ଅଭିନୟ କରୁଥିବାର ଇତି ଙ୍କୁ ଦେଖିଥିବେ । ତେବେ ତାଙ୍କର ସଂମ୍ପର୍ଣ୍ଣ ମୂଲ୍ୟ ଦେଖିବା ତେବେ ତାଙ୍କର ପାଖରେ 20 ରୁ 25 ଲକ୍ଷ୍ୟ ଟଙ୍କା ରହିଛି ।

iti

ସେହି ପରି ପଞ୍ଚମ ନମ୍ବର ରେ ରହିଛନ୍ତି । ଶ୍ରଦ୍ଧା ତେବେ ଶ୍ରଦ୍ଧା ଙ୍କୁ ଆପଣ ମାନେ କୁଆଁରୀ ବୋହୁ ସିରିଏଲ ରେ ଅଭିନୟ କରୁଥିବାର ନିଶ୍ଚିତ ଭାବେ ଦେଖୁଥିବେ । ତେବେ ତାଙ୍କର ସଂମ୍ପର୍ଣ୍ଣ ସଂମ୍ପତୀ ଆମେ ମାନେ ଦେଖିବା ତେବେ ତାଙ୍କ ପାଖରେ 30 ରୁ 40 ଲକ୍ଷ୍ୟ ଟଙ୍କା ରହିଛି ।

ଏହା ପରେ ଚତୁର୍ଥ ରେ ତାରିଣୀ ରହିଛନ୍ତି ତେବେ ଆପଣ ମାନେ ତାରିଣୀ ଙ୍କୁ ତାରା ତାରିଣୀ ରେ ଦେଖିବା ପାଇଁ ପାଇଥିଲେ । ତେବେ ତାରିଣୀ ଙ୍କର ସଂମ୍ପର୍ଣ୍ଣ ସଂମ୍ପତୀ ର ମୂଲ୍ୟ ଆମେ ମାନେ ଦେଖିବା ତେବେ ତାଙ୍କର ପାଖରେ ବି 20 ରୁ 30 ଲକ୍ଷ୍ୟ ଟଙ୍କା ରହିଛି ।

ସେହି ପରି ତୃତୀୟ ନମ୍ବର ରେ ରହିଛନ୍ତି । ରୂଦ୍ରି ତାହାଲେ ଆପଣ ମାନେ ରୂଦ୍ରି ଙ୍କୁ ବର୍ତମାନ ସମୟ ରେ ମାତ୍ର 19 ବର୍ଷ ବୟସ ହୋଇଥିବା ବେଳେ ସେ ଏବେ ମାୟା ସିରିଏଲ ରେ ଅଭିନୟ କରୁଛନ୍ତି । ତାଙ୍କର ବାପା ହେଲେ ଜଣେ ବିଜନେସ୍ ମ୍ୟନ୍ ଯଦି ଆମେ ମାନେ ତାଙ୍କର ସଂମ୍ପର୍ଣ୍ଣ ସଂମ୍ପତୀ ଦେଖିବା ତେବେ ତାଙ୍କର ପାଖରେ 50 ରୁ 70 ଲକ୍ଷ୍ୟ ଟଙ୍କା ରହିଛି ।

rudri

ଏହା ଦ୍ୱତୀୟ ରେ ରହିଛନ୍ତି ଐସୂର୍ଯ୍ୟା ତାହାଲେ ଆପଣ ମାନେ ଐସୂର୍ଯ୍ୟା ଙ୍କୁ ରାନୀ ସିରିଏଲ ରେ ଦେଖିଥିଲେ ଏହା ସହିତ ତାଙ୍କର ଘରେ ତାଙ୍କ ବାପା ଏବଂ ମାଆ ବି ମଧ୍ୟ ଅଭିନୟ କରନ୍ତି । ତାଙ୍କର ସଂମ୍ପର୍ଣ୍ଣ ସଂମ୍ପତୀ ଦେଖିଲେ ତାଙ୍କର ପାଖରେ 1 ରୁ 1.5 କୋଟି ଟଙ୍କାର ସଂମ୍ପତୀ ରହିଛି ।

ସେହି ପରି ପ୍ରଥମ ନମ୍ବର ରେ ରହିଛନ୍ତି । ପୂଜା ତ ସେ ବର୍ତମାନ ସମୟ ରେ ଝିଅ ଆମର ନୂଆ ବୋହୁ ସିରିଏଲ ରେ କାମ କରୁଥିବା ବେଳେ ତାଙ୍କର ସଂମ୍ପର୍ଣ୍ଣ ସଂମ୍ପତୀ ବିଷୟ ରେ କହିବା ତେବେ ତାଙ୍କ ପାଖରେ 3 ରୁ 4 କୋଟି ଟଙ୍କାର ସଂମ୍ପତୀ ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *