ବାଛନ୍ତୁ ନିଜ ପସନ୍ଦର କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ କିପରି ସ୍ଵଭାବ ର ଅଟନ୍ତି ଆପଣଙ୍କ ପାର୍ଟନର!

ଆପଣ ସମସ୍ତଙ୍କୁ ଆମ ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାଛନ୍ତୁ କୈଣସି ନିଜ ପସନ୍ଦର ନମ୍ବର ଜାଣନ୍ତୁ କିପରି ସ୍ୱଭାବର ହେବେ ଆପଣଙ୍କ ପାର୍ଟନର ଭଲପାଇବା ଏହି ସବୁ ମନୁଶ୍ୟ ଜିବନ ରେ ଥରେ ନା ଥରେ ହୋଇଥାଏ । ମୁନୁଶ୍ୟ ତାର ଜିବନ ରେ କାହାକୁ ନା କାହାକୁ ଭଲପାଇଥାଏ । କିନ୍ତୁ ବ୍ୟକ୍ତିଙ୍କ ଜିବନ ରେ ସତ ପ୍ରେମ ସତ ପ୍ରେମ ପାଇଁ ମୁସକିଲ ହୋଇଥାଏ । ଆଉ କିଛି ଲୋକ ମାନେ ନିଜର ପ୍ରକୃତ ପ୍ରେମକୁ ଖୁସୀରେ ଅତିବାହିତ କରନ୍ତି ।

ଆଜିର ସମୟ ରେ ସବୁଆଡେ ପ୍ରେମ ଏକ ଖେଳ ହୋଇଜାଇଛି । ଜଣଙ୍କୁ ପ୍ରେମ କରିଲେ ତ ଆଉ ଜଣଙ୍କୁ କାଲି ପ୍ରେମ କରିବସିଲେ । କିନ୍ତୁ ସତ ପ୍ରେମ ଏମିତି ହୁଏ ନାହିଁ । ସତ ପ୍ରେମତ ନିଜର ଜିବନ ସାଥି ପାଇଁ ଜିବନ ଦେବା ପାଇଁ ପଛାଏ ନାହିଁ । ତେବେ ଏଠାରେ ଆପଣ ମାନଙ୍କୁ କିଛି ନମ୍ବର ଦିଆଜାଇଛି ବାଛନ୍ତୁ ଏବଂ ଜାଣନ୍ତୁ ଆପଣଙ୍କ ପ୍ରେମିକା କେମିତି ହୋଇଥିବେ ।

love

ତେବେ ଯଦି ଆପଣ ମାନେ 1 ନମ୍ବର କୁ ପସନ୍ଦ କରିଛନ୍ତି ତେବେ ଆପଣଙ୍କ ଲଭର ଲାଜକୂଲା କିଶମର ଅଟନ୍ତି ।

ସେହି ପରି ଯେଉଁ ବ୍ୟକ୍ତି 2 ନମ୍ବର କୁ ବାଛିଛନ୍ତି ସେମାନଙ୍କ ଲଭର ବହୁତ ରୋମାଣ୍ଟିକ୍ ଅଟନ୍ତି ।

ସେହି ପରି ଆପଣ ମାନେ ଯଦି 3 ନମ୍ବର କୁ ବାଛିଛନ୍ତି ତେବେ ଆପଣ ମାନଙ୍କ ଲଭର ବହୁତ ଭାବୁକ କୀଶମ ର ବ୍ୟକ୍ତି ଅଟନ୍ତି ।

ସେହି ପରି ଆପଣ ମାନେ 4 ନମ୍ବର କୁ ବାଛିଛନ୍ତି ତେବେ ଆପଣ ମାନଙ୍କ ଲଭର ପ୍ରେମ ଭରା କ୍ରୋଧ କରନ୍ତି ।

5 ନମ୍ବର କୁ ବାଛିଛନ୍ତି ତେବେ ଆପଣ ମାନଙ୍କ ଲଭର ଜଣେ ଖାଦବ୍ୟ ଅଟନ୍ତି ।

ସେହି ପରି 6 ନମ୍ବର କୁ ବାଛିଛନ୍ତି ତେବେ ଆପଣ ମାନଙ୍କ ଲଭର ବହୁତ ଭଲ ପାଇଥାନ୍ତି ।

loves

7 ନମ୍ବର କୁ ବାଛିଛନ୍ତି ତେବେ ଆପଣ ମାନଙ୍କ ଲଭର ବହୁତ ନିର୍ମଳ ହୃଦୟ ର ବ୍ୟକ୍ତି ଅଟନ୍ତି ।

8 ନମ୍ବର କୁ ବାଛିଛନ୍ତି ତେବେ ଆପଣ ମାନଙ୍କ ଲଭର ଆପଣଙ୍କ ସବୁ ମନ କଥା ବୁଝିଥାନ୍ତି ।

9 ନମ୍ବର କୁ ବାଛିଛନ୍ତି ତେବେ ଆପଣ ମାନଙ୍କ ଲଭର କେୟାର କରନ୍ତି ଏବଂ ଆପଣଙ୍କ କଥା ବୁଝନ୍ତି ।

loves

ସେହି ପରି 10 ନମ୍ବର କୁ ବାଛିଛନ୍ତି ତେବେ ଆପଣ ମାନଙ୍କ ଲଭର ଟିକିଏ ଦୁଷ୍ଟ ଅଟନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *