ଆହୁରି ଛେଚିବ ବର୍ଷା – ଏହି ତାରିଖରୁ ସୃଷ୍ଟି ହୋଇପାରେ ବନ୍ୟା ପରିସ୍ତିତି

rains

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ଆସୁଛି ଆଉ ଏକ ଲଘୁଚାପ ଯେଉଁଥି ପାଇଁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ଏଥି ମଧ୍ୟରେ ଜାରି ରହିଥିବା ଏକ ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବନ୍ୟାର ରୂପ ନେଇ ସାରିଲାଣୀ ତେବେ ଆସନ୍ତୁ ନଜର ଦେବା କଣ ରହିଛି ପାଣି ପାଗ ବିଭାଗ ର ସଂମ୍ପର୍ଣ୍ଣ ଆପଡେଟ୍ । ଜାହା ଆପଣ ମାନଙ୍କୁ ସତର୍କ ରହିବାକୁ ପଡିବ ।

raining

ଏହା ସହିତ ଆଜି ପାଇଁ ମଧ୍ୟ 7 ଜିଲ୍ଲା କୁ ପ୍ରବଳ ପ୍ରବଳ ମାତ୍ରା ରେ ବର୍ଷା ର ସମ୍ଭାବନା ରହିଛି । ଗୋଟିଏ ଲଘୁଚାପ ଜାଇନି ହେଲେ ମାଡି ଆସୁଛି ଆଉ ଏକ ଳଘୁଚାପ ବର୍ଷା ବିପଦ । ବଙ୍ଗୋପ ସାଗର ଘୂର୍ଣ୍ଣିଂ ବଳୟ ସୃଷ୍ଟି ସମ୍ଭାବନା ଦେଖା ଦେଇଛି ଆଜି ଏହି ସଂମ୍ପର୍କ ରେ ସୂଚନା ଦେଇଛନ୍ତି IMD DG ମୃତ୍ୟୁଞୟ ମହାପାତ୍ର । ସେ କହିଛନ୍ତି କି 17 ତାରିଖ ଠାରୁ ରାଜ୍ୟରେ ପୁଣି ଲାଗି ରହିବ ବର୍ଷା ।

17 ତାରିଖ ସୁଧା ବଙ୍ଗୋପସାଗର ରେ ପୁଣି ଏକ ଘୂର୍ଣ୍ଣିଂ ବଳୟ ସୃଷ୍ଟି ସମ୍ଭାବନା । ତେବେ 18 ତାରିଖ ସକାଳ ସୁଧା ଉତ୍ତର ଓଡିଶା ଉପକୂଳ ରେ ପହଁଚିବ ଏବଂ ଏହାର ପ୍ରଭାବ ରେ 17 ତାରିଖ ସକାଳ ଠାରୁ ଉପକୂଳ ଓଡିଶା ରେ ପୁଣି ବର୍ଷା ହେବ । ଏହା ସହିତ ଜାରି ରହିଥିବା ଏହି ଲଗାଣ ବର୍ଷା ରେ ଗତ କାଲି 11 ଜିଲ୍ଲା ରେ 53 ବ୍ଲକ୍ ପ୍ରଭାବିତ ହୋଇଛି ।

raine

ଭାଙ୍ଗିଛି 256 ଘର ପ୍ରଭାବିତ ହୋଇଛି 2789 ଘର ବର୍ଷା ରେ ରାଜ୍ୟ କେତେ ପରିମାଣ ରେ ହୋଇଛି କ୍ଷେୟ କ୍ଷେତି ବର୍ତମାନ ସମୟ ରେ ଆସିଛି ଏକ ପ୍ରାରମ୍ଭିକ ରିପୋର୍ଟ । ବର୍ତମାନ ସମୟ ରେ 53 ବ୍ଲକ୍ ରେ ପଡିଛି ପ୍ରଭାବ ଭାଙ୍ଗିଛି 256 ଘର ପ୍ରଭାବିତ ହୋଇଛି 2789 ଘର । ଏହା ସହିତ ଆଜିବି ମଧ୍ୟ ଲଘୁଚାପ ର ପ୍ରଭାବ ରହିବ ଜାହାକି ସମ୍ବଲପୁର , ଦେଓଗଡ , ଅନୁଗୁଳ , ଢେଙ୍କାନାଳ , ଝାଡସୁଗୁଡ , ଏବଂ ବରଗଡ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ସୂଚନା ଦିଆଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *