ଆସୁଛି ଆଉ ଏକ ବାତ୍ୟା , ଏହି ତାରିଖରେ ହେବ ଓଡିଶାରେ ମାଡ

Storm

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଆଉ ଏକ ବାତ୍ୟା ର ଆଶଂକା ଗୁଲାବ ପରେ ଏବେ ସାହିନ ର ଭୟ ସାମୁଦ୍ରିକ ଝର ଗୁଲାବ ଏବେ ଉତ୍ତର ତେଲେଙ୍ଗାନା ଉପର ଦେଇ ଅତିକ୍ରମ କରିବା ସହିତ ଦୂର୍ବଳ ହୋଇଛି । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ମଙ୍ଗଳବାର ସକାଳେ ତେଲେଙ୍ଗାନା ଏବଂ ମରାଠୱାଡା ରେ ପ୍ରବେଶ କରିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ଏବଂ ନିମ୍ନ ଚାପ ଅଞ୍ଚଳ ରେ ଗୁଲବ ଦୂର୍ବଳ ହେବାରେ ଲାଗିଛି । ଏବଂ ଏହି ମଧ୍ୟରେ ବାତ୍ୟା ଗୁଲାବ ନଜାଉଁଣୁ ଆଉ ଏକ ସାମୁଦ୍ରିକ ଝଡ ସାହିନ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷ ରୁ ଅନୁମାନ କରାଜାଇଛି । ତେବେ ଏହାର ପ୍ରଭାବ କଣ ରହିବ କଣ ରହିଛି ପାଣିପାଗ ବିଶେଷଜ୍ଞ୍ୟ ର ରିପୋର୍ଟ ଆସନ୍ତୁ ଜାଣିନେବ ।

Storm Sahin

ସାମୁଦ୍ରିକ ଝଡ ସାହିନ ସେପ୍ଟେମ୍ବର 30 ସଂନ୍ଧ୍ୟାରେ ଉତ୍ତର ପୂର୍ବ ଆରବ ସାଗର ଏବଂ ଗୁଜୁରାଟ ଉପକୂଳ ରେ ଘନିଭୂତ ହେବାର ପୂର୍ବାନୁମାନ କରାଜାଇଛି । ପରବର୍ତି 24 ଘଣ୍ଟା ମଧ୍ୟରେ ଉତ୍ତର ପୂର୍ବ ଆରବ ସାଗର ରେ ଏହା ଅଧିକ ଉଗ୍ର ରୂପ ଧାରଣ କରିବ ବୋଲି ଆଶଂକା ରହିଛି ।

ତେବେ ମିଆଁ ମାର ଉପକୂଳ ରୁ ପୂର୍ବ କେନ୍ଦ୍ରିୟ ଏବଂ ଉତ୍ତର ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗର ରେ ଏହି ସାଇନ ସୃଷ୍ଟି ହେବାର ପ୍ରକ୍ରିଆ ଜାରି ରହିଛି । ଏହି ଅଞ୍ଚଳ ଉତ୍ତର ପୂର୍ବ ଏବଂ ବଙ୍ଗୋପସାଗର ର ପୂର୍ବ ମଧ୍ୟ ଭାଗରେ ଅବସ୍ଥିତ ।

rain

ଏହାର ପ୍ରଭାବ ରେ ପଶ୍ଚିମ ବଙ୍ଗ ଠାରୁ ଉତ୍ତର ପଶ୍ଚିମ ବୋଙ୍ଗୋପସାଗର ଏବଂ ବାଙ୍ଗ୍ଲାଦେଶ ଉପକୂଳ ବର୍ତ୍ତି ଅଞ୍ଚଳ ରେ ଆସନ୍ତା 12 ଘଣ୍ଟା ମଧ୍ୟରେ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ସହିତ ପଶ୍ଚିମ ଉପକୂଳ ରେ ପବନ ବି ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *