ଏହି ସବୁ ଜିଲ୍ଲାକୁ ମାଡି ଆସୁଛି ବଡ ବିପତ୍ତି – ଆଗାମୀ 3 ଦିନ ହେବ ପ୍ରବଳ ବର୍ଷା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ଆଜିଠାରୁ ବର୍ଷା ବଢିବ । ତେବେ ରବିବାର ଦିନ ବଙ୍ଗୋପସାଗରେ ଥିବା ଘୂର୍ଣ୍ଣିଂ ବଳୟ ଆଜି ଓଡିଶା ଉପକୂଳ ଛଇଁବ ଏହାର ପ୍ରଭାବ ରେ ଆଉ ଏହାର ପ୍ରଭାବରେ ଆଜି ଉତ୍ତର ଓଡିଶା ଏବଂ ଆସନ୍ତା କାଲି ଉପକୂଳ ଓଡିଶା ସମେତ ସଂଲଗ୍ନ ଅଞ୍ଚଳ ମାନଙ୍କରେ ବର୍ଷା ହେବ । 20 ତାରିଖ ରୁ 24 ତାରିଖ ଯାଏ ରାଜ୍ୟରେ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି ।

rains

ଏ ନେଇ ଆଜି ପାଇଁ 12 ଟି ଜିଲ୍ଲା କୁ ୟୋଲ ଆର୍ଲଟ ଜାରି ହୋଇଛି । ଏ ନେଇ କଣ ରହିଛି ପାଣିପାଗ ବିଭାଗ ର ରିପୋର୍ଟ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣିନେବା । ଆଜି ପାଇଁ 12 ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟୋଲ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବାଲେଶ୍ୱର, ଭଦ୍ରକ ,ଜାଜପୁର,କଟକ, କେନ୍ଦ୍ରାପଡା ,ଦେଓଗଡ ,ସୁନ୍ଦର ଗଡ , କେନ୍ଦୁଝର , ମୟୁରଭଞୀ , ଢେଙ୍କାନାଳ , ଅନୁଗୁଳ , ଗଜପତି , ଗଞାମ୍ ଜିଲ୍ଲା କୁ ୟୋଲ ଆଲର୍ଟ ଜାରି ହୋଇଛି ।

ସେହି ପରି 21 ତାରିଖ ସକାଳ ଯାଏ ପ୍ରବଳ ବର୍ଷା ନେଇ 8 ଟି ଜିଲ୍ଲା କୁ ଦିଆଜାଇଛି ୟୋଲ ଆଲର୍ଟ । ଆଉ ସେହି ଜିଲ୍ଲା ଗୁଡିକ ହେଲା କେଉଁଝର , ଝାଡସୁଗୁଡା , ସୁନ୍ଦରଗଡ , ସମ୍ବଲପୁର , ଦେଓଗଡ , ବରଗଡ ,ନୂଆପଡା ,ବଲାଙ୍ଗିର୍ ରେ ପ୍ରବଳ ବର୍ଷା ହେବ ।

rains

ତେବେ ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ ର ଲହୁଣୀ ପଡା ରେ ସର୍ବାଧିକ 74 ମିଲିମିଟର ବର୍ଷା ରେକର୍ଡ ହୋଇଛି । ତେବେ 21 ରୁ 24 ତାରିଖ ମଧ୍ୟରେ ଧିରେ ଧିରେ ବର୍ଷା ର ପରିମାଣ କମିବ । ଏହା ସହିତ ପାଣିପାଗ ବିଶେଷଜ୍ଞ୍ୟ ମାନେ ସୂଚନା ଦେଇଛନ୍ତି କି ଗତକାଲିର ଘୂର୍ଣ୍ଣିଂ ବଳୟ ବର୍ତମାନ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ସେହିଥି ପାଇଁ ଆଜିର ଦିନର ବର୍ଷା ପାଇଁ କିଛି ଜିଲ୍ଲା ମାନଙ୍କୁ ଚେତାବନି ମଧ୍ୟ ଦିଆଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *