ଗଣେଶ ପୂଜାରେ କରନ୍ତୁ ଏହି ଗୋଟିଏ ଉପାୟ ବଦଳିଯିବ ଆପଣଙ୍କ ଭାଗ୍ୟ !

Ganesha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭଗବାନ ଗଣେଶ ଯେଉଁ ଲୋକଙ୍କ ଉପରେ ପ୍ରଶନ୍ନ ହୁଅନ୍ତି ସେହି ଲୋକ ମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ । ଗଣେଶ ଭଗବାନ ଜିବନ ଆସୁଥିବା ଦୁଖଃ ଏବଂ ଅସୁବିଧା କୁ ଦୂର କରୁଥିବାରୁ ତାଙ୍କୁ ବିଘ୍ନ ହର୍ତ୍ତା ବୋଲି କୁହାଯାଏ । ଶାସ୍ତ୍ର ରେ ଏମିତି ବହୁତ ଗୁଡିଏ ଉପାୟ ରହିଛି ଜାହାକୁ ବ୍ୟବହାର ମଣିଷ ନିଜର ମନସ୍କାମନା ପୂର୍ଣ୍ଣ କରିପାରିବ ।

ଏହି ବର୍ଷ ଗଣେଶ ପୂଜା ସେପ୍ଟେମ୍ବର 10 ଶୁକ୍ରବାର ଦିନ ପଡୁଛି । ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଉପାୟ ବିଷୟ ରେ କହିବା ପାଇଁ ଯାଉଛୁ ଜାହା ମଧ୍ୟରୁ ଆପଣ ମାନେ ଗୋଟିଏ ଉପାୟ ପାଳନ କରିବେ ତେବେ ଆପଣ ମାନଙ୍କ ମନସ୍କାମନା ପୂର୍ଣ୍ଣ ହେବ । ଏବଂ ଭଗବାନ ଗଣେଶ ଆପଣ ମାନଙ୍କ ଜିବନ ରେ ସବୁ ଦୁଖଃ କଷ୍ଟ କୁ ଦୂର କରିବେ ।

ganesha

ତେବେ ପ୍ରଥମ ଉପାୟ ଗଣେଶ ପୂଜା ଦିନରେ ଆପଣ ମାନେ ଗଣେଶ ମତି କୁ ଶୁଦ୍ଧ ଜଳ ରେ ସ୍ନାନ କରାନ୍ତୁ । ଏହା ସହିତ ଆପଣ ମାନେ ଗଣପତି ଙ୍କର ସ୍ତୁତି ପାଳନ କରନ୍ତୁ । ଏହା ପରେ ଆପଣ ଲଡୁ ଭୋଗ ଲଗାନ୍ତୁ ଏହା ଦ୍ୱାରା ଆପଣ ମାନଙ୍କୁ ବିଶେଷ ଲାଭ ମିଳିବ । ଦ୍ୱତୀୟ ରେ ଆପଣ ମାନେ ଧନ ପ୍ରାପ୍ତି ର ଇଚ୍ଛା ରଖୁଥିଲେ ଆପଣ ମାନେ ଭଗବାନ ଗଣେଶ ଙ୍କୁ ଶୁଦ୍ଧ ଘିଅ ଏବଂ ଗୁଡ ର ଭୋଗ ଲଗାନ୍ତୁ । ଏବଂ ପରେ ସେହି ଗୁଡ ଏବଂ ଘିଅ କୁ ଆପଣ ମାନେ ଗାଈ କୁ ଖାଇବାକୁ ଦିଅନ୍ତୁ ।

ଏମିତି କରିଲେ ଆପଣ ମାନଙ୍କ ଜିବନରେ ସବୁ ଦୁଖଃ ଦୂର ହେବା ସହିତ ଆପଣ ମାନଙ୍କୁ ଧନ ପ୍ରାପ୍ତି ହେବ । ସେହି ପରି ତିନି ରେ ଆପଣ ମାନେ ଗଣେଶ ପୂଜା ଦିନରେ ଗଣେଶ ମନ୍ଦିର ଜାଇ ଗଣେଶ ଙ୍କ ଦର୍ଶନ କରି ନିଜର ସାମର୍ଥ୍ୟ ଅନୁସାରେ ଦୁଃଖୀ ଦରିଦ୍ର ଙ୍କୁ ଦାନ କରାନ୍ତି ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କି ଆପଣ ମାନଙ୍କ ଜିବନର ସବୁ ମନସ୍କାମନା କୁ ଭଗବାନ ଗଣେଶ ପୂରଣ କରନ୍ତି ।

ganesha

ସେହି ପରି ଆପଣ ମାନଙ୍କ ଜିବନ ରେ ବିବାହ ଜନିତ ବାଧା ଆସୁଥିଲେ ଆପଣ ମାନେ ହଦଳିଆ ଲଡୁ ସହିତ ପାଚିଲା କଦଳୀ ଭୋଗ ଲଗାନ୍ତୁ । କିଛି ଦିନରେ ଏହି ସମସ୍ୟା ଦୂର କରିବେ ଗଣେଶ ଭଗବାନ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *