ଘରକୁ ଚଢ଼େଇ ଆସିବା ( ଶୁଭ ନା ଅଶୁଭ ) ମିଳିଥାଏ ୫ଟି ସଂକେତ | ନିଶ୍ଚୟ ଦେଖନ୍ତୁ |

bad

ଆପଣ ସମସ୍ତଙ୍କୁ ଆମ ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରକୃତି ଆମକୁ ବହୁତ ଛୋଟ ଛୋଟ କଥାରେ ଭବିଷ୍ୟତ ର ସଂଙ୍କେତ ଦେଇଥାଏ । ଏବଂ ଭବିଷ୍ୟତରେ ଘଟିବାକୁ ଥିବା ଭଲ ଏବଂ ମନ୍ଧର ସବୁ ସଂଙ୍କେତ ର ସଂଙ୍କେତ ଦେଇଥାଏ । ଯଦି ଆମେ ସେହି ସଂଙ୍କେତ କୁ ବୁଝିଜାଆନ୍ତି ତେବେ ଆମ ପାଇଁ ବହୁତ ଭଲ କଥା ହୋଇଥାଏ । କିନ୍ତୁ ବେଳେ ବେଳେ ଆମେ ମାନେ ଏହି ସଂଙ୍କେତ ବୁଝିପାରନ୍ତି ନାହିଁ କିମ୍ବା ଅଣଦେଖା କରିଦିଅନ୍ତି । ଗଛପତ୍ର , ପଶୁପକ୍ଷୀ , ଏବଂ ଜିବଜନ୍ତୁ ତଥା ନିର୍ଜିବ ବସ୍ତୁ କୁ ନେଇ ଆମକୁ ଆମର ଭବିଷ୍ୟତ ବିଷୟ ରେ ଜାଣିବାକୁ ମିଳେ ।

ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଛୋଟ ପକ୍ଷୀ ମାନେ ଚଢେଇ ବିଷୟ ରେ କଥା ହେବା ଏବଂ ସେ ଆମକୁ ଅଜାଣନ୍ତ ରେ ଦେଉଥିବା କିଛି ସଂଙ୍କେତ ବିଷୟ ରେ ଆପଣ ମାନଙ୍କୁ ଜଣେଇଦେବା ।

crow

ପ୍ରଥମେ ହେଲା କାଉ ସାମାନ୍ୟତଃ କାଉ ଏକ ଏମିତି ପକ୍ଷୀ ଜାହା କାହାକୁ ବି ପ୍ରିୟ ନୁହେଁ । କାଉର କର୍କଷ ଶଦ୍ଧ ବି କାହାକୁ ଭଲ ଲାଗେନି । ହେଲେ କାଉ ମଧ୍ୟ ଭବିଷ୍ୟତ ର କଥା କହିଥାଏ । ସେମିତି ରେ ଯଦି ବହୁତ ସାରା କାଉ ଗୋଟିଏ ସ୍ଥାନରେ ଯୋଜ କରି ରାବନ୍ତି ତେବେ ଏହା ବହୁତ ବଡ ବିପଦ ମନାଯାଏ । ସେହି ସ୍ଥାନରେ ବହୁତ ବଡ ବିପଦ ଆସିପାରେ । ସେଥିପାଇଁ ସେହି ସ୍ଥାନରୁ ଜଲ୍ଦି ପଳେଇଯିବା ଉଚିତ୍।

ସେହି ପରି ଉଡି ଜାଉ ଥିବା କାଉ ମୁହଁ ରୁ ହାଡ ବା ମାସଂ ଉପରେ ପଡିଲେ ତାହା ଆସର୍ଣ୍ଣ ବିପଦ ର ସଂଙ୍କେତ ହୋଇ ଥାଏ । ସେହି ପରି କାଉ ଯଦି ରାବି ରାବି ତୁମ ବାମ ଭାଗ ରୁ ଦକ୍ଷିଣ ଭାଗ କୁ ଉଡି ଯାଏ । ତେବେ ଏହା ବହୁତ ହିଁ ଶୁଭ ହୋଇ ଥାଏ ।

ଦକ୍ଷିଣ ଆଫ୍ରିକା ରେ ପେଚା ଙ୍କ ସ୍ୱର ର କୁ ମୃତ୍ୟୁ ର ଶବ୍ଦ ବୋଲି କୁହା ଯାଏ । ଯଦି କେବେ ଘର ଉପରେ ପେଚା ବସି ରାବିବାର ଦେଖିବା ପାଇଁ ମିଳେ । ତେବେ ସେମିତି ବେଳେ ସେହି ଘର ର ମୂଖ୍ୟ ଙ୍କ ମୃତ୍ୟୁ ହେବାର ରହି ଥାଏ । ଯଦି ଆପଣ ମାନଙ୍କ ଘରେ ପ୍ରତିଦିନ କବାଟ ପାଖରେ ବୋବାଉ ଥାଏ ।

owl

ତେବେ ଆପଣ ମାନଙ୍କୁ କହି ଦେବୁ କି ଆପଣ ମାନଙ୍କ ଘରେ ଚୋରୀ ଡକାୟତୀ ର ଆଶଂକା ରହି ଥାଏ । ଯଦି କେବେ ଆପଣ ମାନେ ଯିବା ସମୟ ରେ ଡାହାଣ ପଟରୁ ପେଚା କୁ ଉଡି ଯିବାର ଦେଖନ୍ତି ତେବେ ତାହା ବହୁତ ଅଶୁଭ ହୋଇ ଥାଏ । ସେହି ପରି ମୟୁର ବିଷୟ ରେ କହିଲେ ଆପଣ ମାନେ କୈଣସି ସ୍ଥାନକୁ ଜାଉଥିବା ସମୟ ରେ ମୟୁର ର ଦର୍ଶନ କିମ୍ବା ସ୍ୱର ସୁଣାଗଲେ ଏହା ବହୁତ ଶୁଭ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *