ସିଙ୍ଗାପୁର ର ଏହି ୬ଟି ଅଜବ ନିୟମ ବିଷୟରେ ଜାଣିଲେ ମୁଣ୍ଡ ଘୁରେଇଯି

Singapore

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସିଙ୍ଗାପୁର ନାମ ସୁଣିବା ମାତ୍ରେ ସେଠାରେ କେମିତି ଛୁଟି କଟେଇବେ ସେହି ଉପରେ ଆମର ଚିନ୍ତା ପ୍ରକୋଟ ହୋଇଯାଏ । ଯଦି ଆପଣ ମାନେ ଛୁଟି କଟେଇବାକୁ ସିଙ୍ଗାପୁର ଜାଉଛନ୍ତି । ତେବେ ଏହି ଖବର ଆପଣ ମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଆମେ ମାନେ ଜାଣିଛେ ସିଙ୍ଗାପୁର ରେ ଅପରାଧ ମାମଲା ବହୁତ କମ୍ ଅଟେ ।

ହେଲେ ଆପଣ ମାନେ ଜାଣିନଥିବେ ସେଠାରେ ସାମାନ୍ୟ ଭୁଲ ବି ଆପଣ ମାନଙ୍କୁ ଜେଲ ପଠେଇ ଦେଇପାରେ । ତେବେ ଆମେ ଆପଣ ମାନଙ୍କୁ ସେଠାକାର କିଛି ତଥ୍ୟ ବିଷୟ ରେ ସୂଚନା ଦେବାକୁ ଚାହିଁବୁ ଜାହା ଆପଣ ମାନଙ୍କ ଜାଣି ରଖିବା ନିହାତି ଜରୁରୀ । ତେବେ ପ୍ରଥମେ ବନ୍ଧୁଗଣ ଆପଣ ମାନେ ସିଙ୍ଗାପୁର ରେ ନିଜର ଘର ମଧ୍ୟରେ ବିନା କପଡା ରେ ରହିପାରିବେ ନାହିଁ । ଅର୍ଥାତ ଘର ମଧ୍ୟରେ ବି ଆପଣ ମାନେ କପଡା ପିନ୍ଧିବା ବାଧ୍ୟତା ମୂଳକ ଅଟେ ।

Singapore

ଯଦି ନିୟମ ଉଲଙ୍ଘନ କରନ୍ତି ତେବେ ଆପଣ ମାନଙ୍କୁ ହଇରାଣ ହେବାକୁ ପଡିପାରେ । ଏଠାକାର ସରକାର ଆପଣ ମାନଙ୍କ ଘର ଉପରେ ବି ନଜର ରଖିଥାନ୍ତି । ଯଦି ଆପଣ ମାନେ ଏଠାରେ ଘର ମଧ୍ୟରେ ବିନା କପଡା ରେ ରୁହନ୍ତି ତେବେ ଆପଣଙ୍କ ବିରୋଧ ରେ ପର୍ନଗ୍ରାଫି ମକର୍ଦ୍ଧମା ଲାଗିବ । ମନେ ଗାଧୁଆ ଘରେ ବି ସତର୍କତା ଅବଲମ୍ବନ କରିବେ ।

ଏହା ସହିତ ଆପଣ ମାନେ ଅନ୍ୟର ୱାଇଫାଇ ବ୍ୟବହାର କରିପାରିବେ ନାହିଁ । ସର୍ବସାଧାରଣ ରେ ସିଗାରେଟ ପିଇଲେ ଜେଲ ଏବଂ ଜୋରିମାନା ଲାଗିପାରେ । ସେହି ପରି ଛୁଇଙ୍ଗମ୍ ବିକିଲେ ଖାଇଲେ ହୋଇପାରେ ଜେଲ୍ ଏହାକୁ ସେଠାରେ 2004 ରେ ଲାଗୁ କରାଜାଇଛି ।

Singapore man

ନିୟମ ଉଲଙ୍ଘନ କରିଲେ ଅଧିକାରୀଙ୍କୁ 50 ହଜାର ଟଙ୍କା ଜୋରିମାନା ଏବଂ ସବୁଲିଙ୍ଗି ଯୈନ ସଂମ୍ପର୍କ କୁ ମନା କରାଜାଇଛି । ଏହି ସଂମ୍ପର୍କ ରେ ସରକାର ଜାଣିଲେ 2 ବର୍ଷ ଜେଲ ଦଣ୍ଡ । ମନେ ମନେ ଗୀତ ଗାଈଲେ 3 ବର୍ଷ ଜେଲ ଦଣ୍ଡ ହେବାର ନିୟମ ରହିଛି । ଏବଂ ସର୍ବସାଧାରଣ ରେ ଛେପ ପକେଇଲେ 70 ହଜାର ଟଙ୍କା ଜୋରିମାନା ଲାଗିଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *