ବିଜୁ ସ୍ୱାସ୍ଥ୍ୟ କାର୍ଡ । ରେ ମିଳିବ 10 ଲକ୍ଷ ଟଙ୍କା ଜାଣନ୍ତୁ କେମିତି କରିବେ ଆବେଦନ ।

Card

ବନ୍ଧୁଗଣ ଆପଣ ମାନଙ୍କୁ ଆମର ୱେବ ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ରାଜ୍ୟସରକାର ବିଯୁ ସ୍ୱାସ୍ଥ୍ୟ କାର୍ଡ ଲଞ୍ଚ କରିଛନ୍ତି । ତେବେ ଏହି ଯୋଜନା ଅକ୍ଟୋବର 1 ତାରିଖ ରୁ କାର୍ଯ୍ୟକାରୀ କରାଯିବ । ତେବେ ଆପଣ ମାନେ ଏହି କାର୍ଡ କୁ କେମିତି ଆବେଦନ କରିବେ ଏବଂ ଏହିଥିରେ ଆପଣ ମାନଙ୍କୁ କେମିତି ପାଇବେ ଏହିଥିରେ ପାଇଦା ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣିନେବା ।

ଯଦି ଆପଣ ମାନଙ୍କ ପାଖରେ ପାଖରେ ଆଗରୁ ବିଜୁ ସ୍ୱାସ୍ଥ୍ୟ ଯୋଜନର କାର୍ଡ ଅଛି କିମ୍ବା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡ ରହିଛି ତେବେ ଆପଣ ମାନେ ଏହି କାର୍ଡ କୁ ବି 1 ସେପ୍ଟେମ୍ବର କୁ ପାଇପାରିବେ । ଏଥିରେ ପ୍ରତ୍ୟୋକ ହୀତାଧିକାରୀ ତାଲିକା ଭୁକ୍ତ ମାନଙ୍କୁ 5 ଲକ୍ଷ ଏବଂ ଏହା ସହିତ ସେମାନଙ୍କ ପରିବାର ଲୋକ ମାନଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଉପଲବ୍ଧ କରେଇ ଦିଆଯିବ । ଆପଣ ମାନେ ଏଥିରେ ଯେକୈଣସି ସରକାରୀ ଡାକ୍ତର ଖାନା ଯିବେ ଆପଣ ମାନଙ୍କ ମାଗଣା ଚିକିତ୍ସା ହେବ ।

Smart Health Card

ଏହା ସହିତ ଆପଣ ମାନେ ତାଲିକା ଭୁକ୍ତ ପ୍ରାଇଭେଟ ହସ୍ପିଟାଲ ଯାଉଛନ୍ତି ତେବେ ସେଠାରେ ବି ଆପଣ ମାନଙ୍କର 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା କରେଇ ଦିଆଯିବ । ଯଦି ଆପଣଙ୍କ ପାଖ ରେ ଏସଏଫଏସଏ କାର୍ଡ କିମ୍ବା ଏନଏଫଏସଏ କାର୍ଡ ରହିଛି ତେବେ ରାଜ୍ୟ ବାହାରେ ମଧ୍ୟ ସୁବିଧା ପାଇପାରିବେ ଓ ଏହି କାର୍ଡ ସହିତ ଯଦି BSKY କାର୍ଡ ଅଛି ତେବେ ସେହିମାନେ ସହାୟତ ପାଇ ପାରିବେ ।ତେବେ ଏହି କାର୍ଡ ର ସୁବିଧା ଆପଣ ମାନେ କେମିତି ପାଇବେ ।

ଯଦି ଆପଣ ଙ୍କ ପାଖ ରେ କାର୍ଡ ଅଛି ଓ ଆପଣ ହଠାତ ଜରୁରୀ କାଳୀନ ହସ୍ପିଟାଲାଇଜ କରୁଛନ୍ତି ତେବେ 72 ଘଣ୍ଟା ଭିତରେ BSKY ହେଲ୍ଥ ସେଣ୍ଟର ରେ ଚିଠି ଜମା କରି ମାଗଣା ଚିକିତ୍ସା ପାଇପାରିବେ । ତେବେ ଏହି ସୁବିଧା କେଉଁ କେଉଁ ମେଡିକାଲ ରେ ଉପଲବ୍ଧ ମିଳିବ ତାହା ଏକ ଲିଷ୍ଟ କରାଯାଇଛି ଓ ଆପଣ ଏହି ଲିଷ୍ଟ କୁ ଯଦି ଦେଖୁବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ bsky.odisha.govt.in ୱେବ୍ ସାଇଟ କୁ ଯାଇ ଦେଖି ପାରିବେ ।

Card

ତେବେ ବିଏସକେଆଇ ଗୋଟିଏ କାର୍ଡ ର ମୂଲ୍ୟ 5 ଲକ୍ଷ ଟଙ୍କା। ତେବେ ପୁରୁଷ 5 ଲକ୍ଷ ଟଙ୍କା ଯାଏ ଏହାର ଉପଯୋଗ କରି ପାରିବେ ଓ ଏହା ପରେ ଯଦି ପରିବାରରେ କୌଣସି ମହିଳା ମାନଙ୍କ ଦେହ ଖରାପ ହୁଏ । ତାହେଲେ 5 ଲକ୍ଷ ଟଙ୍କା ଅତିରିକ୍ତ ମିଳିବ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *