( ଡାଇବେଟିସ ଥିଲେ ) ଖାଆନ୍ତୁ ନାହିଁ ଏହି 4ଟି ଖାଦ୍ୟ |

Diabetes

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡାଇବେଟିସ୍ ଏକ ଏମିତି ରୋଗ ଅଟେ ଜାହା ବିଭିନ୍ନ ପ୍ରକାରର ରୋଗ କୁ ଜନ୍ମ ଦେଇଥାଏ । ଏଣୁ ଡାଇବେଟିସ୍ କୁ ସବୁ ସମୟ ରେ ନିୟନ୍ତ୍ରଣ ରେ ରଖିବା ନିହାତି ଆବଶ୍ୟକ ଅଟେ । ଏହି ଡାଇବେଟିସ୍ ରୋଗ କୁ ସଂମ୍ପର୍ଣ୍ଣ ଭାବେ ଭଲ କରିବା ଅସମ୍ଭବ ଅଟେ । କିନ୍ତୁ ଜିବନ ପ୍ରଣାଳୀ ଏବଂ ଖାଦ୍ୟ ପେୟ ରେ ପରିବର୍ତନ କରି ଆପଣ ମାନେ ଏହି ରୋଗ କୁ ନିୟନ୍ତ୍ରଣ କରିପାରିବେ । ଆମେ ଆଜି ଆପଣ ମାନଙ୍କୁ କିଛି ଖାଦ୍ୟ ବିଷୟ ରେ କହିବୁ ଜାହାକୁ କେବେ ବି ଡାଇବେଟିସ ଥିଲେ ଖାଆନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିନେବା

ଆଳୁ : ବନ୍ଧୁଗଣ ଡାଇବେଟିସ ହୋଇଥିଲେ କେବେ ବି ଆଳୁ ଖାଇବା ଉଚିତ୍ ନୁହେଁ । କାରଣ ଆଳୁ ରେ କାରିବହାଡ୍ରେଟ ବା ଶେତ୍ୱସାର ର ମାତ୍ରା ଅଧିକ ପରିମାଣ ରେ ରହିଛି ଜାହା ଆପଣ ମାନଙ୍କ ରକ୍ତ ରେ ସୁଗାର ର ଲେବୁଲ କୁ ବଢେଇବାରେ ସାହାଯ୍ୟ କରେ । ସେହି ପରି ଆଳୁ ରେ କାର୍ବୋହାଇଡ୍ରେଟ୍ ର ମାତ୍ରା ଅଧିକ ପରିମାଣ ରେ ରହିଥିବାରୁ ଏହା ହୃଦରୋଗ ବା କ୍ୟନସର ଭଳି ରୋଗ ସୃଷ୍ଟି କରେ ।

Potatoes

ମଇଦା ରୁ ତିଆରି ଖାଦ୍ୟ ।
ମଇଦା ରୁ ତିଆରି ଖାଦ୍ୟ ଯଥା ପାଉଁରୁଟୀ , ଟୋଷ୍ଟ ବିସକୁଟ ଇତ୍ୟାଦି ଅଧିକ କ୍ଷେତି କାରକ ହୋଇଥାଏ । ମଇଦାରେ ରିଫାଇନ କାର୍ବୋହାଇଡ୍ରେଟ୍ ର ମାତ୍ରା ଅଧିକ ପରିମାଣ ରେ ରହିଥିବାରୁ ଏହା ଶରୀର ରେ ସର୍କରା ର ପରିମାଣ ରେ ବୃଦ୍ଧି କରେ । ଜାହା ଡାଇବେଟିସ୍ ରୋଗୀ ପାଇଁ ବହୁତ କ୍ଷେତି କାରକ ଅଟେ ।

ଟ୍ରାସପେଡ୍ ଯୁକ୍ତ ଖାଦ୍ୟ ।
ଟ୍ରାସପେଡ୍ ଯୁକ୍ତ ଖାଦ୍ୟ ଏମିତି ଖାଦ୍ୟ ଡାଇବେଟିସ୍ ରୋଗୀ ମାନଙ୍କ ପାଇଁ ବିଷ ସଦୃଶ ହୋଇଥାଏ । ସାଧାରଣ ଭାବେ ବର୍ତମାନ ସମୟ ରେ ବଜାର ରେ ବୀକ୍ରି ହେଉଥିବା ସମସ୍ତ ତେଲଭାଜୀ ଖାଦ୍ୟ ଟ୍ରାସପେଡ୍ ଯୁକ୍ତ ଖାଦ୍ୟ ଅଟେ ଜାହାର ସେବନ କରିଲେ ଆପଣ ମାନଙ୍କ ଡାଇବେଟିସ୍ ର ରୋଗ ବୃଦ୍ଧି ହୁଏ । ତେବେ ଏହି ପରି ଖାଦ୍ୟ କେବେ ବି ସେବନ କରନ୍ତୁ ନାହିଁ ।

Transparent food.

ସେହି ପରି ପ୍ୟେକେଟ୍ ରେ ବୀକ୍ରି ହେଉଥିବା ସ୍ନାକ୍ସ କୁ କେବେ ବି ବଜାର ରୁ କିଣି କରି ଡାଇବେଟିସ୍ ରହି ଥିବା ଲୋକ ମାନେ ସେବନ କରିବା ଉଚିତ୍ ନୁହେଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *