ସବୁ ଲୋକଙ୍କୁ ମିଳିବ ମାଗଣା 2 ଲକ୍ଷର ଇନ୍ସୁରାନ୍ସ – ଜାଣନ୍ତୁ କେମିତି କରିବେ ।

eShram Card

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଥମେ ଆପଣ ମାନେ ଏହି ଇ-ଶ୍ରମ ରେ ଆପ୍ଲାୟ କରିବା ପାଇଁ eshram.gov.in କୁ ଯିବାକୁ ପଡିବ ଏବଂ ସେଠାରେ ଆପଣ ମାନଙ୍କୁ REGISTER on e-Shram ବୋଲି ଲେଖା ରହିଥିବ ସେଠାରେ କ୍ଲିକ୍ କରିବାକୁ ପଡିବ । ଯେପରି କ୍ଲିକ୍ କରିବେ ସେଠାରେ Self Registration ଅଫସନ ଆସିବ । ଏଠି ଆପଣଙ୍କ ଆଧାର ଲିଙ୍କ୍ ହୋଇଥିବା ମୋବାଇଲ ନମ୍ବର ଦେବାକୁ ପଡିବ ପରେ ତଳେ କେପ୍ଚା ପୂରଣ କରିବେ ଏବଂ ପରେ ସେଣ୍ଡ୍ OTP ରେ କ୍ଲିକ୍ କରିବେ ।

ପରେ OTP ଆସିଲେ ସମିଟ୍ ରେ କ୍ଲିକ୍ କରିବେ ଏବଂ ଆପଣଙ୍କ ସାମ୍ନା ରେ ଆଧାର ନମ୍ବର ଦେବାକୁ ଅଫସନ ଆସିବ ଆପଣ ଦେଇଦେବେ । ଏବଂ ପରେ ଆଧାର ନମ୍ବର ଦେଇଥିବାରୁ ସେହି ମଧ୍ୟରେ ଆଉ ଗୋଟିଏ OTP ଆସିବ ଜାହାକୁ ଆପଣ ମାନେ ପୁଣି ଦେବେ ଏବଂ ଭେଲିଡେଟ୍ ରେ କ୍ଲିକ୍ କରିବେ ।

Card

ତେବେ ଆପଣ ମାନଙ୍କ ରେଜିଷ୍ଟେସନ ପକ୍ରିୟା ଆରମ୍ଭ ହେବ ଆପଣଙ୍କ ଆଧାର ର ସବୁ ଡିଟେଲ୍ସ ମାନ ଆସିବ ଆପଣଙ୍କ ଫୋଟ ବି ପଳେଇ ଆସିବ । ପରେ ତଳ ଷ୍ଟେପ୍ ରେ ପର୍ସିନାଲ ଇନଫର୍ମେସନ ଆସିବ ସେଠାରେ ନିଜପ ମୋବାଇଲ ନମ୍ବର କୁ ଆପଡେଟ୍ କରିବେ , ଏମିତି ରେ ଆପଣ ମାନଙ୍କୁ ସବୁ ବ୍ଲାଙ୍କ୍ କୁ ପୂରଣ କରିବା ଜରୁରୀ ନୁହେଁ କିନ୍ତୁ ବକ୍ସ ପାଖରେ ଦିଆଜାଇଥିବା ରେଡ୍ ଷ୍ଟାର ବକ୍ସ କୁ ଫିଲପ୍ କରିବା ଜରୁରୀ ଅଟେ ।

ତେବେ ଆପଣ ମାନେ ସେହି ସବୁ କୁ ପୂରଣ କରିବେ ସେଭ୍ ଏବଂ କଣ୍ଟନ୍ୟୁ ରେ କ୍ଲିକ୍ କରିବେ । ପରେ ଆପଣଙ୍କ ସାମ୍ନା କୁ ରେସିଡେଣ୍ଟାଲ ଡିଟେଲ୍ସ ସେଠାରେ ନିଜର ସଂମ୍ପର୍ଣ୍ଣ ଆଡ୍ରେସ୍ ଆପଣ ମାନଙ୍କୁ ଫିଲପ୍ କରିବାକୁ ପଡିବ । ସେହି ପରି ଆପଣ ମାନେ ସେଠାରେ ନିଜର ଏଜୁକେସନ କ୍ୱାଲିଫିକେସନ କଣ ତାହାର ତଥ୍ୟ ଦେବେ । ପରେ ଆପଣ ମାନଙ୍କୁ ନିଜର ସ୍କିଲ୍ ବିଷୟ ରେ ବିବରଣି ଦେବାକୁ ପଡିବ କଣ କରୁଛନ୍ତି ।

e-Shram Card

ତଥା ଏହି ପରି ଆପଣ ମାନଙ୍କୁ 7 ଟି ଷ୍ଟେପ୍ କୁ ପୂରଣ କରିବାକୁ ପଡିବ ପରେ ସେଷ ରେ ପୁଣି ଥରେ ଏକ OTP ଭେରିଫିକେସନ ହେବା ପରେ ଆପଣ ମାନଙ୍କ ସାମ୍ନା କୁ ନିଜର ଏହି e-Shram card ଆସିଯିବ ଏବଂ ଆପଣ ମାନେ ଏହାକୁ ଡାଉନଲୋର୍ଡ କରିପାରିବେ ତଥା ଏହାକୁ ଲାମିନେସନ କରି ଘରେ ରଖିପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *