ଏମିତି ଜାଣନ୍ତୁ ଆପଣଙ୍କ ଆଧାର କାର୍ଡରେ କେତୋଟି ସିମ୍ ରେଜିଷ୍ଟର ଅଛି ।

sim

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ କରୁଛୁ ବନ୍ଧୁଗଣ । ଆପଣ ମାନେ ସମସ୍ତ ଙ୍କ ପାଖରେ SIM CARD ନିହାତି ଥିବ ଆଉ ଏହି SIM CARD ନେବାକୁ ହେଲେ ଆମକୁ କିଛି ଡକ୍ୟୁମେଣ୍ଟ ଦେବାକୁ ପଡେ ହେଲେ ଆମର ସେହି ଡକ୍ୟୁମେଣ୍ଟ ରେ କେତେଟି ସିମ୍ କାର୍ଡ ରହିଛି ଆପଣ ମାନେ କେମିତି ଜାଣିବେ । ଯେମିତି କି ଆପଣ ମାନେ କେମିତି ଜାଣିବେ କି ଆପଣ ମାନଙ୍କ ଡକ୍ୟୁମେଣ୍ଟ କୁ ବ୍ୟବହାର କରି ଆଉ କେହି ସିମ୍ କାର୍ଡ ନେଇଛନ୍ତି କି ନାହିଁ ଜାଣିବେ କେମିତି ।

ଏହାକୁ ଆପଣ ଚାହିଁଲେ ବନ୍ଦ କରିପାରିବେ । ସଂମ୍ପର୍ଣ୍ଣ ଚେକ୍ ବି କରିହେବ ବାସ୍ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ଯେଉଁଥି ପାଇଁ ଆପଣ ମାନଙ୍କୁ ସରକାର ଙ୍କ ତରଫ ରୁ ଏକ ୱେବ୍ ସାଇଟ୍ ପ୍ରଦାନ କରାଜାଇଥିବା ବେଳେ ସେହିଥିରେ ଆପଣ ମାନେ ଜାଣିପାରିବେ ଆପଣଙ୍କ ଡକ୍ୟୁମେଣ୍ଟ ରେ କେତେଟି ସିମ୍ କାର୍ଡ ରହିଛି ।

ଏହା ପାଇଁ ଆପଣ ମାନଙ୍କୁ ପ୍ରଥମେ ଆପଣ ମାନଙ୍କୁ https://tafcop.dgtelecom.gov.in ରେ ଯିବାକୁ ପଡିବ ଏବଂ ପରେ ସେଠାରେ ଏକ ମୋବାଇଲ ନମ୍ବର ମାଗୁଛି ସେଠାରେ ମୋବାଇଲ ନମ୍ବର ଦେଇ OTP ରିକ୍ୟୁଏଷ୍ଟ କରିବେ । ଏବଂ ପରେ ଆପଣ ମାନେ OTP ସେଠାରେ ଦେବା ପରେ ଆପଣ ମାନଙ୍କ ସାମ୍ନା କୁ ଆପଣ ମାନଙ୍କ ଡକ୍ୟୁମେଣ୍ଟ ରେ କେତେଟି ସିମ୍ କାର୍ଡ ରହିଛି ଆପଣ ମାନଙ୍କ ସାମ୍ନା କୁ ଆସିଯିବ ।

adhar

ସେଠାରେ ଆପଣ ମାନେ ନିଜର ଯେଉଁ ନମ୍ବର ରହିଛି ସେଠାରେ ସେହିଥିକୁ ଛାଡି ଅନ୍ୟ ନମ୍ବର ରହିଥିଲେ ସେଠାରେ ଆପଣ ମାନେ ସରକାର ଙ୍କୁ ସୂଚନା ଦେଇପାରିବେ ତେବେ ଆପଣ ମାନଙ୍କ ଆଧାର ସେହି ନମ୍ବର ରୁ ବାହାରି ଯିବ । ତେବେ ନିଶ୍ଚିତ ଜାଣିପାରିଥିବେ କିଛି ଜାଣିବା କଥା

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *