ପୁଣି ଆରମ୍ଭ ହେଲା କାଳିଆ ଯୋଜନା – ପଇସା ପାଇବାକୁ ଚାହୁଁଥିଲେ ନିଶ୍ଚୟ ପଢି ଦିଅନ୍ତୁ ।

ଆପଣ ସମସ୍ତଙ୍କୁ ଆମ ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ କାଳିଆ ଯୋଜନା ରେ କିଛି ନୂଆ ଆପଡେଟ ଆସିଛି ଜାହା ଆପଣ ମାନଙ୍କୁ ଜଣେଇବୁ ତେବେ ଆପଣ ମାନେ କାଳିଆ ଯୋଜନା ନୂଆ ଆପ୍ଲାୟ କରିବା ପାଇଁ ଚାହୁଂଥିଲେ ଆପଣ ମାନେ କେମିତି କରିବେ ସେହି ବିଷୟ ରେ ଆମେ ଆପଣ ମାନଙ୍କୁ ଦେଖେଇବୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ଜାଣିପାରିବେ ।

Kalia

ହେଲେ ତା ପୂର୍ବରୁ ଆପଣ ମାନଙ୍କୁ ଜଣେଇଦେବୁ କି କାଳିଆ ଯୋଜନା ରେ ଗୋଟିଏ ଫେମିଲି ର ବହୁତ ସଦସ୍ୟ ଙ୍କ ନାମ ରହିଛି । ସେହିଥି ପାଇଁ ଏବେ ଏହାକୁ ରାସନ କାର୍ଡ ସହିତ ଯୋଗ କରାଜାଉଛି ଜାହା ଫଳ ରେ ପରିବାର ର ସଦସ୍ୟ ଙ୍କର ସଠିକ୍ ଡିଟେଲ୍ସ ପାଇବା ପାଇଁ ରାସନ କାର୍ଡ ଜାହା ନାମରେ ଥିବ ସେହିମାନେ ବି ଏବେ କାଳିଆ ଯୋଜନା ପାଇ ପାରିବେ ।

ତେବେ ଏହା ପାଇଁ ଆପଣ ମାନେ ପ୍ରଥମେ https://kalia.odisha.gov.in କୁ ଯିବେ ଏହା ପରେ ଦେଖନ୍ତୁ ଅନଲାଇନ୍ ଆପ୍ଲିକେସନ ଫର୍ମ ମିଳିବ ଏବଂ ପରେ Filing a grievance ଏବଂ New Application ଫର୍ମ ଦେଖାଇବ ସେଠାରେ ଆପଣ ମାନେ ସଠିକ୍ ଡିଟେଲ ଦେଇ ପ୍ରସିଡ୍ କରିଲେ ସେଠାରେ ରାସନ କାର୍ଡ କିମ୍ବା ଆଧାର ନମ୍ବର ଦେଖେଇବ ଏବଂ ପରେ ସେଠାରେ ଆପଣ ମାନେ ଫିଲପ୍ କରି ନିଜର ପରିବାର ଡିଟେଲ୍ସ ପାଇପାରିବେ ।

Kalia Yojana

ଯେଉଁଥିରେ ଆପଣ ମାନଙ୍କର ପରିବାର ସଦସ୍ୟ ମାନଙ୍କ ମଧ୍ୟ ରୁ କେବଳ ଜଣେ ହିଁ ପଇସା ପାଇପାରିବ । ଜାହାକି ଆପଣ ମାନେ ଚେକ୍ କରିପାରିବେ। ଯେମିତି କି ପୂର୍ବରୁ ପରିବାର ବିଭିନ୍ନ ସଦସ୍ୟ ଙ୍କ ନାମରେ ରହିଥିବାରୁ ପଇସା ଦୁଇରୁ ଅଧିକ ଜଣଙ୍କୁ ମିଳୁଥିଲା । ହେଲେ ବର୍ତମାନ ସମୟରେ ଏହା ନୂଆ ହୋଇଛି ଜାହା ପାଇଁ କେହି ଜଣେ ହିଁ ପଇସା ପାଇବ । ଏହା ସହିତ ଅଯୋଗ୍ୟ ହୀତାଧିକାରୀ ହୋଇଥିଲେ ଆପଣ ମାନଙ୍କର କଟିଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *