ଅରିନ୍ଦମ ଦାସ ଙ୍କ ମୃତ୍ୟୁ ପରେ କିପରି ଅଛନ୍ତି ତାଙ୍କ ପରିବାର ଦେଖିଲେ ଆଖିରେ ଲୁହ ରହିବ ନାହିଁ

Arindam Das

ଆପଣ ସମସ୍ତଙ୍କୁ ଆମ ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଟିଭି ସାମ୍ବାଦିକ ଅରବିନ୍ଦମ୍ ଦାସ ଙ୍କ ପରିବାର ବିଷୟ ରେ ଜାଣିବା କି ବର୍ତମାନ ସେମାନେ କେଉଁଭଳି ପରିସ୍ଥିତି ରେ ରହିଛନ୍ତି । ଆଉ ତାଙ୍କର ଜିବନୀ ବିଷୟ ରେ ସଂମ୍ଫର୍ଣ୍ଣ ବିବରଣି ଜାଣିବା । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ଦୁଇଦିନ ତଳେ ଗୋଟିଏ ହାତୀ ରେସ୍କ୍ୟୁ କରିବା ସମୟରେ ଓଟିଭି ରିପୋର୍ଟର ଅରବିନ୍ଦମ୍ ଦାସ ଙ୍କର ମହାନଦୀ ରେ ମୃତ୍ୟୁ ହୋଇଛି ।

ଆଉ ତାଙ୍କର ମୃତ୍ୟୁ ପରେ ସଂମ୍ପର୍ଣ୍ଣ ଓଟିଭି ଏବଂ ସାରା ଓଡିଶା ଦୁଖଃରେ ଭାଙ୍ଗି ପଡିଥିଲା । ଏବଂ ଏହା ସହିତ ତାଙ୍କର ପରିବାର ବି ଅରବିନ୍ଦମ୍ ଦାସ ଙ୍କ ମୃତ୍ୟୁ ପରେ ଭାଙ୍ଗିଜାଇଛି । ଏବଂ ତାଙ୍କର ପରିବାର ରେ ତାଙ୍କର ସ୍ତ୍ରୀ ଏବଂ ଅଢେଇ ବର୍ଷ ର ଏକ ଝିଅ ଏବଂ ତାଙ୍କର ଭଉଣୀ ଏବଂ ଭିଣେଇ କହିବାକୁ ଗଲେ ଚଳେ । ଅରବିନ୍ଦମ୍ ଦାସ ତାଙ୍କ ବାପାଙ୍କର ଏକ ମାତ୍ର ପୁଅ ଏବଂ ତାଙ୍କର ବୟସ 39 ବର୍ଷ ଏବଂ ଏହି ବୟସ ରେ ସେ ବହୁତ ସାହାସୀକତା ର କାର୍ଯ୍ୟ କରିଛନ୍ତି ।

Arindam Das

ସବୁ ସମୟ ରେ ସେ ଗ୍ରାଉଣ୍ଡ ଜିରୋ ରୁ ସାହାସିକତା ର ସହିତ ନ୍ୟୁଜ୍ ଦେଇଥାନ୍ତି । ଗତ ଦୁଇ ଦିନ ତଳେ ହାତୀ ରସ୍କ୍ୟୁ କରିବା ସମୟ ରେ ସେ ନଦୀ ଭିତରକୁ ଜାଇ ସେ ପାଖରୁ ଜାଇ ରିପୋର୍ଟିଂ କରିଥିଲେ । ଏବଂ ଏହା ପରେ ସେହିଠାରେ ତାଙ୍କର ବୋଟ ଦୂର୍ଘଟଣା ଗ୍ରସ୍ଥ ହୋଇଥିଲା । ଏବଂ ସେହିଥିରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ବର୍ତମାନ ସମୟ ରେ ପରିବାର ଲୋକ ମାନେ ଦୁଖଃରେ ରହିଛନ୍ତି ।

ଆପଣ ମାନେ ଏଠାରେ ନିଶ୍ଚିତ ଭାବେ ଦେଖିବାକୁ ପାଉଥିଲେ ସେମାନେ କେଉଁ ପରି ଭାବେ ପାଣି ମଧ୍ୟରେ ସଂଘର୍ଶ କରୁଥିଲେ । ଏବଂ ବୋଟ ରେ 7 ଜଣ ଜାଇଥିବା ବେଳେ ସେହିଥିରୁ 2 ଜଣ ମୃତ୍ୟୁ ବରଣ କରିଥିଲେ । ଆଉ 5 ଜଣ ବର୍ତମାନ ସମୟ ରେ ବଞ୍ଚିଜାଇଛନ୍ତି ।

Arindam

ଏପଟେ ଯେଉଁ ହାତୀ ପାଇଁ ସମସ୍ତେ ଏତେ ପରିମାଣ ରେ ପରିଶ୍ରମ କରିଥିଲେ ସେ ହାତୀଟି ବି ଆଜି ମୃତ୍ୟୁ ବରଣ କରିଛି । ଏବଂ କଟକ ର ଜୋବ୍ରା ଆନିକଟ ପାଖରେ ହାତୀ ଟି ଲାଗିଥିବାର ଦେଖିବାକୁ ମିଳିଛି । ତେବେ ହାତୀ ମରିବା ସହିତ ବହୁମୂଲ୍ୟବାନ ମଣିଷ ଜିବନ ବି ଚାଲିଜାଇଛି ଏଥିରେ ଜାହା ପାଇଁ ସାରା ଓଡିଶା ଏବେ ଦୁଖଃ ପ୍ରକାଶ କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *