ସୁଦଶା ବ୍ରତ (ସେପ୍ଟେମ୍ବର ୧୬ )କରନ୍ତୁ ନାହିଁ ଏହି ୩ଟି କାମ ନହେଲେ ସ୍ବାମୀର ହେବ ମୃ-ତ୍ୟୁ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ ବନ୍ଧୁଗଣ ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ 16 ସେପ୍ଟେମ୍ବର 2021 ଦିନ ମାତା ଲକ୍ଷ୍ମୀ ଙ୍କର ଅତି ପ୍ରିୟ ସୁଦଶା ବ୍ରତ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ବ୍ରତ୍ତର ମହତ୍ୱ ଏବଂ ବିବାହିତ ନାରୀ ମାନଙ୍କୁ ଏହି ବ୍ରତ୍ତ କରିଲେ ସେମାନଙ୍କୁ କେଉଁ ପ୍ରକାରର ଫଳ ମିଳେ ସେହି ବିଷୟ ରେ ଜାଣିନେବା ।

mata Lakshmi

ସୁଦଶା ବ୍ରତ ସବୁ ବେଳେ ବହୁତ ଭକ୍ତି ର ସହିତ ପାଳନ କରାଯାଏ । ସୁଦଶା ବ୍ରତ କୁ ଆମର ଓଡିଆଣୀ ମାନେ ପାଳନ କରନ୍ତି । ଘରର ସୁଖ ଶାନ୍ତି କୁ ବଜେଇ ରଖିବା ପାଇଁ ଏହି ବ୍ରତ କୁ ଘରର ଗୃହିଣୀ ମାନେ ଏହି ବ୍ରତ କୁ ପାଳନ କରନ୍ତି । ପୈରାଣିକ ମତ ଅନୁସାରେ ଏହି ବ୍ରତ ପ୍ରଥମେ ବିଦେଗ ର ରାଜା ନଳଙ୍କର ପାଟରାଣୀ ଦୋମୟନ୍ତି କରିଥିଲେ । ସେହି ଦିନ ଠାରୁ ଏହି ବ୍ରତ କୁ ସମସ୍ତ ବିବାହିତ ନାରୀ ମାନେ ଏହାକୁ ପାଳନ କରି ଆସୁଛନ୍ତି ।

ସୁଦଶା ଶବ୍ଦ ର ଅର୍ଥ କଣ ଏବଂ ଏହା କିପରି ପାଳନ କରାଯାଏ । ସୁଦଶା ଶବ୍ଦ ର ଅର୍ଥ ହେଉଛୁ ସୁ, ଅର୍ଥାତ୍ ଶୁଭ ଦ, ର ଅର୍ଥ ହେଲା ଦଶ ଅଙ୍କ , ଏବଂ ଶା ର ଅର୍ଥ ଅନୁଶ୍ୟର ଦୁ ଦଶା କୁ ସୁଦଶା ରେ ପରିପୂର୍ଣ୍ଣ କରିବାର ବ୍ରତ୍ତ ଏହିଥିରେ ଆମକୁ 10 ପାଖୁଡା ପଦ୍ମଫୁଲ , 10 ପାଖୁଡା ମୁରୁଜ , 10 ମୂଖୀ ଦୀପ , 10 ମୁଠା ଚାଉଳ , 10 ଗୋଟି କଦଳୀ , 10 ଗୋଟି ମଣ୍ଡା ସହିତ ମାଆ ଲକ୍ଷ୍ମୀ ଙ୍କର 10 ନାମ ଉଚାରଣ କରି ଏହି ଦିନ 10 ଖିଆ ସୂତା ରେ 10 ଟି ଗଣ୍ଠୀ ପକେଇ ମାଆଙ୍କ ପୂଜା ଅର୍ଚ୍ଚନା କରାଜାଇଥାଏ ।

sudasa Brata

ଏହି ବ୍ରତ କୁ ସେମାନେ ପରବର୍ତି ସୁଦଶା ବ୍ରତ ସହିତ ପାଳନ କରନ୍ତି । ତତା ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ବ୍ରତ ର 10 ଟି ଗଣ୍ଠୀ ଅର୍ଥ ବି ଭିନ୍ନ ଭିନ୍ନ ରହିଛି । ପ୍ରଥମ ଗଣ୍ଠୀ ହେଲା ଲକ୍ଷ୍ମୀ ନାରାୟଣୀ , ଦ୍ୱତୀୟ ହେଲା କୋମଳିନୀ , ତୃତୀୟ ଶ୍ରୀ ହରୀ ପ୍ରିୟା , ଚତୁର୍ଥ , ପଦ୍ମାଳୟା , ପଞ୍ଚମ ହେଉଛି କମଳା , ଷଷ୍ଠ ରେ ହେଲା ଚଞ୍ଚଳା , ସପ୍ତମ ରେ ବିଘ୍ନୋସିନି , ଅଷ୍ଟମ ରେ ସିନ୍ଦୁର ଦୁହ୍ନୋଣୀ , ନବମ ରେ ଦୂର୍ଗତିନାଶିଣୀ ଏବଂ ସେଷ ବା ଦଶମ ଗଣ୍ଠୀ ର ନାମ ବିଷ୍ଣୁ ପାଟରାଣୀ ବୋଲି ଉଚ୍ଛାରଣ କରି ପୂଜା କରାଯାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।b

Leave a Reply

Your email address will not be published. Required fields are marked *