ଡ୍ର-Rଗ କେସରେ ଧରା ପଡିଥିବା ରାକୁଲ ପ୍ରୀତ ସିଂ ଙ୍କୁ ପୁଣି ଜେରା।

Rakul

ଆଜି ଆଉ ଜଣେ ବଲିଉଡ ଅଭିନେତ୍ରୀଙ୍କ ବାବଦରେ କହିବାକୁ ଯାଉଛୁ ଆମେ। ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ।ଆଜି ଆମେ ଓଲିଉଡ ନୁହଁ ବରଂ ବଲିଉଡ ବାବଦରେ କହିବାକୁ ଯାଉଛୁ।

ଆମେ ଆଜି ଆପଣଙ୍କ ପାଖରେ ଆପଣଙ୍କ ପ୍ରିୟ ମଡେଲ, ତଥା ଫିଲ୍ମ ଅଭିନେତ୍ରୀ ରାକୁଲ ପ୍ରୀତଙ୍କ ବାବଦରେ କହିବାକୁ ଯାଉଛୁ। ଯାହା ଖବର ଅନୁସାରେ ଜଣା ପଡୁଛି କି ନିଶାଦ୍ରବ୍ୟ ପାଇଁ ଧରା ପଡିଥିବା ଏହି ଅଭିନେତ୍ରୀଙ୍କୁ ପୁଣି ଥରେ ସିବିଆଇ ଜେରା କରିବାରେ ଲାଗିଛି । ଆଜି ଆମେ ତାଙ୍କରି ବାବଦରେ କଥା ହେବା ଆଉ ଆସନ୍ତୁ ଡେରି ନ କରି ଆରମ୍ଭ କରିବା ଏହି ଖବର ବାବଦରେ। ତେବେ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

Rakul Preet Singh

ଆପଣ ଯେପରିକି ଜାଣନ୍ତି କି ପ୍ରାୟ ଚାରି ବର୍ଷ ଆଗରୁ ଅଗଷ୍ଟ ୩୧ ତାରିଖରେ ରାକୁଲ ପ୍ରୀତ ସିଂ ନିଜର ଡ୍ରଗ୍ସ ମାମଲାରେ ଧରା ପଡ଼ିଥିଲେ ଆଉ ତାଙ୍କ ସମେତ ରବି ଟେଜା, ରାଣା ଦଘୁପତି ତଥା ଅନ୍ୟାନ୍ୟ ଅଭିନେତା ମାନେ ମଧ୍ୟ ଧରା ପଡ଼ିଥିଲେ। ଯାହା ଜଣା ପଡୁଛି କି ତାଙ୍କୁ ପୁଣି ଥରେ ଜେରା କରୁଛି ଇଦିଇ।

ତାଙ୍କ ପାଇଁ ସେହି ବର୍ଷ ସେପ୍ଟେମ୍ବର ୧୨ ତାରିଖରେ ରାଣା ଦଘୁପତିଙ୍କ ସମେତ ଆହୁରି ଅନେକ ବ୍ୟକ୍ତି ମାନଙ୍କୁ ଜେରା କରିଥିଲା ଇଦିଇ। ତେବେ ତାଙ୍କ ସହ ୨୦୧୭ ରେ ଅନେକ ଜେରା କରା ଯାଇଥିଲା ଆଉ ସେହିବର୍ଷ ସେପ୍ଟେମ୍ବର ୨ ତାରିଖରେ ସେହି ସମସ୍ତ ବ୍ୟକ୍ତିଙ୍କୁ ଇଦିଇରେ ହାଜର ହେବାକୁ କୁହା ଯାଇଥିଲା।

Rakul Preet

ଗତ ବର୍ଷ ମଧ୍ୟ ରାକୁଲ ପ୍ରୀତଙ୍କୁ ଇଦିଇରେ ହାଜିର ହେବାକୁ କୁହା ଯାଇଥିଲା ଆଉ ସେ ଏହା ସହିତ ହି ହାଜର ହେଇଥିଲେ। ଡ଼ାଇରେକ୍ଟର ଚାନ୍ଦିନୀ କର ଙ୍କୁ ବି ଜେରା କରିଥିଲା ଏହି ଇଦିଇ ଆଉ ୨୦୧୭ରେ ସଙ୍ଗୀତଜ୍ଞ କ୍ୟାଲଭିନ ମ୍ୟାସ୍କାରେନ୍ସଙ୍କୁ ମଧ୍ୟ ଜେରା କରିଥିଲେ। ଗତ ଅଗଷ୍ଟ ୩୧ ତାରିଖରେ ଜେରା କରିଥିଲା ଇଡି ଯାହା କି ଜଗନ୍ନାଥ ନିର୍ର୍ଧେସାଲୟରେ ହେଇଥିଲା।

ତେବେ ଗତ ୨୦୧୭ ମସିହାରେ ସଙ୍ଗୀତଜ୍ଞ କ୍ୟାଲଭିନ ମ୍ୟାସ୍କାରେନ୍ସଙ୍କୁ ଜେରା କରିବା ସହ ତାଙ୍କ ସହ ଆହୁରି ତିନି ଜଣଙ୍କୁ ଗିରଫ କରିଥିଲା ଆଉ ୩୦ ଲକ୍ଷ ଟଙ୍କା ଜବତ କରିଥିଲା।

Leave a Reply

Your email address will not be published. Required fields are marked *