ଜାଣନ୍ତୁ ଈ-ଶ୍ରମ କାର୍ଡ ଆବେଦନ ର ଶେଷ ତାରିଖ କାଲି , ଏମିତି କରନ୍ତୁ ଆପ୍ଲାୟ ନିଜର ମୋବାଇଲ ରେ ।

e-shram card

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ୱେବ ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଈ-ଶ୍ରମ କାର୍ଡ କୁ ନେଇ ଆସିଲା ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ଖବର ଈ-ଶ୍ରମ କାର୍ଡ ରେ ଆପଣ ମାନେ ବର୍ତମାନ ପର୍ଯ୍ୟନ୍ତ ପଞିକରଣ କରିନଥିଲେ ଆପଣ ମାନେ ଯଥା ଶୀଘ୍ର ପଞିକରଣ କରନ୍ତୁ କାରଣ ଏହି ଈ-ଶ୍ରମ କାର୍ଡ ର ଆବେଦନ ର ଶେଷ ତାରିଖ ଆଉ ଦୁଇ ଦିନ ମଧ୍ୟରେ ଶେଷ ହେବାକୁ ଯାଉଛି । ତେଣୁ ଆପଣ ମାନେ ଏହିଥିରେ ପଞିକରଣ କରିନଥିଲେ ନିଶ୍ଚିତ ପଞିକରଣ କରିନିଅନ୍ତୁ ।

shram card

ସେମିତି ରେ ଆସନ୍ତୁ ଜାଣିନେବା ଏହି ଈ-ଶ୍ରମ କାର୍ଡ କୁ ପଞିକରଣ କରିବାର ପୂର୍ବରୁ ବର୍ତମାନ ପର୍ଯ୍ୟନ୍ତ କେତେଜଣ ପଞିକରଣ କରିସାରିଛନ୍ତି । ଏବଂ ଏହିଥିରେ ମିଳୁଥିବା ସୁବିଧା ସୁଯୋଗ ବିଷୟ ରେ ଆମେ ଆଲୋଟନା କରିବୁ । 14,12,858 ଲୋକ ମାନେ ପଞିକରଣ କରିସାରିଛନ୍ତି । ଯଦି ଆପଣ ମାନେ ଏବେ ଯାଏ ପଞିକରଣ କରିନାହାଁନ୍ତି ତେବେ ଅନଲାଇନ୍ ମାଧ୍ୟମରେ ପଞିକରଣ କରିନିଅନ୍ତୁ ।

ତେବେ ଏହି ଇ- ଶ୍ରମ କାର୍ଡ ଯୋଜନା ମାଧ୍ୟମରେ ଯଦି କୌଣସି ଶ୍ରମିକ କାର୍ଯ୍ୟ କରିଥିବା ସମୟରେ ମୃତ୍ୟୁ ବରଣ କରେ ତେବେ ତାଙ୍କର ପରିବାର 2 ଲକ୍ଷ ଟଙ୍କା ସହାୟତା ରାଶି ପାଇ ପାରିବେ ବୋଲି ଏହି ଯୋଜନାରେ ଅନ୍ତର୍ଭୁକ୍ତ ରହିଛି। ଏହା ସହିତ ଏହି ଯୋଜନାରେ ଏହା ମଧ୍ୟ ଅନ୍ତର୍ଭୁକ୍ତ ରହିଛି କି ଯଦି କେହି କାର୍ଯ୍ୟ କରୁଥିବା ସମୟରେ କିଛି ଦୁର୍ଘଟଣାର ସମ୍ମୁଖୀନ ହୋଇ ଥାନ୍ତି ତେବେ ତାଙ୍କୁ କିଛି ସହାୟତା ରାଶି ପ୍ରଦାନ କରାଯିବ।

card

ଏହା ସହିତ ଆପଣ ଯଦି ଏହି ଇ- ଶ୍ରମ କାର୍ଡ କରିବେ ତେବେ ଆପଣଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାରଙ୍କ ତରଫରୁ ସହାୟତା ମଧ୍ୟ ପ୍ରଦାନ କରାଯାଇ ପାରିବ। ଏହା ସହିତ ସରକାରଙ୍କ ଏହି ଯୋଜନା ଫଳରେ ବର୍ତ୍ତମାନ ଅନେକ ଲୋକ ଉପକୃତ ହେବା ସହିତ ସେମାନେ ଏହି ଯୋଜନାରେ ଅଂଶ ଗ୍ରହଣ କରିବାକୁ ଇଚ୍ଛୁକ ଅଛନ୍ତି। ତେବେ ସମସ୍ତ ଶ୍ରମିକ ବର୍ତ୍ତମାନ ସରକାରଙ୍କ ଏହି ପଦକ୍ଷେପରେ ଅନେକ ଖୁସି ଥିବା ବେଳେ ସେମାନେ ବର୍ତ୍ତମାନ ଏହି ଯୋଜନାରେ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *