ରୋହିତଙ୍କୁ ବିଦା କରିବାକୁ ଚାହୁଁଥିଲେ କୋହଲି, ସାମ୍ନାକୁ ଆସିଲା ବଡ଼ ଖବର !!

Rohit Sharma

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ରୋହିତ ଶର୍ମା ଙ୍କୁ ଅଧିନାୟକ ପଦବୀ ରୁ ବିଦା କରିବାକୁ ଚାହୁଥିଲେ କୋହଲୀ କିନ୍ତୁ ପଡିଗଲା ଓଲଟା T20 ବିଶ୍ୱକପ୍ ପରେ ଅଧିନାୟକ ପଦରୁ ଓହରି ଯିବା ପାଇଁ ବିରାଟ କୋହଲୀ ନିସ୍ପତି ନେଇଛନ୍ତି । ତାଙ୍କର ଇସ୍ତଫା ପରେ ପରେ ଏବେ ଆଉ ଏକ ବଡ ଖବର ସାମ୍ନା ଆସିଛି । ଏକ ଜାତୀୟ ଗଣ ମାଧ୍ୟମ ରିପୋର୍ଟ ଅନୁସାରେ ଜଣେ BCCI ଅଧିକାରୀ ନାମ ଗୋପନ ରଖି କହିଛନ୍ତି ।

ଯେ ପୂର୍ବରୁ ରୋହିତ୍ ଶର୍ମା ଙ୍କୁ ଉପଅଧିନାୟକ ପଦବୀ ରୁ ହଟେଇବା କୁ ପ୍ରୟାସ କରୁଥିଲେ ବିରାଟ କୋହିଲୀ । କିଛି ମାସ ପୂର୍ବରୁ ରୋହିତ୍ ଶର୍ମା ଙ୍କୁ ଉପଅଧିନାୟକ ପଦରୁ ହଟେଇବା ପାଇଁ ଚୟନ କର୍ତ୍ତା ଙ୍କୁ ଏକ ପ୍ରସ୍ତାବ ଦେଇଥିଲେ ବିରାଟ କୋହିଲୀ । ରୋହିତ୍ ଶର୍ମା ଙ୍କ ବୟସ ଅଧିକ ହୋଇଥିବାରୁ ତାଙ୍କୁ ଉପଅଧିନାୟକ ପଦ ରୁ ହଟାଯାଉ ବୋଲି ସେ ପ୍ରସ୍ତାବ ଦେଇଥିଲେ ।

Virat Kohli

ତାଙ୍କର ସ୍ଥାନରେ ଦିନିକିଆ ରେ ଉପଅଧିନାୟକ ପଦବୀ କେଏଲ୍ ରାହୁଲ ଏବଂ T20 ରେ ରିସବପନ୍ଥ ଙ୍କୁ ଦାୟୁତ୍ୱ ଦିଆଜାଉ ବୋଲି ସେ କହିଥିଲେ । ହେଲେ କୋହିଲୀ ଙ୍କର ଏହି ପ୍ରସ୍ତାବ ଚୟନ କର୍ତ୍ତା ମାନଙ୍କୁ ପସନ୍ଦ ଆସିନଥିଲା । ବିଗତ କିଛି ବର୍ଷ ହେଲା କୋହିଲୀ ଙ୍କ ନେତୃତ ରେ ଭାରତ ICC ଟୁର୍ନାମେଣ୍ଟ ଗୁଡିକ ରେ ଭଲ ପଦର୍ଶନ କରିପାରୁନଥିବାରୁ ତାଙ୍କର ନେତୃତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ଏହା ସହିତ କୁହାଯାଉଛି ଭାରତୀୟ ଦଳର ସମସ୍ତ ଖେଳାଳି ବିରାଟ କୋହିଲୀ ଙ୍କୁ ସମର୍ଥନ କରନ୍ତି ନାହିଁ । ଏହା ସହିତ ମଧ୍ୟ ପୂର୍ବତନ ଭାରତୀୟ ଖେଳାଳି ସୁନିଲ ଗଭାସ୍କର ମଧ୍ୟ ଏକ ସାକ୍ଷାତ କାର ରେ ଘୋଷଣା କରିଛନ୍ତି । ଯେ ପୂର୍ବରୁ ମହେନ୍ଦ୍ର ସିହଂ ଧୋନୀ ଙ୍କ ନେତୃତ୍ୱ ସମୟ ରେ ତାଙ୍କର ରୁମ୍ 24 ଘଣ୍ଟୀ ଖୋଲା ରହୁଥିଲା । ସାଥି ଖେଳାଳି ମାନେ ରୁମ୍ କୁ ଆସି ମୈଜ୍ ମସ୍ତି କରିବା ସହିତ ସେମାନେ କ୍ରିକେଟ ଆଲୋଚନା କରୁଥିଲେ । କିନ୍ତୁ ବର୍ତମାନ ସମୟ ରେ ବିରାଚ କୋହିଲୀ ଙ୍କ ସମୟ ରେ ଏହା ସମ୍ଭବପର ନୁହେଁ ।

rohit-shar

ବର୍ତମାନ ଏହା ହେଉନାହିଁ ବୋଲି ପୂର୍ବତନ ଭାରତୀୟ ଖେଳାଳି ସୁନିଲ ଗଭାସ୍କର କହିଛନ୍ତି । ଏବେ ବିରାଟ T20 ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ପରେ ତାଙ୍କ ସ୍ଥାନରେ ରୋହତ ଶର୍ମା ଦଳର ନେତୃତ୍ୱ ନେଇଛନ୍ତି । ଏଥିସହିତ କେଏଲ ରାହୁଲ ଏବଂ ରିସବପନ୍ଥ ଦଳର ଉପଅଧିନାୟକ ଭାବେ କାର୍ଯ୍ୟଭାର ସମ୍ଭାଳିବେ ବୋଲି ଆଶା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *