Biju Swasthya Card :- ମାଗଣା ରେ ମିଳିବ ଦଶ ଲକ୍ଷ ଟଙ୍କାର ଲାଭ ଆପଣ କିପରି ଆବେଦନ କରିବେ କଣ ରହିଛି ଲାଭ ଜାଣିବା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଯୁ ସ୍ୱାସ୍ଥ୍ୟ ଯୋଜନା ଅନୁସାରେ ଏହି କାକ୍ଡ କୁ 1 ସେପ୍ଟେମ୍ବର ଠାରୁ ସବୁ ଲୋକ ମାନଙ୍କୁ ଉପଲବ୍ଧ କରେଇ ଦିଆଜାଇଛି । ଆମେ ଆପଣ ମାନଙ୍କୁ ଏହି ବିଷୟ ରେ ଜଣେଇବୁ । ଯେଉଁ ଥିରେ ଆପଣ ମାନେ କଣ ଫାଇଦା ପାଇବେ , କେଉଁ ମାନେ କରିପାରିବେ , ଏବଂ କିପରି ଆପଣ ମାନେ ମାଗଣା ଚିକିତ୍ସା ପାଇଁବେ ସେହି ବିଷୟ ରେ ସୂଚନା ଦେବୁ ।

ଯଦି ଆପଣ ମାନଙ୍କ ପାଖରେ ପାଖରେ ଆଗରୁ ବିଜୁ ସ୍ୱାସ୍ଥ୍ୟ ଯୋଜନର କାର୍ଡ ଅଛି କିମ୍ବା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡ ରହିଛି ତେବେ ଆପଣ ମାନେ ଏହି କାର୍ଡ କୁ ବି 1 ସେପ୍ଟେମ୍ବର କୁ ପାଇପାରିବେ । ଏଥିରେ ପ୍ରତ୍ୟୋକ ହୀତାଧିକାରୀ ତାଲିକା ଭୁକ୍ତ ମାନଙ୍କୁ 5 ଲକ୍ଷ ଏବଂ ଏହା ସହିତ ସେମାନଙ୍କ ପରିବାର ଲୋକ ମାନଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଉପଲବ୍ଧ କରେଇ ଦିଆଯିବ ।

Card

ଆପଣ ମାନେ ଏଥିରେ ଯେକୈଣସି ସରକାରୀ ଡାକ୍ତର ଖାନା ଯିବେ ଆପଣ ମାନଙ୍କ ମାଗଣା ଚିକିତ୍ସା ହେବ । ଏହା ସହିତ ଆପଣ ମାନେ ତାଲିକା ଭୁକ୍ତ ପ୍ରାଇଭେଟ ହସ୍ପିଟାଲ ଯାଉଛନ୍ତି ତେବେ ସେଠାରେ ବି ଆପଣ ମାନଙ୍କର 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା କରେଇ ଦିଆଯିବ । ଏହା ସହିତ ସେମାନଙ୍କ ପରିବାର ଲୋକ ମାନଙ୍କୁ ଅତ୍ୟାଧିକ ଭାବେ 5 ଲକ୍ଷ ଟଙ୍କା ବି ବେନିଫିଟ ଆକାର ରେ ପ୍ରଦାନ କରାଯିବ । ସବୁ କାର୍ଡ ରେ 10 ଲକ୍ଷ ଟଙ୍କା ଯାଏ ଲିମିଟ ରହିବ ।

କେଉଁ ମାନେ ଏହାର ଫାଇଦା ଉଠେଇବେ : – ଯେକୈଣସି ଫେମିଲି ଏହିଥିରେ ସରକାରୀ କିମ୍ବା ବେସରକାରୀ ହସ୍ପିଟାଲ ରେ ମାଗଣା ଚିକିତ୍ସା ପାଇବେ । ଏହା ସହିତ ଯେଉଁ ମାନଙ୍କ ପାଖରେ ଏନ ଏଫ ଏସ ଏସ କାର୍ଡ ଅଛି କିମ୍ବା ଏସ ଏଫ ଏସ ଏ କାର୍ଡ ରହିଛି ସେମାନଙ୍କ ପାଇଁ କୈଣସି ଡିମାଣ୍ଡ ରହିନାହିଁ । ହେଲେ ଏହା ବ୍ୟତିତ ଆପଣ ମାନଙ୍କ ପାଖରେ NFSA କିମ୍ବା SFSA କାର୍ଡ ରହିଛି ତେବେ ଆପଣ ମାନେ ପ୍ରାଇଭେଟ ଡାକ୍ତରଖାନା ରେ ମାଗଣା ଚିକିତ୍ସା ପାଇ ପାରିବେ ।

naveen patnaik

ବେନିଫିଟ କଣ :- କହିଦେବୁ କି ଏଥିରେ ଆପଣ ମାନଙ୍କୁ ସବୁକିଛି ମାଗଣା ମିଳିବ। ଏହା ସହିତ ଆପଣ ମାନେ ଏହି ଯୋଜନା ମଧ୍ୟରେ ଆସୁଛନ୍ତି ଏବଂ ଆପଣ ମାନଙ୍କ ପାଖରେ NFSA କିମ୍ବା SFSA କାର୍ଡ ରହିଛି ତେବେ ଆପଣ ମାନେ ଓଡିଶା ବାହାରେ ବି ଏହାର ସୁବିଧା ଉଠେଇ ପାରିବେ । ସେହି ପରି ବନ୍ଧୁଗଣ ଯେଉଁ ମାନଙ୍କ ପାଖରେ NFSA କିମ୍ବା SFSA କାର୍ଡ ରହିଛି ଏବଂ ସେମାନେ ଓଡିଶା ବାସିନ୍ଦା ଏହା ସହିତ BSKY କାର୍ଡ ରହିଛି ତେବେ ସେହି ମାନେ ହିଁ ଏହି ସବୁ ଲାଭ ଉଠେଇ ପାରିବେ ।

ଏହି ଥିରେ ଆପଣ ମାନେ ସୁବିଧା ଉପଲବ୍ଧ କରେଇବା ପାଇଁ ଆପଣ ମାନେ ଏମାର୍ଜେନ୍ସି ରେ ହସ୍ପିଟାଲ ରେ ରୋଗୀ ଙ୍କୁ ଭର୍ତି କରିବାର 72 ଘଣ୍ଟା ମଧ୍ୟରେ BSKY ଅଫିସ୍ ରେ ଆପଣ ମାନଙ୍କୁ ଏକ ଚିଠି ପ୍ରଦାନ କରିବାକୁ ପଡିବ ଜାହା ପରେ ଆପଣ ମାନେ ସେହିଥିରେ ଏହି ସବୁଧା ପ୍ରାପ୍ତ କରିପାରିବେ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *