ଓଡ଼ିଆ ଅଭିନେତା ବବି ମିଶ୍ରଙ୍କ ଏହି ଗୁଣ ପାଇଁ ଛାଡପତ୍ର ଦେଇ ଚାଲିଗଲେ ତାଙ୍କ ସ୍ତ୍ରୀ କୋଏଲ ବାନାର୍ଜୀ ।

babi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଆ ଅଭିନେଚା ବବିମିଶ୍ର ନିଜର ପୋଡଶୀ ସହିତ ଝଗଡା ଏବଂ ମାଡ ମାରିବା ଘଟଣା ପରେ ପରେ ପୋଡଶୀ ଜଣଙ୍କ ଭୁବନେଶ୍ୱର ଥାନା ରେ ଅଭିଯୋଗ କରିଥିଲେ ଏହି ସବୁ ଭିଡ଼ିଓ କୁ ଆପଣ ମାନେ ସୋସିଆଲ ମିଡିଆ ରେ ନିଶ୍ଚିତ ଭାବେ ଦେଖିଥିବେ । ବିବିମିଶ୍ର ତାଙ୍କୁ ମାଡ ମାରନ୍ତି । ଏମିତି ରେ ଏହି ଘଟଣା ଉପରେ ବବିମିଶ୍ର ଙ୍କ ପତ୍ନୀ କୟେଲ ବାନାର୍ଜି ବି ନିଜନ ମନ୍ତବ୍ୟ ରଖିଥିବାର ଦେଖିବା ପାଇଁ ମିଳିଛି ।

babi

ବବିମିଶ୍ର ଙ୍କ ପୋଡଶୀ ଲଗେଇଥିବା ସବୁକିଛି ଆରୋପ କୁ ସତ ବୋଲି କହିଛନ୍ତି କୟେଲ ବାନାର୍ଜି । ଫୋନ କରି ସେ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ପ୍ରତିକ୍ରିୟା ଦେଇଛନ୍ତି । ବବି ମିଶ୍ର ଜଣେ ବହୁତ ବଡ ମଦୁଆ ସେ ମଦ ପିଇବା ପରେ ତାଙ୍କର ହିତାହିତ ଜ୍ଞ୍ୟନ ସଂମ୍ପର୍ଣ୍ଣ ଭାବେ ହରେଇ ବସନ୍ତି । ଏବଂ ସେ ବହୁତ ଥର କୟେଲ ବାନାର୍ଜି ଙ୍କୁ ମାଡ ମାରିଥିବା କଥା ବି ସେ କହିଛନ୍ତି ।

ଏବଂ ଅତିଷ୍ଟ ହେବାକୁ କୟେଲ ବାନାର୍ଜି ବବିମିଶ୍ର ଙ୍କୁ ସବୁଦିନ ପାଇଁ ଛାଡି କଲିକତା ଚାଲିଜାଇଥିବାର କଥାକୁ କହିଛନ୍ତି କୟେଲ ବାନାର୍ଜି । ତେବେ ଏହି ଘଟଣା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି । ବବିମିଶ୍ର ଏବଂ କୟେଲ ବାନାର୍ଜି ଙ୍କ ଯୋଡି କୁ ଓଡିଶା ବାସୀ ବହୁତ ହିଁ ଭଲପାଆନ୍ତି । କିନ୍ତୁ ହଠାତ୍ ଏମାନଙ୍କ ସଂମ୍ପର୍କ ଭାଙ୍ଗିଜାଇଥିଲା । ଦୁହେଁ ଦୁହିଁଙ୍କୁ ଡିଭର୍ସ ମଧ୍ୟ ଦେଇଛନ୍ତି ।

babi

ଏହା ପରେ କୟେଲ ବାନାର୍ଜି ଏବେ ଏହିପରି ଭାବେ ବିବିମିଶ୍ର ଙ୍କ ନାମରେ କହିଛନ୍ତି । ଏବଂ ସେ କହିଛନ୍ତୁ ମୁଁ ଆଜିଯାଏ ଚୁପ୍ ଥିଲି କାରଣ ମୁଁ ହେଲି ଜଣେ ଅଭିନେତ୍ରୀ ବିବିମିଶ୍ର ହେଲେ ଜଣେ ଅଭିନେତା ଆମର କେରିଅର ଉପରେ ଇଫେକ୍ଟ ପଡିବ ବୋଲି ଆଜିଯାଏ ଚୁପ୍ ରହିଥିଲି । ହେଲେ ଏହି ଘଟଣା ଗୁଡିକ ସଂମ୍ପର୍ଣ୍ଣ ସତ୍ୟ ବୋଲି ସେ କହିଛନ୍ତି । ତେବେ ଏହିଥି ପାଇଁ କୟେଲ ବାନାର୍ଜି ବି ତାଙ୍କ ପାଖରେ ରହିବା ପାଇଁ ପସନ୍ଦ କରିନଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *