ଗଣେଶ ପୂଜାରେ କରନ୍ତୁ ନାହିଁ ଏହି ୫ଟି ଭୁଲ।

Ganesha ji

ଆମେ ଆଜି ଆଉ ଏକ ନୂଆ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ। ଆଜି ଆମେ ଆପଣଙ୍କ ପାଖରେ ଦୈନନ୍ଦିନ ଜୀବନର ଏକ ବହୁତ ସାଧାରଣ ତଥାପି ବହୁତ ଅଧିକ ଦରକାରୀ ବିଷୟରେ କଥା ହେବାକୁ ଯାଉଛୁ ଯାହା କି ଅଧିକାଂଶ ଲୋକଙ୍କ ପାଖରେ ନଜର ରଖିବା ନିହାତି ଦରକାର। ତେବେ ଆଜି ଆମେ କହିବାକୁ ଯାଉଛୁ ବହୁତ ସାଧାରଣ କଥା ବାବଦରେ ଯାହା କି ଆପଣଙ୍କୁ ଜୀବନରେ ସଫଳତା ଦେଇ ପାରେ ଆଉ ଏହା ବାବଦରେ ଯାହା କି ଆମକୁ ଜାଣିବା ନିହାତି ଦରକାର। ଆମେ ଆଜି ଆପଣଙ୍କ ପାଖରେ ଏହିବର୍ଷ ଗଣେଶ ପୂଜାରେ କରିବାକୁ ଯାଉଥିବା କିଛି କାର୍ଯ୍ୟ ମାନଙ୍କ ବାବଦରେ କହିବାକୁ ଯାଉଛୁ। ତେବେ କଣ ରହିଛି ଏହି କାର୍ଯ୍ୟ ଆସନ୍ତୁ ଜାଣିବା।

ତେବେ ଭଗବାନଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ ନାହିଁ ଆଉ ଆପଣଙ୍କ ଜୀବନ ନା ସଦୃଶ ହେଇଯିବ। ଏହି ବର୍ଷ ଗଣେଶ ଚତୁର୍ଥୀ ସେପ୍ଟେମ୍ବର 10 ତାରିଖରେ ପଡିବାକୁ ଯାଉଛି ଯାହା କି ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଅଟେ। ତେବେ ତାହା ଭିତରେ କିଛି ଏପରି କାର୍ଯ୍ୟ ରହିଛି ଯାହା ଆମକୁ କରିବା ଜମା ବି ଉଚିତ ନୁହଁ। ସବୁ ଦେବା ଦେବୀଙ୍କ ପୂଜାରେ କିଛି ନା କିଛି ସତର୍କତା ରହି ହି ଥାଏ। ଏହାକୁ ଆମେ ଅବଲମ୍ବନ ନ କରିବା ଦ୍ୱାରା ଆମକୁ ବହୁତ କିଛି ଜିନିଷର ସାମ୍ନା କରିବାକୁ ପଡିଥାଏ।

ganesha

ତେବେ ଅଗ୍ରପୂଜ୍ୟ ଗଣେଶଙ୍କର ପୂଜା କରିବାରେ ମଧ୍ୟ କିଛି ସତର୍କତା ଅଛି ଯାହା କି ଆମକୁ ଅବଲମ୍ବନ କରିବା ନିହାତି ଦରକାର। ଆଉ ଏହା ଆମେ ଜାଣିବା ଦ୍ୱାରା ହି ଆମେ ତାଙ୍କର ଉପାସନା କରିବା ଉଚିତ। ତେବେ ଆସନ୍ତୁ ଜାଣିବା।

ପ୍ରଥମ କଥା କି ଆପଣ ଗଣେଶ ପୂଜାରେ ଜମା ବି ତୁଳସୀ ପତ୍ରର ବ୍ୟବହାର କରନ୍ତୁ ନାହିଁ। ଗଣେଶଙ୍କ ପୂଜା କରିବା ଆମ ପକ୍ଷେ ନିହାତି ଦରକାର ମାତ୍ର ଆପଣ ଗଣେଶଙ୍କ ପୂଜାରେ ଯେତେ ସମ୍ଭବ ଫୁଲ ଅଥବା ଫଳ ମାନଙ୍କର ବ୍ୟବହାର କରନ୍ତୁ। ଆପଣ ଗଣେଶଙ୍କ ପୂଜାରେ ତୁଳସୀର ବ୍ୟବହାର କରନ୍ତୁ ନାହିଁ କାରଣ ଏହାଦ୍ୱାରା ଆପଣଙ୍କୁ ପାପ ଲାଗିପାରେ।

ganesha

ଗଣେଶ ଚତୁର୍ଥୀ ଦିନ ଘର ମାନଙ୍କରେ ଗଣେଶଙ୍କର ମୂର୍ତ୍ତି ସ୍ଥାପନ କରା ଯାଇଥାଏ ମାତ୍ର ଏହଦିନ ଭୁଲ ରେ ବି ଜହ୍ନ ଦେଖିବା ଉଚିତ ନୁହଁ । କୁହା ଯାଇଥାଏ କି ଯିଏ ବି ଏହି ଦିନ ଜାଣତରେ ହେଉ ଅଥବା ଅଜାଣତରେ, ଜହ୍ନ ଦେଖିନିଏ, ତାହା ଉପରେ ମିଥ୍ୟର ଅଭିଯୋଗ ଲାଗିଯାଏ।

ଏହି ଦିନରେ ଆପଣ ମୂଳା ଭକ୍ଷଣ କରନ୍ତୁ ନାହିଁ। କାରଣ ଏହା କରିବା ଦ୍ୱାରା ଆପଣଙ୍କୁ ବର୍ଷ ସାରା ଅନେକ ରୋଗ ଆକ୍ରମଣ କରିଥାଏ।

ଆପଣ ଏହିଦିନରେ ପୂଜା କରୁଥିବା ସମୟରେ ଜମା ବି କଳା ଅଥବା ନୀଳ ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କ କାର୍ଯ୍ୟ ଅସଫଳ ରହିଥାଏ।

Leave a Reply

Your email address will not be published. Required fields are marked *