ରହିଛି ରହିବି ତୋରି ପାଇଁ ର ହିରୋଇନ ଜୋତିଙ୍କ ପରିବାରକୁ ଆଗରୁ କେବେ ଦେଖି ନଥିବେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜି ସାର୍ଥକ୍ ରେ ପ୍ରସାରିତ ହେଉଥିବା ସିରିଏଲ ରହିଛି ରହିବି ତୋରି ପାଇଁ ରେ ଜ୍ୟୋତି ଅର୍ଥାତ୍ ସବିତା ଙ୍କ ଅଭିନୟ କୁ ବହୁତ ଭଲ ଭାବେ ଦେଖିଥିବେ । ଏହି ସିରିଏଲ ରେ ଜ୍ୟୋତି ଲିଡ୍ ନାୟିକା ଭାବେ ଅଭିନୟ କରୁଛନ୍ତି । ଏବଂ ସେ ନିଜର ଅଭିନୟ କୁ ଜିବନ୍ତ କରି ତୋଳି ଧରୁଛନ୍ତି ଏହି ସିରିଏଲ ରେ ଏହି ଧାରାବାହୀକ ରେ ଅଭିନୟ କରୁଥିବା ଜ୍ୟୋତି ଏବଂ ଅଜୟ ଙ୍କୁ ଆପଣ ମାନେ ବହୁତ ସାରା ଭଲପାଇବା ଦେଇଛନ୍ତି ।

Jyoti

ତେବେ ଏହି ଆପଣ ମାନଙ୍କର ପ୍ରିୟ ଅଭିନେତ୍ରୀ ଜ୍ୟୋତି ବର୍ତମାନ ସମୟ ରେ ବିବାହ କରିବାକୁ ଜାଉଛନ୍ତି । ତେବେ କଣ ରହିଛି ତାଙ୍କ ବିଷୟ ରେ ଖବର ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣିନେବା । ତେବେ ତାଙ୍କର ନାମ ହେଲା ସବିତା ଏବଂ ସେ ପିଲା ଦିନରୁ ହିଁ ଘଟଗାଁ ରେ ନିଜର ଆଧିପତ୍ୟ ବଜେଇ ରଖିଛନ୍ତି । ଏବଂ ସେହିଠାରେ ହିଁ ସେ ନିଜର ସ୍କୁଲିଂ ଏବଂ ନିଜର ପାଠପଢା ସାରିଛନ୍ତି । ଏବଂ ବର୍ତମାନ ସମୟ ରେ ସେ ସୁଟିଂ ସମୟ ରେ ଭୁବନେଶ୍ୱର ରେ ରହୁଛନ୍ତି ।

ଆପଣ ମାନେ ଦେଖୁଥିବା ଜ୍ୟୋତି ଙ୍କୁ ଜି ସାର୍ଥକ୍ ଏକ ରିଆଲିଟି ସୋ ରୁ ଆଣିଥିଲା । ଜାହାର ନାମ ଥିଲା ରଜ କୁଇନ୍ ଯେଉଁଥିରୁ ସେ ସିଧା ଭାବେ ସିରିଏଲ ରେ ଏଣ୍ଟ୍ରୀ ମାରିଥିଲେ । ଏବଂ ବର୍ତମାନ ସମୟ ର ଜ୍ୟୋତି ଙ୍କ ଅଭିନୟ ଏହି ଧାରାବାହିକ କୁ ଦେଇଛି ଏକ ନୂଆ ପରିଚୟ । ବର୍ତମାନ ସମୟ ରେ ଲୋକ ମାନେ ତାଙ୍କୁ ସବିତା ନାମରେ ଯେତେ ଜାଣିନଥିବେ ହେଲେ ଜ୍ୟୋତି ନାମରେ ଅଧିକ ପରିମାଣ ରେ ଜାଣିଥିବେ ।

Sabita

ଏହି ଅଭିନେତ୍ରୀ ଆଗରୁ କୈଣସି ଧାରାବାହିକ ରେ କାମ କରିନଥିବେ ବେଳେ ଏହି ଧାରାବାହିକ ରୁ ତାଙ୍କର ପରିଚୟ ହୋଇଥିଲା ତେବେ ବର୍ତମାନ ସମୟ ରେ ଜ୍ୟୋତି ବହୁତ ଚର୍ଚ୍ଚା ରେ ରହିଛନ୍ତି କି ସେ ବିବାହ କରୁଛନ୍ତି ବୋଲି ହେଲେ ଗତ କାଲି ସେ ନିଜେ ନିଜର ଇନଷ୍ଟାଗ୍ରାମ୍ ରେ ଲାଇଭ୍ ଆସି କହିଛନ୍ତି କି ସେମିତି କିଛି ନୁହେଁ ବରଂ ସେ ସିରିଏଲ ରେ ବିବାହ କରିଛନ୍ତି ଜାହା ପାଇଁ ଫେନ୍ ମାନେ ଏମିତି ଭାବିବାରେ ଲାଗିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *