ଶ୍ରମ କାର୍ଡ କୁ ନେଇ ଆସିଲା ବଡ ଖବର – ନିଶ୍ଚୟ ପଢନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଇ ଶ୍ରମ କାର୍ଡ ବିଷୟ ରେ ସମସ୍ତେ ଜାଣି ସାରିଥିବେ । ଜାହାକି ଏହି କିଛି ଦିନ ତଳେ ଆମ କେନ୍ଦ୍ରସରକାର ଲଞ୍ଚ କରିଛନ୍ତି । ଜାହା ମଧ୍ୟ ଆପଣ ମାନେ ଆପ୍ଲାୟ କରିନେବା ଜରୁରୀ ଅଟେ । ଏହି କାର୍ଡ କୁ ବହୁତ ଲୋକ ମାନେ ଆପ୍ଲାୟ କରୁଥିବା ବେଳେ ଏହି ୱେବସାଇଟ୍ ଜାମ୍ ରହୁଛି ।

ତେବେ ଆମେ ଏଠାରେ ଏହି ଟପିକ୍ ଉପରେ କଥା ହେବା ନାହିଁ ବରଂ ଏହି ଥିରେ ମିଳୁଥିବା ବେନିଫିଟ୍ ବିଷୟ ରେ କଥା ହେବା , ଏହା ସହିତ ଅନ୍ୟ ଯୋଜନା ବନ୍ଦ ହେବକି ବା ଭର୍ତ୍ତା ଆପଣଙ୍କର ବନ୍ଧ ହେବ କି ଏମିତି କି ଆପଣ ମାନେ ଶ୍ରମ କାର୍ଡ ବନେଇଲେ ଲେବର କାର୍ଡ କଣ ବନ୍ଧ ହୋଇଯିବ କି ଏହି ସବୁ ବିଷୟ ରେ ଆମେ ଏଠାରେ ଜାଣିବା ।

shram card

ତେବେ ପ୍ରଥମେ ତ ଆପଣ ମାନେ ଜାଣିଥିବେ ଯେତେ ସବୁ ଚାକିରିଆ ରହିଛନ୍ତି ସେମାନଙ୍କ ଲିଷ୍ଟ ସରକାର ଙ୍କ ପାଖରେ ରହିଛି । ହେଲେ ଶ୍ରମ କାର୍ଡ ରେ ଆମେ ଏବଂ ତୁମେ ଭଳି ଲୋକ ମାନେ କଣ କଣ କାମ କରୁଛୁ ତାହାର ଡାଟା ସରକାର ଙ୍କ ପାଖରେ ନାହିଁ । ସେହିଥି ପାଇଁ ଆଧାର କାର୍ଡ ଙ୍କ ଭଳି ଏହି ଲେବର କାର୍ଡ ବି ଆସିଛି । ଏବଂ ଏହାର କୈଣସି ଏକ୍ସପାରି ଡେଟ୍ ନାହିଁ ।

ଆପଣ ମାନେ ଯେତେ ଦିନ ପରେ ବନେଇବା ପାଇଁ ଚାହିଁଲେ ବନେଇପାରିବେ । ଏବଂ ଏହା ସହିତ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି କାର୍ଡ କରିଲେ ଆପଣ ମାନଙ୍କ ଲେବର କାର୍ଡ ପାଇଁ କୈଣସି ଅସୁବିଧା ନାହିଁ ।

card

ଏବଂ ଏହା ସହିତ ଆପଣ ମାନେ ଭାବୁଥିବେ କି ଏହି ଶ୍ରମ କାର୍ଡ କରିଲେ ଲେବର କାର୍ଡ ବନ୍ଧ ହୋଇଯିବ କି ତେବେ ଏମିତି କିଛି ନୁହେଁ ଆପଣ ମାନଙ୍କ ଆଗରୁ ଯେମିତି ସୁବିଧା ସୁଯୋଗ ପାଉଥିଲେ ସେମିତି ହିଁ ପାଇବେ । ଏହା ସହିତ ଆପଣ ମାନେ ଭର୍ତ୍ତା ପଇସା କଟିଯିବ ବୋଲି ଭାବୁଥିବେ ତେବେ ତାହାବି ଆପଣ ମାନଙ୍କର କଟିବ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *