Weight Loss Tips | ୧ ସପ୍ତାହରେ କମାନ୍ତୁ ବଡ଼ ପେଟ |ଜାଣନ୍ତୁ କେମିତି

Loss weight

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ସମସ୍ତେ ସ୍ଲିମ୍ ହେବା ପାଇଁ ଚେଷ୍ଟା କରନ୍ତି ସେମିତି ରେ ଓଜନ ବଢିବା ଏଥି ପାଇଁ ହୋଇଥାଏ କି ଆମେ ମାନେ ଅଧିକ ପରିମାଣ ରେ ଜଙ୍କ୍ ଫୁଡ୍ ର ସେବନ କରିଲେ ଆମର ଓଜନ ବୃଦ୍ଧି ହୋଇଥାଏ । ଜାହାକୁ ଆମେ ମାନେ ସବୁ ବେଳେ କମେଇବା ପାଇଁ ଚେଷ୍ଟା କରିଥାନ୍ତି । ତେବେ ଏଥି ପାଇଁ ଆମକୁ ଡାଇଟିଂ ଏବଂ ଖାଦ୍ୟପେୟ ର ସଠିକ୍ ନିୟନ୍ତ୍ରଣ କରିବା ଉଚିତ୍ ।

pata

ସେହିଥି ପାଇଁ ଆମେ ଆଜି ଆପଣ ମାନଙ୍କର ବଡ ପେଟର ଫେଟ୍ କୁ କମେଇବା ପାଇଁ ଏମିତି କିଛି ଉପଚାର ବିଷୟ ରେ କହିବୁ ଜାହାକୁ କରିବା ପରେ ଆପଣ ମାନଙଅକର ବଡ ପେଟ କମିଯିବ । ତେବେ ଏହା ପାଇଁ ଆପଣ ମାନଙ୍କୁ ପ୍ରଥମେ ପିମ୍ଫଳୀ ର ଆବଶ୍ୟକତା ପଡିବ ।

ତେବେ ଏହି ପିମ୍ଫଳୀ ରେ ଏମିତି କିଛି ତତ୍ୱ ରହିଛି ଜାହା ଆପଣ ମାନଙ୍କର ଚର୍ବି କୁ କମେଇବା ପାଇଁ ବହୁତ ସାହାଯ୍ୟ କରୀ । ଏହା ଶରୀର ର ଆଳଶ୍ୟ ଏବଂ ଡାଇଜେନ ସିଷ୍ଟମ୍ କୁ ଭଲ ରଖେ ଏହାର ବ୍ୟବହାର ରେ ଆପଣ ମାନଙ୍କର ଆଖି ସମନ୍ଧିୟ ସମସ୍ୟା ଦୂର ହୋଇଥାଏ । ଏହା ପାଇଁ ଆପଣ ମାନଙ୍କୁ ମହୁ ର ଆବଶ୍ୟକତା ପଡିବ ।

pipili

ଏହା ପାଇଁ ଆପଣ ମାନଙ୍କୁ କେବଳ 15 ଗ୍ରାମ୍ ରେ ପିମ୍ଫଳୀ ନେବାକୁ ପଡିବ ଏବଂ ଏହାକୁ 2 ଚାମଚ ମହୁ ରେ ମିଶ୍ରଣ କରନ୍ତୁ ଏବଂ ପରେ ଆପଣ ମାନେ ଏହି ମିଶ୍ରଣ କୁ ସକାଳୁ ବାଶୀ ମୁହଁ ରେ ଦୁଇ ରୁ ତିନି ଗ୍ଲାସ୍ ଉଶମ ପାଣି ରେ ଏହାର ସେବନ କରନ୍ତୁ ଦେଖିବେ ଆପଣ ମାନଙ୍କର ପେଟ ର ଫେଟ୍ କିଛି ଦିନରେ ହିଁ କମିବାରେ ଲାଗିବ ଏବଂ ଏହିଥିରୁ ଆପଣ ମାନେ ଆରାମ୍ ପାଇବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *