ବିଧବା ମହିଳାଙ୍କୁ ରାତିରେ ଦେଖା କରିବାକୁ ଆସିବା ଯୁହଙ୍କୁ ପଡିଲା ମହଙ୍ଗା , ଗାଁ ଲୋକ ଧରି କରିଦେଲେ ଏମିତି , ସମ୍ପଣ୍ଣ ଘଟଣା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

womae

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ଆମ ସମାଜରେ ଏବେ ଏପରି ଘଟଣା ସବୁ ଘଟୁଛି ଯାହାକୁ ଦେଖିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କେତେବେଳେ କାହା ସହ କଣ ଘଟୁଛି ସେ ନିଜେ ବି ଜାଣିପାରୁ ନାହିଁ । କଥାରେ ଅଛି ପ୍ରେମ ହେଉଛି ଏକ ପବିତ୍ର ବନ୍ଧନ ଓ ପ୍ରେମ କୈାଣସି ଜାତି ଗୋତ୍ର ଦେଖିନଥାଏ । କିନ୍ତୁ ଆଜିର ସମାଜରେ କିଛି ଲୋକମାନେ ଏମିତି ଅଛନ୍ତି ଯେଉଁମାନେ କି ବିବାହିତ ହୋଇ ପିଲାଛୁଆ ଥାଇ ମଧ୍ୟ ଅନ୍ୟ ଜଣଙ୍କୁ ପ୍ରେମ କରୁଛନ୍ତି ଓ ତାଙ୍କୁ ବିବାହ ମଧ୍ୟ କରୁଛନ୍ତି ।

ଆଜି ଆମେ ଏହିପରି ଏକ ଘଟଣା ବିଷୟରେ ଜଣେଇବୁ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ , ଡାହାଣିମରା ଗାଁରେ ପ୍ରେମପାଇଁ ମହାଭାରତ ଭଳି ଘଟଣା ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ ନୀଳଗିରି ଏନଏସି ୧୨ ନମ୍ବର ୱାର୍ଡ ଅନ୍ତର୍ଗତ ଡାହାଣୀମରା ଗାଁରେ ବୁଧବାର ଦିନ ସଜନାଗଡ ପଞ୍ଚାୟତ ଅନ୍ତର୍ଗତ ନୂଆସାହି ଗ୍ରାମରେ ଜଗନ ମଢେଇ ନାମକ ଜଣେ ଯୁବକ ଜଣେ ବିଧବା ମହିଳାଙ୍କ ଘରକୁ ଯାଇଥିଲେ। ଜଗନ ପ୍ରତିଦିନ ସେହି ବିଧବା ମହିଳାଙ୍କ ଘରକୁ ଯାଉଥିଲେ , ଜଗନ ତାଙ୍କ ଘରକୁ ବାରମ୍ବାର ଆସୁଥିବା ଯୋଗୁଁ ଗ୍ରାମବାସୀମାନେ ସନ୍ଦେହ କରିଥିଲେ ।

wo

 

ଜଗନ ଦେଖା କରିବାକୁ ଆସିବା ସମୟରେ ଗ୍ରାମବାସୀ ମାନେ ତାଙ୍କୁ ସନ୍ଦେହ କରି ତାଙ୍କ ପିଛା କରିଥିଲେ । ଗ୍ରାମବାସୀ ଯୁବକଙ୍କୁ ସେହି ମହିଳାଙ୍କ ଘରକୁ ଯାଉଥିଲେ , ସେଥିପାଇଁ ଗ୍ରାମବାସୀ ମାନେ ଜଗନଙ୍କୁ ଧରି ଆଣି ଏକ ଘରେ ତାଲା ପକାଇ ଦେଇଥିଲେ । କିନ୍ତୁ ଯେତେବେଳେ ଗ୍ରାମବାସୀ ମାନେ ଯୁବକଙ୍କୁ ଏବିଷୟରେ ପଚାରିଥିଲେ , ଯୁବକ ଜଣଙ୍କ କହିଥିଲେ ସେ ବିଧବା ମହିଳାଙ୍କୁ ଭଲ ପାଆନ୍ତି ଓ ମହିଳା ଜଣଙ୍କ ମଧ୍ୟ ତାଙ୍କୁ ବହୁତ ଭଲ ପାଆନ୍ତି ।

ସେହି ବିଧବା ମହିଳାଙ୍କ ଗୋଟିଏ ଝିଅ ମଧ୍ୟ ଅଛି ଓ ଜଗନ ମଧ୍ୟ ବିବାହିତ ଓ ତାଙ୍କର ମଧ୍ୟ ପିଲାଛୁଆ ଅଛନ୍ତି।ଜଗନ ବିଧବା ମହିଳା ଉଭୟଙ୍କ ଭଲ ପାଇବା ଦେଖି ଗ୍ରାମବାସୀ ସକାଳ ପର୍ଯ୍ୟନ୍ତ ଯୁବକଙ୍କୁ ଗୋଟିଏ ରୁମରେ ଅଟକ ରଖିଥିଲେ । ସକାଳ ହେବାପରେ ଗ୍ରାମବାସୀ ମାନେ ଏକ ବୈଠକରେ କରିଥିଲେ ।

ସେହି ବୈଠକରେ ପୂର୍ବତନ ଏନଏସି ନଗରପାଳ ରାଧାଗୋବିନ୍ଦ ଖଟୁଆ, ସମରେନ୍ଦ୍ର ଜେନା, ନୀଳ ସିଂ ପ୍ରମୁଖ ଉପସ୍ଥିତ ରହି ଘଟଣାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ବୈଠକରେ ଉଭୟ ବିବାହ କରିବାକୁ ଜିଦ ଧରିଥିଲେ , ଯେଉଁଥିପାଇଁ ତାଙ୍କ ନିଷ୍ପତ୍ତିକୁ ଗ୍ରାମବାସୀ ସମ୍ମାନ ଜଣାଇଥିଲେ । ତାପରେ ଜଗନ ଓ ବିଧବା ମହିଳାଙ୍କ ବିବାହ କରିବାକୁ ପରାମର୍ଶ ଦେଇଥିଲେ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *